ଆଉ ଚାରୋଟି ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ଆଉ ଚାରୋଟି ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ମା ସମଲାଇ, ମା ବିରଜା, ମା ତାରାତାରିଣୀ ଏବଂ ଶ୍ରୀନୀଳମାଧବଙ୍କ ମନ୍ଦିର...
ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭି କର୍ମଚାରୀ ଗିରଫ
ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ଓଟିଭିର ଦୁଇ କର୍ମଚାରୀ ଓ ସିକ୍ୟୁରିଟୀ ଗାର୍ଡଙ୍କୁ ଗିରଫ କରିଛି I କୋଭିଡ ଲକଡାଉନ ସମୟରେ ଏହି ଘଟଣା ଘଟିଥିଲା ଏବଂ ଘଟଣା ଘଟିବାର କିଛି ମାସ ପରେ...
ଖୋଲିବ ଶ୍ରୀମନ୍ଦିର, କୋଭିଡ ନେଗେଟିଭ ରିପୋର୍ଟ ଥିଲେ ମିଳିବ ଦର୍ଶନ
କେବେ ଖୋଲିବ ଶ୍ରୀମନ୍ଦିର ? ଭକ୍ତଙ୍କ ଅପେକ୍ଷାରେ କେବେ ଘଟିବ ଅବସାନ ? ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଜି ଦୀର୍ଘ ସମୟ ଧରି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ ସେବାୟତମାନେ ମନ୍ଦିର ଖୋଲିବା ପ୍ରସଙ୍ଗରେ ସେମାନଙ୍କ ମତ...
ଚାଷୀ ଆନ୍ଦୋଳନ ମୁକାବିଲା ପାଇଁ ଅଣ୍ଟା ଭିଡିଲା ବିଜେପି
ଚାଷୀ ଆନ୍ଦୋଳନ ସମାଧାନର ବାଟ କାଢିବାରେ ଫେଲ୍ ହେଲେ ସରକାର I ଚାଷୀ ସମଗଠନ ସହ ବାରମ୍ବାର ଆଲୋଚନା ବିଫଳ ହେଲା I କୃଷି ଆଇନରେ ସଂଶୋଧନ କରିବା ପାଇଁ ସରକାର ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଲେ...
ପ୍ରଦୀପଙ୍କ ଦୁର୍ନୀତି ତଦନ୍ତ କରିବ ଭିଜିଲାନ୍ସ
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଭିଜିଲାନ୍ସ I ଗତ ସାତ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କ ମାମଲାର ତଦନ୍ତ ଭାର ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ I ତେବେ ପ୍ରଦୀପଙ୍କ ଦୁର୍ନୀତି ତଥା ଆୟ ବହିର୍ଭୁତ ସଂପତ୍ତି ଠୁଳ...
ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ
ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ । ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ହାଟ ବଜାର ବଙ୍ଗାଳି ସାହିରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ପୀଡିତା ରହୁଥିବା ସାହିର ଯୁବକ ଗୁରୁପଦ ମାନ୍ନା । ପୀଡିତାଙ୍କ ପରିବାର...
ରତ୍ନ ପଥର ଚୋରାଚାଲାଣରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ହାତ
ଧିରେ ଧିରେ ରତ୍ନ ପଥର ଚୋରାଚାଲାଣ ଘଟଣାରୁ ପରଦା ହଟିବାରେ ଲାଗିଛି । ପୋଲିସ କବଜାରେ ଆଉ ଦୁଇ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରା ଗତ ୭ ତାରିଖ ଦିନ କ୍ରାଇମବ ୍ରାଞ୍ଚର ଏସଟିଏଫ ଟିମ୍ ଦ୍ୱାରା...
ମୋଦିଙ୍କୁ ପାଣି ପିଆଇଦେଲେଣି ଚାଷୀ
ଜିଦରେ ଅଟଳ ଚାଷୀ କେନ୍ଦ୍ର ସରକାରଙ୍କ ବିକଳ୍ପ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ସରକାରଙ୍କ ସହ ଚାଷୀସଂଘ ପ୍ରତିନିଧି ଦଳର ଆଲୋଚନା ପରେ କେନ୍ଦ୍ର ସରକାର କୃଷି ଆଇନରେ କିଛି ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବରେ...
ଆରମ୍ଭ ହେବ ପିଏମ ବାଣୀ
ଆରମ୍ଭ ହେବ ପିଏମ ବାଣୀ I ଆଜି କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି I ଗାଁ ଗହଳରେ ଓ୍ବାଇଫାଇ ସୁବିଧା ଉପଲବ୍ଧ କରିବା ପାଇଁ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି I ଏଥିସହିତ ଲାକ୍ଷାଦ୍ବୀପରେ ଅଣ୍ଡଗ୍ରାଉଣ୍ଡ...
୨୦୨୧ରେ ଆସିବ 5G: ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁକେଶ ଅମ୍ବାନୀ
ଆସନ୍ତା ୨୦୨୧ ଦ୍ୱିତୀୟ ଭାବରେ ଭାରତରେ ମିଳିବ ୫ଜି ମୋବାଇଲ ସେବା । ଜିଓ ଏହି ୫ଜି ସେବା ଯୋଗାଇବ ବୋଲି ସୂଚନା ଦେଇଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରିର ଅଧକ୍ଷ୍ୟ ମୁକେଶ ଅମ୍ବାନୀ । ଇଣ୍ଡିଆ ମୋବାଇଲ କଂଗ୍ରେସରେ ସେ ଏହି...














