ଲେଖାଶ୍ରୀଙ୍କ ସ୍ମରଣଶକ୍ତି ହ୍ରାସ !
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ସହିଦ ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । । ଏହି ଘଟଣାରେ ସାରା ରାଜ୍ୟ ଶୋକ ପାଳୁଥିବାବେଳେ ବିଜେପି ବିଜେଡି ମଧ୍ୟରେ ଆରମ୍ଭ...
ଡ୍ୟୁଟିକୁ ଯିବାରୁ ଆତ୍ମହତ୍ୟା କଲେ ସୈନିକଙ୍କ ପତ୍ନୀ
ଗୁଜୁରାଟର ଦେବଭୂମି ଖମ୍ବାଳିଆ ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, ଭୂପିନ୍ଦର ସିଂ ଜେଠୱା ନାମକ ଜଣେ ଯବାନ କିଛି ଦିନ ପୂର୍ବେ ଘରକୁ ବୁଲିବାକୁ ଆସିଥିଲେ. କିଛିଦିନ ରହିବା ପରେ ପୁଣି...
ଷ୍ଟାମ୍ପଭେଣ୍ଡର ମହାସଂଘର ଦାବିପତ୍ର
ସରକାରଙ୍କୁ ଷ୍ଟାମ୍ପଭେଣ୍ଡର ମହାସଂଘର ଦାବିପତ୍ର. କିଛିଦିନ ପୂର୍ବେ ନନ ଜୁଡିସିଆଲ ଷ୍ଟାମ୍ପ କ୍ରୟ କିମ୍ବା ବିକ୍ରୟ ପାଇଁ ଷ୍ଟାମ୍ପଭେଣ୍ଡରମାନଙ୍କୁ ଦିଆଯାଇଥିବା କ୍ଷମତା ମଧ୍ୟରେ ଇ.ଷ୍ଟାମ୍ପ ବିକ୍ରି ବନ୍ଦ କରିବା ପାଇଁ ମହାସଂଘ ଦାବି କରିଥିଲା. ରାଜସ୍ୱମନ୍ତ୍ରୀ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱମୂଲ୍ୟର...
ବାସକୁ ଅପେକ୍ଷା
ଗତ କିଛି ମାସ ପୂର୍ବେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱ କପ୍. ଏ ନେଇ ସରକାର ସମସ୍ତ ଆୟୋଜନରେ ଲାଗିପଡିଥିଲେ. ସାରା ରାଜଧାନୀ ନୂଆ ରୂପ ରଙ୍ଗରେ ଝଲସି ଉଠିଥିଲା. ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମ କଡରେ ଥିବା...
ଆଶାକର୍ମୀଙ୍କ ବିକ୍ଷୋଭ
ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାକର୍ମୀ. ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆଶାକର୍ମୀମାନେ ଆନ୍ଦୋଳନ କରିଛନ୍ତି. 11 ଦଫା ଦାବି ନେଇ ସେମାନେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ. ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ...
ପାକିସ୍ତାନକୁ ମିଳିବ କଡା ଜବାବ
ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଯବାନ ସହିଦ ହୋଇଥିଲେ. ଏହାକୁ ନେଇ ସାରାଦେଶ ସ୍ତବ୍ଧ ହୋଇଥିବା ବେଳେ ସୋମବାର ପୁଣି 4 ଜଣ ଯବାନ ଆତଙ୍କବାଦୀ ଗୁଳିରେ ସହିଦ ହୋଇଛନ୍ତି. ଏହାକୁ ନେଇ ସାରାଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି....
ମୁସଲିମ ଆସୋସିଏସନର ନିନ୍ଦା
ଝୁରୁଛି ଦେଶ, କାନ୍ଦୁଛି ମାଟି । ଖାଲି ହିନ୍ଦୁ ନୁହେଁ ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ରାୟଗଡା ମୁସଲିମ ଆସୋସିଏସନ । ସହିଦ ଯବାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ମସଜିଦ୍ରେ ସମୂହ ନମାଜ ପାଠ କରିଛନ୍ତି...
କଂଗ୍ରେସରେ ଯୋଗଦେଲେ କୀର୍ତ୍ତି ଆଜାଦ୍
ବିଜେପିରୁ ବହୁ ସମୟ ଧରି ନିଲମ୍ବିତ ଥିବା ସାଂସଦ କୀର୍ତ୍ତି ଆଜାଦ୍ କଂଗ୍ରେସ ରେ ଯୋଗଦେଲେ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିିିତିରେ ସେ ଯୋଗ ଦେଇଛନ୍ତି । ଡିସେମ୍ବର ୨୩ ୨୦୧୫ ରେ ବିଜେପିରୁ ନିଲମ୍ବିତ ହୋଇଥିଲେ...
କାଜୁ ଅପରାଧୀଙ୍କୁ ଛାଡିଦେଲା ପୋଲିସ
ଚୋରି କାଜୁ କିଣିଥିବା କିଛି ଅପରାଧୀଙ୍କୁ ଛାଡି ଦେଇଛି ପୋଲିସ. ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ. ସୂଚନା ଅନୁସାରେ, ଗତକାଲି କୋରାପୁଟ ସହରର ଜ୍ୟୋତି ମିଲ୍ ପଛପଟେ 5 ଜଣ ଯୁବକ ଏକ ବଡ ଧରଣର ଡକାୟତି...
ଦୁବାଇରେ ପୁଲଓାମା ପ୍ରତିକ୍ରିୟା
ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଜଣ ଯବାନ ସହିଦ ହେବା ଘଟଣା ନେଇ ପ୍ରବାସୀ ଭାରତୀୟ ଶୋକ ପ୍ରକାଶ କରିଛନ୍ତି. ଦୁବାଇସ୍ଥିତ ପ୍ରବାସୀ ଭାରତୀୟମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମହମବତୀ ଲଗାଇ ବୀର ଯବାନଙ୍କ ଆତ୍ମାର ସଦଗତି...



















