୧୨ ଯବାନ ସହିଦ
ଜମ୍ମୁ ଓ କାଶ୍ମୀର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଅପରାହ୍ନରେ ଏକ ବଡ଼ଧରଣ ଆତଙ୍କୀ ଆକ୍ରମଣ ଘଟିଛି। ଏଥିରେ ସିଆରପିଏଫର ୧୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ଵ ଯବାନ ଆହତ ହୋଇଛନ୍ତି। ଶ୍ରୀନଗର-ଜମ୍ମୁ ରାଜପଥରେ ସ୍ଥିତ ଅବନ୍ତିପୋରା...
ମାଓବାଦୀଙ୍କ ନୂଆ ରଣନୀତି
କେଉଁଠି ଭଙ୍ଗାରୁଜା ତ କେଉଁଠି ଜଳାପୋଡା. ଆଉ କେଉଁଠି ଲୋକଙ୍କୁ ଘରୁ ଡାକିନେଇ ହତ୍ୟା. ଏତେ ସବୁ କାଣ୍ଡ ପରେ ମାଓବାଦୀଙ୍କ ଏକ ଅଜବ ଦୃଶ୍ୟ ଏବେ ସାମ୍ନାକୁ ଆସିଛି. ଚାରିଆଡେ ଉନ୍ମତ୍ତ କାଣ୍ଡ ରଚାଉଥିବା ମାଓବାଦୀମାନେ ଏବେ ଏକ...
ରାତିତମାମ ଧାରଣା ଦେଲେ..
ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ ବାସଭବନ ଆଗରେ ରାତିତମାମ ଧାରଣା ଦେଲେ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ବାମୀ. ପୂର୍ବତନ ଆଇପିଏସ ଅଧିକାରୀ କିରଣ ବେଦୀ ପୁଡୁଚେରୀରେ ସବୁ ବାଇକ ଆରୋହୀଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ. କେନ୍ଦ୍ର ଶାସିତ ଅଞ୍ଚଳ...
କରୋଲବାଗ ପରେ ନାରାୟଣାରେ ନିଆଁ
ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ, କରୋଲବାଗରେ ହୋଇଥିବା ଅଗ୍ନିକାଣ୍ଡର ନିଆଁ ନ ଲିଭୁଣୁ ଗୁରୁବାର ପୁଣି ଏକ ବଡ ଧରଣର ଅଘଟଣ ଘଟିଯାଇଛି. ଦିଲ୍ଲୀର ନାରାୟଣାସ୍ଥିତ ଏକ କାଗଜ କାରଖାନାରେ ଅଗ୍ନିକାଣ୍ଡ ଘଟିଛି. ଫଳରେ ସଂପୂର୍ଣ୍ଣ କୋଠାରେ ନିଆଁ ଲାଗିଛି. କାଗଜ...
ଶିଳ୍ପଦ୍ୟୋଗୀଙ୍କ ଦିନିକିଆ କର୍ମଶାଳା
ରାୟଗଡାରେ ଶିଳ୍ପଦ୍ୟୋଗୀମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ପି.ଜେ ନାଥ ଯୋଗ ଦେଇ ଶିଳ୍ପଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ. ଏହି କର୍ଶାଳାରେ ଶିଳ୍ପ ସଂପର୍କିତ କାର୍ଯ୍ୟ ଉପରେ...
ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ
ଗୁରୁବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି. ମୁମ୍ବାଇରେ ଆୟୋଜିତ ସ୍ପୋର୍ଟ୍ସଷ୍ଟାର ଆୱାର୍ଡ କାର୍ଯ୍ୟକ୍ରମରେ ନବୀନ ଯୋଗ ଦେବେ ବୋଲି ସୂଚନା ମିଳିଛି. ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ...
12 ଘଣ୍ଟିଆ ବଣାଇ ବନ୍ଦ
ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ମାନ୍ୟତା ଦାବିରେ ବଣାଇ ବନ୍ଦ. ବଣାଇ କ୍ରିୟାନୁଷ୍ଠାନ କମିଟି 12 ଘଣ୍ଟିଆ ଏହି ବନ୍ଦ ଡାକରା ଦେଇଛି. ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି....
ତ୍ରିବେଣୀରେ ବୁଡ ପକାଇଲେ ଅମିତ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରୟାଗରାଜ କୁମ୍ଭରେ ବୁଡ ପକାଇଛନ୍ତି. ଅମିତଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବୁଧବାର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି. ଗଙ୍ଗାକୁ ପ୍ରଣାମ କରିବା ପରେ ଗଙ୍ଗା, ଯମୁନା ଓ ସରସ୍ୱତୀର...
ରାହୁଲଙ୍କ ବରଗଡ ଗସ୍ତ
ଫେବୃୟାରୀ ଶେଷ ସପ୍ତାହରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗତ ଦେଢମାସ ଭିତରେ ଏହା ହେଉଛି ରାହୁଲଙ୍କର ତୃତୀୟ ଗସ୍ତ । ଏଥରକ ରାହୁଲ ବରଗଡରେ ଆୟୋଜିତ ସମାବେଶରେ...
ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ
ବୁଧବାର ଅପରାହ୍ନ ସମୟରେ ଭୁବନେଶ୍ୱରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି. ସିଆରପି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଏହି ଅଗ୍ନିକାଣ୍ଡ ଘଟିଛି. ଫଳରେ ସେଠାରେ ଥିବା ଫଳ ଦୋକାନ ସଂପୂର୍ଣ୍ଣରୂପେ ପୋଡି ପାଉଁଶ ହୋଇଯାଇଛି. ସୂଚନା ଅନୁସାରେ, ଭେଣ୍ଡିଂ...



















