ପ୍ୟାନକାର୍ଡ ତଥ୍ୟ ଦେଉନାହାନ୍ତି ୭ ସାଂସଦ, ୧୯୯ ବିଧାୟକ,ତାଲିକାରେ ଓଡିଶାରୁ ୨ ସାଂସଦ
ନୂଆଦିଲ୍ଲୀ(ଏଜେନ୍ସି): ଦେଶର ମୋଟ୍ ୫୪୨ ଲୋକସଭା ସାଂସଦ ଏବଂ ୪ଠ୮୬ଜଣ ବିଧାୟକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ ସାଂସଦ ଏବଂ ୧୯୯ଜଣ ବିଧାୟକ ନିଜ ପ୍ୟାନକାର୍ଡ ସମ୍ପର୍କୀତ ବିବରଣୀ ସରକାରୀ ଦସ୍ତାବିଜ୍ ଭାବେ ପ୍ରଦାନ କରିନାହାନ୍ତି । ନିର୍ବାଚନ ସମୟରେ...
ଅବସରପ୍ରାପ୍ତ ସେନା କର୍ମୀଙ୍କ ସହ ରାହୁଲଙ୍କ ଆଲୋଚନା:କ୍ଷମତାକୁ ଆସିଲେ ଓଆରଓପି ପ୍ରତିଶ୍ରୁତି ପୂରଣ କରିବୁ
ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଯଦି କ୍ଷମତାକୁ ଆସିବାରେ ସଫଳ ହୁଏ, ତେବେ ଆପଣଙ୍କ ପ୍ରତି କରାଯାଇଥିବା ଓଆରଓପି ପ୍ରତିଶ୍ରୁତିକୁ ଶତପ୍ରତିଶତ ନିଶ୍ଚିତ ପୂରଣ କରିବ । ଏହି ଯୋଜନାରେ ଯାହା କିଛି ବି ଛୋଟବଡ ସମସ୍ୟା ବା...
୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା
ସୋମବାର ଭଦ୍ରକ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ, ଦୋକାନବଜାର ଓ ବସ ଚଳାଚଲ ବନ୍ଦ ରହିଛି । ଜିଲ୍ଲାରେ ସରକାରୀ ମେଡିକାଲ କଲେଜ...
କଳାହାଣ୍ଡିର ବୁଢାରାଜାଙ୍କ ପ୍ରସିଦ୍ଧ ଲାଠି ଯାତ୍ରା
ଢୋଲ,ଘଣ୍ଟ ଓ ଘୁମୁରାର ଧୋନ୍ୱିରେ କମ୍ପିଉଠୁଛି ପରିବେଶ । ଆଶ୍ୱିନ ମାସରେ ସମସ୍ତ ଦେବାଦେବୀଙ୍କ ଯାତ୍ରା ଶେଷରେ କଳାହାଣ୍ଡିର ଆମପାଣି ରେ ବୁଢାରାଜାଙ୍କ ପ୍ରସିଦ୍ଧ ଲାଠି ବା ଦଶରା ଯାତ୍ରା ଅନୁଷ୍ଠିତ ହୋଇଛି । କାର୍ତିକ ମାସର ପ୍ରଥମ ଶନିବାର...
ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ରୂପରେ ମହିଳା କନେଷ୍ଟବଳ
ଯେପରି ରାଣୀ ଲକ୍ଷ୍ମୀବାଈ ପୌଷ୍ୟ ସନ୍ତାନଙ୍କୁ ପିଠିରେ ବାନ୍ଧୀ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଥିଲେ ଠିକ୍ ସେହିପରି ଝାନ୍ସିର ଏକ ଥାନାରେ ଅର୍ଚ୍ଚନା ଜୟନ୍ତ ନାମକ ଜଣେ ମହିଳା କନେଷ୍ଟବଳ ଏକା ସମୟରେ ନିଜ ଛୁଆ ସମ୍ଭାଳୁଥିବା ବେଳେ ଅନ୍ୟପଟେ ସଚୋଟ୍ଟର ସହ...
ଏକାଠି ଚା ପିଇଲେ ମନମୋହନ ଓ ସୋନିଆ !ଭିଡିଓ ହେଲା ଭାଇରାଲ
କିଛି ବର୍ଷ ପରେ ଏକାଠି ନଜର ଆସିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ. ଆଉ ଏକାଠି ହୋଇ କଥା ହେବା ସହ ଚାହା ବିସ୍କୁଟର ବି ମଜା ନେଉଛନ୍ତି ।...
ରାସ୍ତା ଗୋଟିଏ, କାମ ଗୋଟିଏ : ଅନୁଦାନ ଦୁଇଟା
କଟକ ମହାନଗର ନିଗମର ଓ୍ବାର୍ଡ ନମ୍ବର ୫୨. ସ୍ଥାନ ଅରବିନ୍ଦ ନଗର. ଲୋକଙ୍କ ଅଭିଯୋଗ ହେଉଛି, ରାସ୍ତା ଗୋଟିଏ, କାମ ଗୋଟିଏ, କିନ୍ତୁ ଦୁଇ ଦୁଇଟି ସରକାରୀ ସଂସ୍ଥା ଏଥିପାଇଁ ଅର୍ଥ ମଂଜୁର କରିଛନ୍ତି. କଟକ ମହାନଗର ନିଗମ ୨...
୨ଦିନିଆ ରିମାଣ୍ଡ ପରେ କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତ ହାଜର
କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତ ଆୟାର ହାଜର ହୋଇଛନ୍ତି । ୨ଦିନିଆ ରିମାଣ୍ଡ ପରେ କଡା ସୁରକ୍ଷା ଭିତରେ ଅଭିଜିତଙ୍କୁ ଆଜି ହାଜର କରାଯାଇଛି । କୋଣାର୍କ ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ଓ ବିବାଦୀୟ ଭିଡିଓକୁ ନେଇ ପୋଲିସ...
ସୁପ୍ରିମକୋର୍ଟରେ ରାଫେଲ ତଥ୍ୟ ରଖିଲେ କେନ୍ଦ୍ର ସରକାର
ରାଫେଲ ଚୁକ୍ତିକୁ ନେଇ ବିବାଦ ଘେରକୁ ଆସିଥିବା କେନ୍ଦ୍ର ସରକାର ଶନିବାର ସମସ୍ତ ଦସ୍ତାବିଜ୍ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ସଞ୍ଜୟ କିଶନ ଓ ଜଷ୍ଟିସ୍ ଏମ୍ ଜୋଶେଙ୍କୁ ନେଇ ଗଠିତ ୩ ଜଣିଆ...
ସିଏମସି : ବିକାଶମୂଳକ କାର୍ଯ୍ୟରେ ଏକ ନମ୍ବର ଓ୍ବାର୍ଡର ସଫଳତା
କଟକ ମହାନଗର ନିଗମର ଏକ ନମ୍ବର ଓ୍ବାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ମଧୁବାବୁ ପେନସନ ଯୋଜନାରେ ଭତ୍ତା ଏବଂ ରାସନ କାର୍ଡ ବଣ୍ମନ କରାଯାଇଛି. ଏହି ଅବସରରେ ଏକ ନମ୍ବର ଓ୍ବାର୍ଡର କର୍ପୋରେଟର ଚିତ୍ତ ରଂଜନ ଦାସଙ୍କ ଅଧ୍ୟକ୍ଷତାରେ...








