28.3 C
Bhubaneswar
Thursday, August 13, 2026
-Advertisement-

ବନ୍ଧା ହେଲେ ହାବିଲଦାରଙ୍କ ପୁଅ

ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ପୋଲିସ ପୁଅ ଯାମିନ ଜେନାଙ୍କୁ ଗିରଫ କରିଛି ପୋଲିସ । ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ଗିରଫ କରିଛି ପୋଲିସ । ଶନିବାର ଦିନ ନବବିବାହିତା ବନ୍ଦନାଙ୍କ ମୃତ୍ୟୁ ଘଟିଥିଲା ।...

ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ

ପାଲଲହଡା ବିଜେଡି ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ । ନିଜ ଫେସବୁକ୍ ଏବଂ ଟୁଇଟର ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଛନ୍ତି । ଲକ୍ଷଣ ନଥିବାରୁ ନିଜ ଘରେ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ବିଧାୟକ ମୁକେଶ ପାଳ ।...

ଯୌତୁକ ପାଇଁ ଜୀବନ ନେଇଗଲେ

ଯୌତୁକ ପାଇଁ ବୋହୂର ଜୀବନ ନେଇଗଲେ ଶାଶୂଘର ଲୋକେ । ଆଉ ଏଥିରେ ସାମିଲ ଥିଲେ ସ୍ୱାମୀ । ଏମିତି ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ । ବଡ ଧୂମଧାମରେ ନିକଟରେ ବାହାଘର ହୋଇଥିଲା । ଉଭୟ ବେଶ୍...

ଆଉ ନାହାଁନ୍ତି ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ର

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ଦେହାନ୍ତ ହୋଇଛି । ନିକଟକରେ କରୋନାକୁ ପରାଜୟ କରି ବିଜୟୀ ହୋଇଥିଲେ ପ୍ରେମାନନ୍ଦ । କିନ୍ତୁ ସଙ୍ଗରୋଧରେ ଥିବାବେଳେ ଛାତିରେ ଯନ୍ତ୍ରଣା ଯୋଗୁଁ ଆରପାରିକୁ ଚାଲିଗଲେ...

୧୦ ମୃତ, ୪୩୩୦ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ କରୋନା ନେଇଛି ୧୦ ଜଣଙ୍କ ଜୀବନ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି । କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଗଞ୍ଜାମ,...

୩୦ ଜିଲ୍ଲାରୁ ୪୨୦୯ ପଜିଟିଭ୍

ରାଜ୍ୟରେ ଆଜି ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୦୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୪୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୬୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

ଚିଟଫଣ୍ଡ୍ ମାମଲାରେ ସିବିଆଇର ନିଦ ଭାଙ୍ଗିଲା

ଦୀର୍ଘଦିନ ବ୍ୟବଧାନରେ ଚିଟଫଣ୍ଡ୍ ମାମଲାକୁ ନେଇ ନିଦ ଭାଙ୍ଗିଛି ସିବିଆଇର I ସିବିଆଇ ଟିମ୍ ଆଜି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭୁବନେଶ୍ବର ଏକ ନମ୍ବର ସ୍ଥିତ କ୍ବାର୍ଟରରେ ଚଢଉ କରିଛି I ସି...

୧୩ ମୃତ, ୪୧୮୦ ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ...

ଏବେବି ୩୮ହଜାର ବର୍ଗ କିଲୋମିଟର ଚୀନ୍ ଦଖଲରେ

ଲଦାଖ ସୀମାରେ ଆମ ସେନା ସଜାଗ ଅଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମ ସେନା ପ୍ରସ୍ତୁତ ରହିଛି । ଗତ ଅପ୍ରେଲ ମାସରୁ ସୀମାନ୍ତରେ ଚୀନ୍ ସେନା ଠୁଳ କରି ଆସୁଛି । ଭାରତୀୟ ସେନାର ପାଟ୍ରୋଲିଂକୁ...

ଅଶୋକ ସାହୁଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ । କଟକ ପିଠାପୁର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଶୋକ ସାହୁ । ସପ୍ତାହେ ଧରି ସେ ଅସୁସ୍ଥ ଥିଲେ । ଆସାମ କ୍ୟାଡରରେ ଅବସରପ୍ରାପ୍ତ ଆଇପିଏସ ଅଫିସର ଥିଲେ...
- Advertisement -

Latest article

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...

Processus de Résolution des Litiges Spinmillion

Sommaire1. Définition et Types de Litiges Courants2. Premières Actions : Contacter le Service Client3. Préparer un Dossier de Réclamation Formel4. Recours auprès d'un Médiateur...