ଇଣ୍ଟରନେଟ୍ ସେବା ବନ୍ଦ ଭାରତକୁ ପ୍ରଭାବିତ କରିବନି
ଶୁକ୍ରବାର ଇଣ୍ଟରନେଟ୍ ସେବା ବନ୍ଦ ହେବା ଖବର ପ୍ରଚାର ହେବା ପରେ ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସରକାର କହିଛନ୍ତି । ଜଣେ ବରିଷ୍ଠ ସାଇବର ସିକ୍ୟୁରିଟି ଅଧିକାରି ଏହି ସୂଚନା ଦେଇଛନ୍ତି । ପ୍ରଚାର...
#MeToo ମାମଲାର ବିଚାର ପାଇଁ ଗଠନ ହେବ କମିଟି
ଯୌନ ଉତ୍ପୀଡନ ମାମଲା ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଲିଉଡ୍ ଓ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି. ତେବେ ଏହା ଉପରେ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ମେନକା...
ତିତଲି ମୁକାବିଲା ପ୍ରସ୍ତୁତିରେ ସରକାର ବିଫଳ: ବିଜେପି
ବାତ୍ୟା ଓ ଲଗାଣ ବର୍ଷା ନେଇ ପାଣିପାଗ ବିଭାଗ ସ୍ପଷ୍ଟ ପୂର୍ବାନୁମାନ ସତ୍ତ୍ୱେ ତିତଲିର ମୁକାବୁଲା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ହୋଇପଡିଛି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।...
ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ପୂଜା ଛୁଟି ବାତିଲ
ରାଜ୍ୟ ସରକାର ଆଗାମୀ ଦୁର୍ଗାପୂଜା ପାଇଁ କିଛି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ଶୁକ୍ରବାର ଛୁଟି ବାତିଲ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି...
ପୃଥିବୀକୁ ବଞ୍ଚାଇବାକୁ ହେଲେ ହେବାକୁ ପଡିବ ଶାକାହାରୀ
ବ୍ରି଼ଟେନ୍ ବୈଜ୍ଞାନିକ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ରୀନ୍ ହାଉସରୁ ନିଃସରଣ ହେଉଥିବା ଗ୍ୟାସକୁ ଯଦି ପୃଥିବୀ ପୃଷ୍ଠରେ ଥିବା ସମସ୍ୟା ସହିତ ସାମ୍ନା କରିବାକୁ ହୁଏ, ତାହାଲେ ମାଂସାହାରୀ ଥିବା ଲୋକଙ୍କୁ ଶାକାହାରୀ ଆପଣେଇବାକୁ ପଡିବ. Options...
ମର୍ମନ୍ତୁଦ ସଡକ ଦୁର୍ଘଟଣା
ଭଞ୍ଜନଗର ବାଇପାସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ପାଖରେ ଥିବା ବୋମା ଫାଟି ୩ ଜଣ ଆହତ ହୋଇଛନ୍ତି । ବାଇକ୍ ଆରୋହୀଙ୍କଠାରୁ ୨ଟି ବନ୍ଧୁକ ,...
48 ଘଣ୍ଟା ମଧ୍ୟରେ ବନ୍ଦ ହେବ ଇଣ୍ଟରନେଟ୍ ସେବା
ବର୍ତ୍ତମାନ ସମୟରେ ସମସ୍ତେ ନିଜ କାମରେ ବ୍ୟସ୍ତ ରହୁଥିବା ବେଳେ ସେମାନଙ୍କ ପ୍ରାୟ ସମସ୍ତ କାମକୁ ଇଣ୍ଟରନେଟ୍ ଦ୍ୱାରା ହିଁ ସଂପାଦନ କରିଥାନ୍ତି. କହିବାକୁ ଗଲେ ସମସ୍ତ କାମ ସମୁଦାୟ ଉପରେ ଇଣ୍ଟରନେଟ୍ ଉପରେ ହିଁ ନିର୍ଭରଶୀଳ. ଯାହା ଦ୍ୱାରା...
ଫ୍ୟୁଜ୍ ହେଲା ‘ଉଜ୍ୱଳା’ ଯୋଜନା
କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନା ଫେଲ୍ ମାରିଛି ଏବଂ ଦେଶର ବିଭିନ୍ନ କେନ୍ଦ୍ରରେ ଏଲଇଡି ବଲ୍ବ ମିଳିବା ସଂପୂର୍ଣ୍ଣରୂପେ ବନ୍ଦ ହୋଇଯାଇଛି. ଇଇଏସଏଲ କମ୍ପାନୀ ପବ୍ଲିକଙ୍କୁ ପାଖାପାଖି 1 କୋଟି 36 ଲକ୍ଷ 3 ହଜାର...
କାନ୍ଥକୁ ଧକ୍କା ଦେଲା ଏୟାର ଇଣ୍ଡିଆ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ତାମିଲନାଡୁର ତ୍ରିଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି. ଘଟଣାକ୍ରମେ ରାତି 1.30ରେ ତ୍ରିଚିରୁ ଦୁବାଇ ଅଭିମୁଖେ 136 ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଭାଗ୍ୟବଶତଃ ବିମାନ ପରିସରରେ...
‘ତିତ୍ଲି’ରେ ଆନ୍ଧ୍ରରେ ୮ଜଣଙ୍କ ମୃତ୍ୟୁ
ବାତ୍ୟା ‘ତିତ୍ଲି’ର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗମୁହାଁ ହୋଇଛି। ‘ତିତ୍ଲି’ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ର ପ୍ରଦେଶ। ପ୍ରଥମେ ଏହା ସ୍ଥଳଭାଗ ଛୁଇଁବା ବେଳକୁ ଏଠାରେ ୧୪୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ...








