ଅଧାରେ ରହିଗଲା ଜଗା ଦର୍ଶନ
ଅଧାରେ ରହିଗଲା କାଳିଆ ଦର୍ଶନ । ପୁରୀ ଯାତ୍ରା ହୋଇଗଲା ଶେଷ ଯାତ୍ରା । ଦୁରଦୂରାନ୍ତରୁ କାଳିଆ ଦର୍ଶନ ପାଇଁ ଧାଇଁଆସୁଛନ୍ତି ଭକ୍ତ । ହେଲେ ଅଧାରେ ରହିଯାଉଛି ଦର୍ଶନ । ଉତ୍ତରପ୍ରଦେଶରୁ ପ୍ରାୟ ୬୦ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀଙ୍କୁ...
ପୁରୀ ହିଂସାକାଣ୍ଡ : ୫ ପୋଲିସ ନିଲମ୍ବିତ, ଗଣ୍ଡଗୋଳରେ ସାମିଲ ଥିଲେ ନେତା ଓ ସେବାୟତ
ପୁରୀରେ ଧାଡି ଦର୍ଶନକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୋଲିସ ନିଲମ୍ବିତ ହୋଇଛନ୍ତି । ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ...
ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହେଲେ ମହିଳା,ମୋବାଇଲ୍ ଲାଇଟରେ ହେଲା ଚିକିତ୍ସା
ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ହେଲେ ଅପରାଧ ଭିଆଇଥିବା ଅଭିଯୁକ୍ତର ପତ୍ତା ପାଇନି ପୋଲିସ । ଘଟଣାଟି ଘଟିଛି କେନ୍ଦୁଝର...
ଟେଷ୍ଟରେ ଭାରତର ସବୁଠୁ ବଡ ବିଜୟ
ଘରୋଇ ମାଟିରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଦୁର୍ବଳ ଓ୍ଵେଷ୍ଟଇଣ୍ଡିଜକୁ ଇନିଂସ ଓ 272 ରନରେ ପରାସ୍ତ କରିଛି. ଏଥିସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ରେ ଆଗୁଆ ରହିଛି. 468 ରନ ପଛରେ...
‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ ରେ ଯୋଗ ଦେବେ ବିଦେଶୀ ପ୍ରତିନିଧି
ଭୁବନେଶ୍ୱରଠାରେ ନଭେମ୍ବର 11 ଠାରୁ 5 ଦିନ ଧରି ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡିଶା କନକ୍ଲେଭ୍. ଏହି କନକ୍ଲେଭ୍ ରେ ଯୋଗ ଦେବେ ବିଭିନ୍ନ ଦେଶର 60 ଜଣ ପ୍ରତିନିଧି. ଯାହା ମଧ୍ୟରେ ସାମିଲ ରହିଛି ଚାଇନା,...
ବରିଷ୍ଠ ନାଗରିକଙ୍କୁ ନେଇ ଗଡିଲା ତୀର୍ଥଯାତ୍ରୀ ଟ୍ରେନ
ବାଲେଶ୍ୱରରୁ ଉଦଘାଟିତ ହେଲା ସପ୍ତମ ତୀର୍ଥଯାତ୍ରୀ ଟ୍ରେନ । ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରାଇବ ଏହି ଟ୍ରେନ । ଭିଡିଓ କନଫରେନ୍ସିଂ ଜରିଆରେ ସଚ୍ଚିବାଳୟରୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟ୍ରେନ...
ଇତିହାସ ଫର୍ଦ୍ଦରେ ଛୁକ୍-ଛୁକ୍ ଗାଡି
କାହିଁ କେତେ ଶତାବ୍ଦୀରୁ ପ୍ରତ୍ୟେକ ଘଟଣାର ମୂକ ସାକ୍ଷୀ ହୋଇ ରହିଥିବା ଛୁକ୍-ଛୁକ୍ ଗାଡି ଶେଷରେ ଇତିହାସ ଫର୍ଦ୍ଦରେ ସବୁଦିନ ପାଇଁ ଯୋଡି ହେବାକୁ ଯାଉଛି. ଛତିଶଗଡ଼ର ରାଜଧାନୀ ରାୟପୁରରେ 1900 ମସିହାରେ ଆରମ୍ଭ ହୋଇଥିଲା ଏହି ଛୁକ୍-ଛୁକ୍ ଗାଡି....
କମିଲା ତେଲ ଦର,ବଢିଲା ରାଜନୀତି
ତେଲରୁ ଭାଟ କମାଇବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମାଷ୍ଟର କ୍ୟାଣ୍ଟିନରେ ଭଜପା ଦଳର କର୍ମୀମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । କହିବାକୁ ଗଲେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଟାର୍ଗେଟ କରିଛନ୍ତି...
କନିଷ୍ଠ ଖେଳାଳୀ ଭାବେ ଇତିହାସ ରଚିଥିବା ପୃଥ୍ୱୀଙ୍କ ଜୀବନୀ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଖେଳାଳୀ ପୃଥ୍ୱୀ ସ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ରେ ନିଜର ଯାଦୁରେ ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଛନ୍ତି. 18 ବର୍ଷର ଏହି ଯୁବ ଖେଳାଳୀ...
ଆପଣ ବୁଲିବାକୁ ଗଲେ ପୋଲିସ ଜଗିବ ଘର
ଘରୁ ଚୋରି ହେବା କ’ଣ ଆପଣଙ୍କ ନିଦ ଉଡାଇଦେଇଛି ? ଚୋରିହେବା ଭୟରେ କ’ଣ ଆପଣ କୁଆଡେ ବୁଲିବାକୁ ଯାଇପାରୁନାହାନ୍ତି,ନା ବୁଲିବାକୁ ଗଲେ ମଧ୍ୟ ଘରୁ ଚୋରି ହେବା ଚିନ୍ତା ଆପଣଙ୍କ ମନରେ ରହୁଛି ? ଯଦି ଏ ସବୁ...








