ସିବିଆଇ ମୁଖ୍ୟାଳୟରେ ପହଁଞ୍ଚିଲେ ରାଜୀବ କୁମାର
ଶାରଦା ଚିଟଫଣ୍ଡ ମାମଲାରେ ଆଜି କୋଲକାତା ପୁଲିସ କମିଶନର ରାଜୀବ କୁମାର ଶିଲଙ୍ଗ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଁଞ୍ଚିଛନ୍ତି । ଘୋଟାଲା ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯିବ । କୁମାରଙ୍କ ସହ ଅନ୍ୟ ତିନି ଜଣ ଆଇପିଏସ ଅଧିକାରୀ ମଧ୍ୟ...
ମଦପିଇ ମରିଗଲେ ୩୮
ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦପିଇ ଶୁକ୍ରବାର ପ୍ରାୟ ୩୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର କୁଶିନଗର ଓ ସାହାରନପୁରରେ ୩୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସେମାନଙ୍କ ପରିବାରଙ୍କ...
ନିର୍ବାଚନମୁଖୀ ବଜେଟ !
ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଇବାରେ ଅସମର୍ଥ । କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟ ସରକାର ଚାଷୀ ଓ ଗ୍ରାମାଞ୍ଚଳର ଭୋଟର ମାନଙ୍କ ପାଇଁ ବଜେଟରେ ଯେଉଁ ବ୍ୟବସ୍ଥା କରିଛନ୍ତି ବୋଲି...
ଦ୍ଵିତୀୟ ଟି-୨୦ରେ ଭାରତର ବିଜୟ
ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ଵିତୀୟ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ପରାଜିତ କରିଛି ଭାରତ । ଭାରତର ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୧-୧ରେ ବରାବର ହୋଇଛି। ପ୍ରଥମେ ବ୍ୟାଟିଂ...
ହିରୋ ଗୋଲ୍ଡ କପ୍
ଶନିବାର ଠାରୁ କଳିଙ୍ଗରେ ଜମିବ ଫୁଟବଲ ଫାଇଟ୍ । ୪ଟି ଦେଶ ଇରାନ, ନେପାଳ, ମିଆଁମାର ଓ ଭାରତୀୟ ମହିଳା ଫୁଟବଲ ଟିମ୍ ସେମାନଙ୍କର ଶକ୍ତି ଦେଖାଇବେ । ୯ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯ଼ୋଗିତା ୧୫ ତାରିଖ...
ଚୌକିଦାର ଏବେ ଚୋର: ରାହୁଲ
ଚୌକୀଦାର ଏବେ ନିଜକୁ ଚୋର ପ୍ରମାଣିତ କରିଛନ୍ତି. ରାଫେଲ ଡିଲ୍ ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏମିତି ଭାଷାରେ ଆରୋପ ଲଗାଇଛନ୍ତି. ଦି ହିନ୍ଦୁରେ ପ୍ରକାଶିତ ତଥ୍ୟ ଆଧାରରେ ରାହୁଲ କହିଛନ୍ତି 2015ରେ...
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେପି ନେତା ଗୋଲକ ଓ ଭୃଗୁ
ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପିର ଦୁଇନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ଓଡିଶା ପୋଲିସ ସମନ ପଠାଇ ଥିବାବେଳେ ଦୁଇ ବିଜେପି ନେତା ଆଜି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି...
ଟ୍ରକ-ପିକଅପ ଭ୍ୟାନ ମୁହାମୁହିଁ ଧକ୍କା, ଜଣେ ମୃତ
ରାୟଗଡା ଖଳିଗୁଡା ନିକଟରେ ଦୁର୍ଘଟଣା . କାଠ ବୋଝେଇ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି. ପିକଅପ ଭ୍ୟାନର ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ଦୁଇଟି ଯାକ ଗାଡି ଭାଙ୍ଗିରୁଜି...
କଂଗ୍ରେସର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା କଂଗ୍ରେସ. ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ସଂସ୍ଥାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ. ପ୍ରଦେଶ କଂଗ୍ରେସ ପକ୍ଷରୁ...
ଜମ୍ମୁ-କାଶ୍ମୀରରେ ତୁଷାରପାତ
ଗୁରୁବାର କାଶ୍ମୀର ଘାଟିରେ ଆରମ୍ଭ ହୋଇଛି ତୁଷାରପାତ. ଏହାସହ ବର୍ଷା ମଧ୍ୟ ଆରମ୍ଭ ହୋଇଛି. ଫଳରେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି. ଅନ୍ୟପଟେ ଏକପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି. ଅନେକ ଜାଗାରେ ବିଜୁଳି ନଥିବା ବେଳେ...



















