32.8 C
Bhubaneswar
Wednesday, July 29, 2026
-Advertisement-

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ ପ୍ରଧାନ ଶିକ୍ଷକ

ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟୀ ଥାନା ଅଞ୍ଚଳରେ ଥିବା ଏକ ସେବାଶ୍ରମର ପ୍ରଧାନ ଶିକ୍ଷକ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ତାଙ୍କୁ ଚାକିରୀରୁ...

ଦାବି ପୂରଣ ନହେଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ:ଓମସା

ଭୁବନେଶ୍ୱର: ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦାବି ପୂରଣ ନେଇ କୌଣସି...

ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ...

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି...

ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କଲା ପୋଲିସ୍

ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୋଲିସ । ପୋଲିସ ଆଜି କାଳୁ ଚରଣ ପ୍ରଧାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ କେତେବେଳେ ଏବଂ କେମିତି ସୁଧୀରଙ୍କୁ ହତ୍ୟା କରାଯାଇଥିଲା ତାହାର...

ଦେଶରେ ଏବେବି ସକ୍ରିୟ ଅଛନ୍ତି ମାଓବାଦୀ

ଏବେବି ଦେଶରେ ସକ୍ରିୟ ଅଛନ୍ତି ମାଓବାଦୀ । ଜଣେ ଯୁବକଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିଛନ୍ତି ମାଓବାଦୀ । ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଅଧୀନ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି...

ହ୍ୱାଇଟ୍ ହାଉସ୍’ରେ ଗୁଳିକାଣ୍ଡ;ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ଆମେରିକାର ୱାଶିଂଟନ ହିଲଟନ ହୋଟେଲରେ ଆୟୋଜିତ ହ୍ୱାଇଟ୍ ହାଉସ୍ ପ୍ରତିନିଧିଙ୍କ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ୱାଶିଂଟନ...

ଦିଲ୍ଲୀ ବିମାନବନ୍ଦରରେ ଦୁର୍ଘଟଣା: ବିମାନର ଇଞ୍ଜିନରେ ଲାଗିଲା ନିଆଁ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ସ୍ୱିସ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ର ଫ୍ଲାଇଟ୍ LX147 ଟେକ୍-ଅଫ୍ ସମୟରେ ଖରାପ ହୋଇଯାଇଥିଲା, ଯାହା ପରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ତେବେ ପାଇଲଟଙ୍କ ସତର୍କତା...

ସମ୍ବଲପୁର ମହିଳା କଲେଜରେ ଅଶ୍ଳୀଳ ଟିପ୍ପଣୀ ଅଭିଯୋଗରେ ଅଧ୍ୟାପକଙ୍କ ବଦଳି

ସମ୍ବଲପୁର ମହିଳା କଲେଜର ଇଂରାଜୀ ଅଧ୍ୟାପକ ଡ଼ଃ ପିତାମ୍ବର ବେହେରାଙ୍କ ବିରୋଧରେ ଛାତ୍ରୀମାନେ ଅଶ୍ଳୀଳ ଟିପ୍ପଣୀ ଓ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଢେଙ୍କାନାଳ ଅଟୋନୋମସ୍ କଲେଜକୁ ବଦଳି କରାଯାଇଛି। ଛାତ୍ରୀମାନଙ୍କ ଅଭିଯୋଗ...

ତୁର୍କୀରୁ ଗିରଫ୍ ହେଲା ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ ଡୋଲା

ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ ଡୋଲାକୁ ତୁର୍କୀରେ କାବୁ କରାଯାଇଛି। ତୁର୍କୀର ଇସ୍ତାମ୍ବୁଲରେ ଏମ୍‌ଆଇଟି ଏବଂ ପୋଲିସର ମିଳିତ ଅଭିଯାନରେ ସଲିମ ଡୋଲାକୁ ଗିରଫ କରାଯାଇଛି। ସେ ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଜଣେ ଘନିଷ୍ଠ ସହଯୋଗୀ ବୋଲି...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...