ଅଶାନ୍ତ ପୁରୀ ସହର: ବଡଦାଣ୍ଡରେ ୧୪୪ ଧାରା ଜାରି
ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡି ଦର୍ଶନ ବ୍ୟବସ୍ଥା । ପ୍ରଥମ ଦିନରେ ଏହାକୁ ସାମୟିକ ବିରୋଧ କରାଯାଇଥିବାବେଳେ ଜଗନ୍ନାଥ ସେନା ପକ୍ଷରୁ ୩ ତାରିଖ ଦିନ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ବୁଧବାର ତାର ଉଗ୍ରରୂପ...
କୋଲକାତା ମେଡିକାଲ କଲେଜରେ ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ହସ୍ପିଟାଲର ଫାର୍ମାସୀ ଡିପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ସୁଚନା ମିଳିନାହିଁ ।...
ଦାମ ଆରମ୍ଭ କଲେ ଗୁମର ଖୋଲା ଅଭିଯାନ
ଯାହା କୁହାଯାଉଥିଲା, ସେଇଆ ହେଲା. ଦାମୋଦର ରାଉତ ତାଙ୍କର ଅଭିଯାନ ଆରମ୍ଭ କରିଦେଲେ. ସରକାରଙ୍କ ଗୁମର ଖୋଲିବା ଅଭିଯାନ. ଆଜି ମାହାଙ୍ଗା ନୃତ୍ତାଙ୍ଗ ଅଞ୍ଚଳରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଖୁବ୍ ଗର୍ଜନ କରିଛନ୍ତି ଦାମ ବାବୁ. ମନ୍ତ୍ରୀମଣ୍ଡଳରେ ଥିବା...
ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ
ଓଡିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର, ବଲାଙ୍ଗିର, ସୁନ୍ଦରଗଡ, ବାଲେଶ୍ୱରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରଯାଇଛି । ନିଜସ୍ୱ ଯୋଜନାରେ...
ସ୍କୁଲ ଓ କଲେଜ ଶିକ୍ଷକଙ୍କ ବାର ଘଣ୍ଟିଆ ଅନଶନ
ସାରାଦେଶ ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରୁଥିବା ବେଳେ ବଲାଙ୍ଗୀର ସ୍କୁଲ ଓ କଲେଜର ଶିକ୍ଷକମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାର ଘଣ୍ଟିଆ ଅନଶନ କରିଛନ୍ତି. ଏହି ମଞ୍ଚ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଓ ବିଧାନସଭା...
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ନରସିଂହପୁର ନିଜିଗଡ ମା ପ୍ରଗଳା ମହାସଂଘର କର୍ମକର୍ତ୍ତା । କର୍ମକର୍ତ୍ତାମାନେ କାର୍ଯ୍ୟାଳୟକୁ ଯାଇଥିବାବେଳେ ଅରୁଣ ସିଂ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ...
ଗାନ୍ଧିଙ୍କୁ ମିଳିବ ଆମେରିକୀୟ ସଂସଦର ସର୍ବୋଚ୍ଚ ନାଗରିକ ସମ୍ମାନ
ମହାତ୍ମା ଗାନ୍ଧିଙ୍କୁ ଆମେରିକା ସଂସଦର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବ । ମହାତ୍ମାକୁ ମରୋଣତ୍ତର କଂଗ୍ରେସନାଲ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ଏନେଇ ୪ଜଣ ଆମେରିକା ମୂଳ ଭାରତୀୟ ଏବଂ ୬ରୁ ଅଧିକ ପ୍ରଭାବଶାଳୀ ସଦସ୍ୟ ଏକ...
ରାଜଧାନୀରେ ଗାନ୍ଧୀ ଜୟନ୍ତୀ ପାଳିତ
ରାଜଧାନୀ ଭୁବନେଶ୍ୱରରେ ପାଳନ ହୋଇଛି ୧୫୦ତମ ଗାନ୍ଧୀ ଜୟନ୍ତୀ । ବିଭିନ୍ନ ବର୍ଗର ଲୋକ ଏକତ୍ର ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ଫୁଲ ମାଳ ପିନେ୍ଧଇବା ସହ ଶାନ୍ତି ପଦଯାତ୍ରା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ଓଡିଶାର ୬ଟି...
ବିପୁଳ ପରିମାଣର ଦେଶୀ ମଦ ଜବତ
ବଲାଙ୍ଗୀରରେ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ. ଶ୍ରୀରାମ ନଗରରେ ଥିବା ଏସବିଆଇର ମୁଖ୍ୟ ବ୍ରାଞ୍ଚ ନିକଟରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ବିପୁଳ ପରିମାଣର ଦେଶୀମଦ ଜବତ କରିଛି. ଦେଶୀମଦ ଜବତ କରିବା ସହ ଜଣେ ମହିଳା...
18 ଦିନରେ ମଲେଣି 21 ସିଂହ
ଗୁଜୁରାଟର ଗିର୍ ଜଙ୍ଗଲରେ ସିଂହଙ୍କ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନଥିବା ବେଳେ ଏକ ସପ୍ତାହ ମଧ୍ୟରେ ଆଉ ଏକ ସିଂହର ମୃତ ଦେହ ଉଦ୍ଧାର କରାଯାଇଛି. ସମୁଦାୟ ଉପରେ 18 ଦିନରେ 21ଟି ସିଂହଙ୍କ ମୃତ୍ୟୁ ହୋଇଥିବା ସୂଚନା...









