ଏସଆଇଟି ତଦନ୍ତ ଚାଲିଥିବା ବେଳେ ବଳୀ କଥା ଉଠାଇଲେ ସନ୍ଧ୍ୟାବତୀ
ପରୀ ବଳୀ ପକାଯାଇଥାଇପାରେ । ପରୀ ହତ୍ୟା ପଛରେ ଏମିତି ସନ୍ଦେହ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ପରୀ ଘରକୁ ଯାଇ ଅନୁଧ୍ୟାନ କରିବା ପରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି,...
ଅରୁଣଙ୍କ ବାସଭବନ ଘେରିଲା ମହିଳାମୋର୍ଚ୍ଚା
ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଉଗ୍ର ରୂପ ଧାରଣ କରିଥିଲେ । ମହିଳା ମୋର୍ଚ୍ଚା ପକ୍ଷରୁ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । କସ୍ତୁରବା...
ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ର ମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରାଯାଉ – ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷ ମ୍ୟାଲେସିଆ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଥିବା “ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ”ରେ ସାମିଲ ହୋଇ ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ସହିତ ଉଭୟ ପ୍ରାକୃତିକ ଗ୍ୟାସ...
ଦରମରା କଲା ଏକତରଫା ପ୍ରେମ
ଏକତରଫା ପ୍ରେମର କରୁଣ ପରିଣତି । ପ୍ରେମିକା ଘର ଆଗରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପୀଡିତକୁ କଟକ ସ୍ଥାନାନ୍ତରିତ କରାଯାଇଛି । ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ ଏମିତି ଅଭାବନୀୟ...
ସବୁଠୁ ବଡ ପ୍ରତିବାଦ, ମୋଦୀଙ୍କ ନିଦ ହଜିଗଲାଣି
ଦେଶର ସବୁଠୁ ବଡ ପ୍ରତିବାଦ । କେନ୍ଦ୍ର ସରକାରଙ୍କ ଚାଷୀ ନୀତି ବିରୋଧରେ ହଜାର ହଜାର ଚାଷୀ ଗତ ଆଠଦିନ ଧରି ଶୀତ କାକରରେ ପଡି ଦିଲ୍ଲୀ ସୀମାନ୍ତ ରାଜରାସ୍ତାରେ ପ୍ରତିବାଦ କରିବା ନୂଆ ଇତିହାସ ସୃଷ୍ଟି କରିଛି ।...
ହାତ ଟେକିଦେଲେ ସରକାର, ହାଇକୋର୍ଟ ଭରସା
ସରକାର ହାତ ଟେକିଦେଲେ I ଘରୋଇ ସ୍କୁଲ ଫି ଉପରେ ସରକାରଙ୍କ କିଛି ନିୟନ୍ତ୍ରଣ ନାହିଁ I ଅର୍ଥାତ ଘରୋଇ ସ୍କୁଲଗୁଡିକ ମନଇଚ୍ଛା ଫି ଆଦାୟ କରିପାରିବେ I ଗତ ଦଶମାସ ହେଲାଣି କୋଭିଡ କଟକଣା ପାଇଁ ସମସ୍ତ ସ୍କୁଲ...
ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ସହ ଆଉ କିଏ କିଏ ଉଡିଥିଲେ ଚାର୍ଟରରେ
କୋଭିଡ ସମୟରେ ଯେତେବେଳେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକ ଦେଉଥିଲେ, ସେତେବେଳେ ଭୁବନେଶ୍ବରରୁ ପୁନେ ଓ ମୁମ୍ବାଇ ସହରକୁ ଚାର୍ଟରରେ ଉଡୁଥିଲେ ନେତା । ଏଭଳି ଜନବିରୋଧୀ ନେତାଙ୍କୁ ଦଳରୁ ବିତାଡିତ କରିଛି ବିଜେଡି । ତେବେ ବିଜେଡିରୁ...
ଭିଜିଲାନ୍ସ ଜାଲରେ ବରିଷ୍ଠ ମହିଳା କିରାଣି
ଭିଜିଲାନ୍ସ ଜାଲରେ ବରିଷ୍ଠ ମହିଳା କିରାଣି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାସଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍...
୪ରେ ଲ୍ୟାଣ୍ଡଫଳ କରିବ ବାତ୍ୟା ‘ବୁରେଭି’
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ବୁରେଭି । ଡିପ୍ ଡିପ୍ରେସନର ରୂପ ନେଇଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସଅଷ୍ଟ ଲଘୁଚାପ । ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ...
ଏତଲା ଦେବା ପାଇଁ ସମର୍ଥକଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ !
ବିଜେଡିରୁ ବିତାଡିତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ତାଙ୍କ ବିରୋଧରେ କୌଣସି ଏତଲା କି ଅଭିଯୋଗ ନ ଥିବା ବେଳେ ଷ୍ଟେଟଫୋର୍ସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫିନିସ୍...















