ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ପୋଲିସ ଏଡିଜି
ବିଜେବି କଲେଜ ସାମ୍ବାଦିକତା ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେଜ ପକ୍ଷରୁ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସି ଏଡିଜି ଡଃ ସତ୍ୟଜିତ ମହାନ୍ତି...
ଅଲଗା ହେବ +୨ ଓ +୩
ଏଣିକି ଗୋଟିଏ କଲେଜରେ ଯୁକ୍ତ ୩ ସହ ରହିବନି ଯୁକ୍ତ ୨ । ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।...
ପିଆଜ ଦର ଆକାଶ ଛୁଆଁ
ପିଆଜ ଦରକୁ ନେଇ ଏବେ ଚିନ୍ତାଗ୍ରସ୍ତ ଲୋକେ । ଯେଉଁ ପିଆଜ ଦର ସପ୍ତାହେ ଆଗରୁ କିଲୋ ପିଛା ୨୦ରୁ ୨୫ ଟଙ୍କା ଥିଲା,ଏବେ ତାହା କିଲୋ ପିଛା ୩୫ଟଙ୍କା ଛୁଇଁଲାଣି । ଦର ହୁ ହୁ ହୋଇ ବଢୁଥିବା...
ଟ୍ରକ ଧକ୍କାରେ ଦୁଇ ମୃତ
ବାଲୁଗାଁ ୧୬ ନଂ ଜାତୀୟ ରାଜପଥ ବେଲପଡାଠାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ଅନ୍ୟ ଏକ ପଥର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ...
ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ କେସରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତୀ ମିଳିନାହିଁ । ସ୍ପେଶାଲ ଲିଭ୍ ପିଟିସନରେ ଶୁଣାଣୀ କରିବା ସମୟରେ ନ୍ୟାୟାଧୀଶ ଏନବୀ ରାମାନା ପି. ଚିଦାମ୍ବରମଙ୍କ ଯାଚିକାକୁ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ସମକ୍ଷ ଶୁଣାଣୀ...
ମଧ୍ୟାନ ଭୋଜନ ଖାଇ ଅସୁସ୍ଥ
ମଧ୍ୟାନ ଭୋଜନ ଖାଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ମଧ୍ୟାନ ଭୋଜନରେ ସେମାନେ ଭାତ,ଡାଲି ଓ ଭଜା ଖାଇଥିବା...
ବାହର ପଟୁ ତାଲା ମାରି ବିଧାୟକଙ୍କ ଗାଡି ଜାଳିଲେ..
ବିଧାୟକଙ୍କ ଗାଡି ଜାଳିଲେ ଦୁବୃର୍ତ୍ତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦୁଇଟି ୪ ଚକିଆ ଗୋଟିଏ ବାଇକ୍ ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି ।...
ଜଗଦଲପୁର ଓ ଜୁନାଗଡକୁ ପୃଥକ ଟ୍ରେନ୍
ରେଳଯାତ୍ରୀଙ୍କ ପାଇଁ ଖୁସୀ ଖବର । ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ...
ସଫା ହେଉଛି ମେଘନାଦଙ୍କ ସମ୍ମୁଖ
ଆଜି ସକାଳ ୬ଟାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପକ୍ରିୟା । ଶ୍ରୀ ମନ୍ଦିର ଚାରିପାଖ ଅର୍ଥାତ୍ ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣଧିନ କୋଠା ଗୁଡିକରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ...
ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍
ଖୋର୍ଦ୍ଧା ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ । ଦୁଇଟି ଡ୍ରେସ ଦୋକାନ ସଂମ୍ପୂର୍ଣ୍ଣ ଜଳି ଯାଇଥିବା ସୁଚନା ମିଳିଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଏକ ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଏବଂ ଆସବାବ ପତ୍ର...


















