ଏକାଥରେ ସେଞ୍ଚୁରୀ
ଏକାଥରେ 101 । ଓଡିଶାରେ ରେକର୍ଡ କଲା କରୋନା । ପୂର୍ବରୁ ଗୋଟିଏ ଦିନରେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇ ନଥିବା ବେଳେ ବୁଧବାର ସକାଳ ରିପୋର୍ଟରେ ଏକାଥରେ 101 ଜଣଙ୍କ ପାଖରେ କରୋନା ପଜିଟିଭ୍ ବାହାରିବା ରାଜ୍ୟରେ କରୋନା...
ବିପଦସଙ୍କୁଳ ଅବସ୍ଥାରେ ପ୍ରବାସୀଙ୍କ ଯାତ୍ରା
କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । କରୋନା ପାଇଁ ସବୁଠି ଲକ୍ ଡାଉନ୍ । ଏବେ ସବୁଠୁ ହନ୍ତସନ୍ତ ହେଉଛନ୍ତି ଫସିଯାଇଥିବା ପ୍ରବାସୀ । ନିଜ ଭିଟାମାଟିକୁ ଫେରିବା ପାଇଁ ସେମାନେ ଜୋରଦାର ପ୍ରୟାସ ଚଳାଇଛନ୍ତି...
କାଲିଠୁ ଗଡ଼ିବ କଟକ-ଭୁବନେଶ୍ୱର ବସ୍
ଚାକିରିଆଙ୍କ ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍। କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା...
ପାରିବାରିକ କଳହର ଭୟଙ୍କର ପରିଣତି
ନିଆଁରେ ପୋଡିହୋଇ ଜଳିଗଲେ ଜଣେ ମହିଳା । ପାରିବାରିକ କଳହରୁ ଏମିତି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୁରାଢ ଗାଁରେ । ମୃତକ ଜଣକ ହେଲେ କୁରାଢ...
ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ
କରୋନାକୁ ନେଇ ଲକ୍ ଡାଉନ, ସଟ୍ ଡାଉନଠୁ ନେଇ କେତେ କଣ ହେଇଗଲା I ଜନତା କର୍ଫ୍ୟୁ ପାଳନ କରି ଲୋକେ ଥାଳି, ଗିନା ବି ବାଡେଇଲେ I ରାସ୍ତାରେ ଅମାନିଆ ଲୋକଙ୍କୁ ପୋଲିସ ଗୋରୁଗାଇ ଭଳିଆ ବାଡେଇଲା I...
ସପ୍ତାହକ ତଳେ ଗ୍ରୀନଜୋନ୍, ଏବେ ଶୀର୍ଷରେ
ସପ୍ତାହକ ତଳେ ଗଞ୍ଜାମ ଥିଲା ଗ୍ରୀନ ଜୋନ୍ I ମାର୍ଚ୍ଚ 15ରୁ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଦେଢମାସ ପର୍ଯ୍ୟନ୍ତ କରୋନା ଛୁଇଁ ପାରି ନଥିଲା ଗଞ୍ଜାମ ଜିଲ୍ଲା I କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମେ...
ଅଫିସ ଆସିବାକୁ ଡରୁଛନ୍ତି ବାବୁ
ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ଅଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ସମସ୍ତ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ରାଜଧାନୀରେ ଆରମ୍ଭ ହୋଇଛି ଗହଳ ଚହଳ । ଲୋକସେବା ଭବନ , ରାଜୀବ ଭବନ ଓ ଖାରବେଳ...
କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ
କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ। କରୋନାକୁ ନ ଡରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଜଣେ ସାମ୍ବାଦିକଙ୍କ ଆଜି ମୃତ୍ୟୁ ଘଟିଛି । ସାମ୍ବାଦିକ ଜଣକ ହେଉଛନ୍ତି ଆଗ୍ରାର । ଖବର ସଂଗ୍ରହ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ...
୧୪ ଦିନରୁ ୨୧ ଦିନକୁ ବଢିପାରେ କ୍ୱାରେଣ୍ଟିନ୍ ଅବଧି
ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ଚିନ୍ତା ବଢାଇଛନ୍ତି। ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ନିୟମ କଡାକଡି କରାଯାଇଛି। ସେମାନଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏପରିକି କ୍ୱାରେଣ୍ଟିନ ଅବଧି ବୃଦ୍ଧି କରିବାକୁ...
ରେଡ୍ ଜୋନ୍ କନ୍ୟାକୁ ଗ୍ରୀନ୍ ଜୋନ୍ ବର
ଲକ୍ ଡାଉନ୍ କଟକଣା ଭିତରେ ବାହାଘର I ସେ ପୁଣି ରେଡ୍ ଜୋନ୍ ଝିଅ ସାଙ୍ଗେ ଗ୍ରୀନ୍ ଜୋନ୍ ପୁଅର ବାହାଘର I ବାହାଘର ପାଇଁ ରେଡ ଜୋନ ଘୋଷିତ ଯାଜପୁର ଜିଲ୍ଲାର ବରୀ ଅଂଚଳର ଝିଅକୁ ନେଇ କନ୍ୟାଯାତ୍ରୀ...
















