୧୦ ମୃତ, ୩୯୧୩ ପଜିଟିଭ୍ ଚିହ୍ନଟ
ମହାମାରୀ କରୋନାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଉ ଭୟ ନାହିଁ । କରୋନା ସହ ଲଢେଇ କରିବେ ଏବଂ ସମସ୍ତେ ଜିତିଯିବେ ବୋଲି ଆଶା । କିନ୍ତୁ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ଦେଖି ଟିକେ ଛାନିଆ ହୋଇଯାଉଛନ୍ତି...
ବଜାରରେ ମିଳିବ କରୋନା ଔଷଧ
ଏଣିକି ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଇଛି ଡିସିଜିଆଇ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ କିଣିହେବ ଔଷଧ । କେତେକ ସର୍ତ୍ତ ସହିତ ଫେଭିପିରାଭିର ଟାବଲେଟ ବିକ୍ରିକୁ ଅନୁମତି । ରେମଡେସିଭିର...
ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍
ଆଉ ଆମ ଗହଣରେ ନାହାଁନ୍ତି ଯାତ୍ରା କଳାକାର ଏବଂ ଯାତ୍ରାର ଫେମସ ଚେହେରା ଭିକୁ ସେଠ୍ । ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦାରରୁ କଟକ ହସ୍ପିଟାଲ...
୧୧ ମୃତ, ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩,୭୭୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୯୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧,୫୮୬ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୬...
ଜେଇଇ ମେନ୍ ରେଜଲ୍ଟ:ଓଡିଶା ଟପ୍ପର ସୌରଭ ସୌମ୍ୟକାନ୍ତ
ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷା ଫଳ । ୨୪ ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଟପ୍ପର ତାଲିକାରେ ତେଲେଙ୍ଗାନାର ୮ ଜଣ ପରୀକ୍ଷାର୍ଥୀ ୧୦୦ ପରସେଣ୍ଟାଇଲ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି...
ବର୍ଷାଙ୍କୁ କୌଣସି ଜନ୍ମରେ ଗ୍ରହଣ କରିବୁନି
କାଲି ଲାଗୁଥିଲା ପୁଣି ସଂପର୍କ ଯୋଡି ହୋଇଯିବ । ମାନବାଧିକାର କର୍ମୀଙ୍କ ବୟାନ ପୁଣି ନୂଆ ଆଶା ସଂଚାର କରିିଥିଲା । ଗତ କିଛି ଦିନ ଧରି ଚାଲିଥିବା ଦୁଇ ଓଲିଉଡ ଯୋଡି ବର୍ଷା ଓ ଅନୁଭବଙ୍କ ବୟାନ ଯୁଦ୍ଧରେ...
ଜେଲ୍ରେ ହିଁ ରହିବେ ରିୟା, ମିଳିଲାନି ଜାମିନ
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଡ୍ରଗ୍ସ ଲିଙ୍କ୍ ମାମଲାରେ ସାମିଲ ଥିବା ରିୟାଙ୍କୁ ମିଳିଲାନି ଜାମିନ୍ । ଜେଲରେ ହିଁ ରହିବେ ରିୟା । ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ତାଙ୍କର ଭାଇ...
୧୧ ମୃତ, ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରେ ଆଉ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୯୬ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୩୫୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧,୬୩୭ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩...
ଏକାଠି ହେବେ ବର୍ଷା-ଅନୁଭବ
ବର୍ଷା-ଅନୁଭବଙ୍କ ମିଳାମିଶା ପାଇଁ ତାଙ୍କ ଘରେ ପହଁଞ୍ଚିଛନ୍ତି ମାନବଧିକାରୀକର୍ମୀ । ଦୁହିଁଙ୍କ ସହିତ ଆଲୋଚନା କରିଛନ୍ତି ମାନବଧିକାରୀକର୍ମୀ । ଉଭୟଙ୍କ ଭିତରେ ମିଳାମିଶା ପାଇଁ ଉଦ୍ୟମ କରିଛନ୍ତି । ଉଭୟଙ୍କ ସହିତ ଆଲୋଚନା ପରେ ମାନବଧିକାରକର୍ମୀ କହିଛନ୍ତି, ଅନୁଭବଙ୍କ ବ୍ୟତୀତ...
ପୂଜା ଗାଇଡଲାଇନ୍, ନିୟମ ନମାନିଲେ ଏପିଡେମିକ ଆକ୍ଟ ଅନୁସାରେ ଦଣ୍ଡ
ଦୂର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଳନ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରରେ ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ମଣ୍ଡପରେ ପୂଜା...
















