ବୌଦ୍ଧରେ ଭୀଷଣ ଖରା ସହ ଗୁଳୁଗୁଳି
ଅସମ୍ଭାଳ ହୋଇପଡିଛି ଗ୍ରୀଷ୍ମ ପ୍ରବାହ । ଟକ୍ ମକ ହୋଇ ଫୁଟୁଥିବା ତାତିରେ ସନ୍ତୁଳି ହେଉଛି ବୌଦ୍ଧ ଜିଲ୍ଲା । ୪୦ଡିଗ୍ରୀ ତାପମାତ୍ରା ଥରାଇ ଦେଉଛି ଜନଜୀବନକୁ । ସକାଳ ୮ରୁ ୩ଟା ଯାଏ ସତେ ଯେମିତି ଆକାଶରୁ ଅଗ୍ନି...
ଭୁବନେଶ୍ୱରରେ ଏହିସବୁ ପାର୍କ ଖୋଲିଲା
ଆଜିଠାରୁ ଭୁବନେଶ୍ୱରର କିଛି ପ୍ରମୁଖ ପାର୍କ ଖୋଲିଛି । ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ ।...
ଲ୍ୟାଣ୍ଡିଂ କରିବାର ଏକ ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ
ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ । ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ।...
ପଶ୍ଚିମବଙ୍ଗକୁ ୧ ହଜାର କୋଟି
ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ସହାୟତା ଘୋଷଣା । ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ବିତ୍ପାତ ଅଞ୍ଚଳ ବୁଲି ଦେଖିବା ପରେ ସହାୟତା ଘୋଷଣା । ବାତ୍ୟାରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା...
ଅମ୍ଫାନ ତାଣ୍ଡବ:ପଶ୍ଚିମବଙ୍ଗରେ ୭୨ ମୃତ
ବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ବାତ୍ୟା ଯୋଗୁ ୭୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଯାଇଥିବାବେଳେ...
ସମୁଦ୍ର ଭିତରେ ଧ୍ବଂସର ତାଣ୍ଡବ ରଚୁଛି ଅମ୍ଫାନ
ସୁପର ସାଇକ୍ଲନରେ ପରିଣତ ହୋଇଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ହେଁ ବାତ୍ୟା ଉଗ୍ର ରୂପ ଧାରଣ କରିଛି । ସୁପର...
ଅମ୍ଫାନକୁ ହାଲକାରେ ନିଅନ୍ତୁନି
ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେଇସାରିଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆସନ୍ତାକାଲି ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମ ଏବଂ 19 ତାରିଖ ମଙ୍ଗଳବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି...
ଜଗତସିଂହପୁରରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ
ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହୋଇ ନ ଥିବା ବେଳେ ଆଗକୁ ସମ୍ଭାବ୍ୟ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ସାନିଟାଇଜେସନ ଏବଂ ମାସ୍କ...
ମାଡି ଆସୁଛି ଅମ୍ଫାନ
ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଥିବା ଏହି ଲଘୁଚାପ ଓ୍ବେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଥିବା ବେଳେ 16 ତାରିଖ ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।...
ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍ । ଆଜି ସକାଳ ୧୦ଟା ବେଳେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି । ଭୁବନେଶ୍ୱରରୁ ଟ୍ରେନ ଯିବା ପୂର୍ବରୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିଲା ।...
















