ଟୁରିଷ୍ଟ କାର୍ ଧକ୍କାରେ ସାଇକେଲ ଆରୋହୀ ମୃତ
ପିପିଲି-କୋଣାର୍କ ରାସ୍ତାର ବେଗୁନିଆଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା . ଟୁରିଷ୍ଟ କାର୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ସୂଚନା ଅନୁସାରେ, ପାଟେଳିଆ ଗାଁର ରବିନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତି ସାଇକେଲରେ ବେଗୁନିଆ ଆସୁଥିଲେ....
ଆଜିଠୁ ଝାରସୁଗୁଡାରୁ ଉଡିବ ସ୍ପାଇସ ଜେଟ
ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡାରେ ଆଜିଠୁ ଆରମ୍ଭ ହେଉଛି ସ୍ପାଇସଜେଟ ଉଡାଣ. ଦେଶର ତିନୋଟି ସହରକୁ ଏହି ଉଡାଣ ସଂଯୋଗ କରିବ. ଝାରସୁଗୁଡାରୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ଏହା ଉଡାଣ କରିବ. 189 ସଂଖ୍ୟା ସିଟ...
ବିଜେପିରେ ମୋହନ-ଅର୍ଜୁନ
ଶନିବାର ବିଜେପିରେ ଯୋଗ ଦେଇଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଓ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା. ଶଙ୍ଖ ଛାଡି ସେମାନେ ପଦ୍ମରେ ମିଶିଛନ୍ତି. ତେବେ ପୁଅ ଅଭିମନ୍ୟୁକୁ ଟିକଟ ନ ମିଳିବାରୁ ସକାଳେ ବିଜେଡିରୁ ଇସ୍ତଫା...
ଘଷିପୁରାରୁ ଲଢିବେ ନିରଞ୍ଜନ !
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତିରେ ସେତିକି ଟ୍ୱିଷ୍ଟ ମଧ୍ୟ ଆସୁଛି. କାହାକୁ ଟିକଟ ମିଳୁନି ତ ଆଉ କିଏ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛି. ଏହି ପରିପ୍ରେକ୍ଷୀରେ ଶନିବାର କଂଗ୍ରେସ ପକ୍ଷରୁ ଏକ...
ଦୋକାନ ମାଲିକ ହେଉଛି କୁକୁର
କୌଣସି ବ୍ୟକ୍ତି ନୁହେଁ, ବରଂ ଜଣେ କୁକୁର ହେଉଛି ଦୋକାନ ମାଲିକ. କୁକୁରଟି ନିଜେ ଦୋକାନ ଖୋଲୁଛି ଏବଂ ନିଜେ ଦୋକାନ ବନ୍ଦ କରୁଛି. ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ହେଲେ ଏହା ସତ. ଜାପାନର ହୋକାଇଡୋରେ ଏଭଳି...
10 ଫୁଟ ଲମ୍ବର ବୋଡା ସାପ ଉଦ୍ଧାର
ମାଲକାନଗିରି ଜିଲ୍ଲାରେ ଏକ 10 ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇଛି. ମାଲକାନଗିରି ଦୈନିକ ବଜାର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି. ଶନିବାର ବଜାର ନିକଟରେ ସାପଟି ବୁଲୁଥିବା ସମୟରେ ହଠାତ ସାପ ଉପରେ ସ୍ଥାନୀୟ ଲୋକଙ୍କ ନଜର...
ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁନାଥ
ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରଘୁନାଥ। ତେବେ ଇସ୍ତଫା ପରେ ସେ ନିର୍ବାଚନ ଲଢିବା...
ଅବହେଳିତ ଅବସ୍ଥାରେ ଡାକ୍ତରଖାନା
ଅବହେଳିତ ଅବସ୍ଥାରେ ଚାଲୁଛି ଡାକ୍ତରଖାନା. କାଲିମେଳା ବ୍ଲକ ପେଟାଲ ଗାଁସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର. କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିଯୁକ୍ତ ହୋଇଥିଲେ ଜଣେ ଡାକ୍ତର, ଜଣେ ନର୍ସ, ଜଣେ ଫାର୍ମାଷିଷ୍ଟ ଓ ଜଣେ ଆଟେଣ୍ଡାଣ୍ଟ....
ମାଲକାନଗିରିରେ ପୁଣି ମାଓ ପୋଷ୍ଟର
ଛତିଶଗଡ ସୀମାନ୍ତରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. ନିର୍ବାଚନକୁ ବିରୋଧ କରି ସେମାନେ ଏହି ପୋଷ୍ଟର ଲଗାଇଛନ୍ତି. ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି ଲାଲବାହିନୀ ସେତିକି ସକ୍ରିୟ ହେଉଛନ୍ତି ଏବଂ ଭୋଟ ବର୍ଜନ ପାଇଁ ବାରମ୍ବାର...
ହାତ ଛାଡିଲେ ପ୍ରେମାନନ୍ଦ
ଶନିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ତଥା ସତ୍ୟବାଦୀ ପଞ୍ଚାୟତ ସମିତିର ଚେୟାରମ୍ୟାନ ପ୍ରେମାନନ୍ଦ ବେହେରା. ଟିକଟ ନପାଇବାରୁ ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି. ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା...









