୮ ମୃତ, ୧୪୯୯ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ଆଉ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୯୯ ମଧ୍ୟରୁ କ୍ୱାରେଣ୍ଟିନରୁ ୯୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୫୫୮ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ...
ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା
କରୋନା ଯୋଦ୍ଧାଙ୍କୁ ସହାୟତା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା ହୋଇଛି । ଗଞ୍ଜାମ ଏବଂ ଗଜପିର ଦୁଇ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ...
୧୦ ମୃତ, ୧୨୦୩ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୦୩ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୮ , ଲୋକାଲ କେସ୍ ରହିଛି ୪୪୫ । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି ପାଇଛି...
ଭୁବନେଶ୍ୱରରେ ୨୧୫ କରୋନା ପଜିଟିଭ୍, ଲୋକାଲ କେଉଁଠୁ କେତେ
ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୫୦ ଏବଂ ୬୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାଲିଆ...
ମୋବାଇଲରେ ପଢୁଥିଲେ ପାଠ, ହଠାତ୍ ହେଲା ବ୍ଲାଷ୍ଟ
ଅନଲାଇନ୍ କ୍ଲାସବେଳେ ଅଘଟଣ । କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ, କଲେଜ ବନ୍ଦ କରିଛନ୍ତି । ଏବଂ ଅନ ଲାଇନ୍ ମାଧ୍ୟମରେ କ୍ଲାସ କରାଯାଉଛି । କିନ୍ତୁ ପାଠ ପଢୁଥିବାବେଳେ ବ୍ଲାଷ୍ଟ ହେଲା ମୋବାଇଲ । ଏଭଳି...
୭ ମୃତ, ୧୨୧୫ ପିଜିଟିଭ୍ ଚିହ୍ନଟ: ଭୁବନେଶ୍ୱରରେ ଆଖି ବୁଜିଲା ୫ ବର୍ଷର ପୁଅ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬୨ ରହିଛି । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି...
ଭୁବନେଶ୍ୱରରେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେଉଁଠୁ କେତେ
ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୧୮ ଚିହ୍ନଟ ହୋଇଥିବାବେଳେ ୪୧ ଲୋକାଲ କେସ୍ ରହିଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଗିଣିଆ...
ଭୁବନେଶ୍ୱରରେ ୧୬୩ ପଜିଟିଭ୍ , କେଉଁ ଅଞ୍ଚଳରୁ କେତେ ଲୋକାଲ୍
ଭୁବନେଶ୍ୱରରେ ୧୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୦୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୫୯ । ପୁରୁଣା ଭୁବନେଶ୍ୱରର ବାରିକ ସାହି. ନ୍ୟୁ ଫରେଷ୍ଟ ପାର୍କରୁ ୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
ଭୁବନେଶ୍ୱରରେ ୧୧୧ ପଜିଟିଭ୍ , ୪୯ ଲୋକାଲ କେସ୍
ଆଜି ଭୁବନେଶ୍ୱରରୁ ୧୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟନରୁ ୬୨ ଚିହ୍ନଟ ହୋଇଥିବାବେଳେ ୪୯ ଲୋକାଲ କେସ୍ ରହିଛି । ଜୟଦେବ ବିହାର, ସାଲିଆସାହି ଜନତା ନଗର, ୟୁନିଟ-୧ ଆଖଣ୍ଡଳମଣୀ ବସ୍ତି , ବମିଖାଲ, ପଥର ବନ୍ଧ...
କୋଭିଡ କେୟାର ସେଣ୍ଟରକୁ ବିରୋଧ କରି ରାସ୍ତାରେ ପଥର ଓ ବାଉଁଶବାଡ
କରୋନା ସଂକ୍ରମଣ ଭୟରେ କୋଭିଡ କୋୟାର ସେଂଟରରେ ବାଉଁଶ ବାଡ ପକାଇଲେ ଗ୍ରାମବାସୀ I ରାୟଗଡା ସଦର ବ୍ଲକ ତାଢମା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି I ଗାଁ ନିକଟରେ ଥିବା କୋଭିଡ ସେଂଟରକୁ ବିରୋଧ କରି...

















