29.4 C
Bhubaneswar
Saturday, August 1, 2026
-Advertisement-
video

ହାତୀର ଗଳିତ ଶବ ଉଦ୍ଧାର

ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଦୁଇଟି ମାଈ ହାତୀର ଗଳିତ ଶବ ଉଦ୍ଧାର କରିଛି କୁଲଡିହା ବନ ବିଭାଗ. ଗତକାଲି ହାତୀ ଦୁଇଟି ମରିପଡିଥିବା ଖବର ପାଇଥିଲା ବନ ବିଭାଗ. ପରେ ବୁଧବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ହାତୀର ପୋଷ୍ଟମଟର୍ମ...
video

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ. ଏଭଳି ଏକ ଦୃଶ୍ୟ ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ପାଡାଲପୁଟ ଗାଁରେ. ସୂଚନା ଅନୁସାରେ, ସେହି ଗାଁର ପଦ୍ମା ରୁଙ୍ଗୁଡା ଗର୍ଭବତୀ ଥିଲେ. ଗତକାଲି ତାଙ୍କର ଗର୍ଭ ଯନ୍ତ୍ରଣା...

ବୋଇଂ ବିମାନ ଉଡାଣ ଉପରେ ରୋକ ଲଗାଇଲା ଭାରତ

ଶେଷରେ ବୋଇଂ ବିମାନ 737 ମାକ୍ସ-8ର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ. 6 ମାସ ଭିତରେ 737 ମାକ୍ସ-8ର ଦୁଇଟି ବିମାନ ଦୁର୍ଘଟଣା ପରେ ଏବେ ସାରା ଭାରତରେ ଏହା ଚିନ୍ତାର ବିଷୟ ପାଲଟିଛି. ଇଥୋପିଆରେ 737 ମାକ୍ସର...

ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ମାଓବାଦୀଙ୍କ ଚକ୍ରାନ୍ତ ଏବେ ଆରମ୍ଭ ହୋଇସାରିଛି. କନ୍ଧମାଳ ଜିଲ୍ଲା ପରମପାଙ୍ଗୀ ସୁକୁଙ୍ଗିଆ ଛକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର. ବିଭିନ୍ନ ପ୍ରକାର ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର...

ପୋଲିସକୁ ଦେଖି ବର ଚମ୍ପଟ

ବାହା ହେବାକୁ ଯାଉଥିବା ବର ପୋଲିସକୁ ଦେଖି ଛୁ. ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ. ଏହା ଶୁଣି ଆପଣ ଭାବୁଥିବେ ଯେ, ପୋଲିସକୁ ଦେଖି ବର କଣ ପାଇଁ ଚମ୍ପଟ ମାରିଲା. ଏହା...
video

ପଦ୍ମ ପୋଖରୀକୁ ଡେଇଁଲେ ବାବୁ

ଦୁଇଦିନ ତଳେ ବିଜେଡି ଛାଡିଥିବା ଯୁବନେତା ବାବୁ ସିଂଙ୍କୁ ବିଜେପି ଭବ୍ୟ ସ୍ବାଗତ କରିଛି. ବାବୁଙ୍କୁ ସ୍ବାଗତ କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଶତାଧିକ ସମର୍ଥକଙ୍କ ସହ ଆସି ବାବୁ ଦଳର ଛାମୁଆ...

କେଉଁ ଦିଗ ପ୍ରତି ସଚେତନ ରହିବେ ପ୍ରାର୍ଥୀ

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ...
video

ଟିକେଟ ନେଇ ଆଶଙ୍କାରେ କ୍ୟାପଟେନ ?

ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା. କିଏ ଟିକଟ ପାଇବ, କିଏ ବାଦ ପଡିବ, ତାକୁ ନେଇ ଚାଲିଛି ଚର୍ଚ୍ଚା. ଜୁନାଗଡ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଟିକେଟ କଟିବା ଆଶଙ୍କାରେ ତାଙ୍କ ସମର୍ଥକମାନେ ଏବେ ଏକଜୁଟ ହୋଇଛନ୍ତି. ନିର୍ବାଚନ...
video

ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ବିଡିଓ ରାମ ଦାସ ଟୁଡୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା.  ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସୁଶ୍ରୀତା ଟୁଡୁ, ଆଇଆଇସି ନଳିନୀ ମୋଦି,...

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ. ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି. ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ଅଲାରପୁର ରୋକଟ ଅଞ୍ଚଳରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...