ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରାଯାଇଛି । ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ଏକ ଆପାର୍ଟମେଣ୍ଟରେ ସେକ୍ସ ର‌୍ୟାକେଟ୍ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢାଉ କରିଥିଲା । ଦୁଇ ଜଣ ଯୁବତୀ ପୁରୀ ଏବଂ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଅନେକ ସମୟରେ ଗ୍ରାହକ ଏହି ଆପାର୍ଟମେଣ୍ଟକୁ ଆସିଥାନ୍ତି ଏବଂ ରାତ୍ରୀ ଯାପନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here