25.1 C
Bhubaneswar
Saturday, October 31, 2026
-Advertisement-
video

ହାତରେ ଗରା, ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ

ରାୟଗଡାଜିଲ୍ଲା ପିତାମହଲ ପଞ୍ଚାୟତରେ ଉକôଟ ଜଳାଭାବ ଦେଖାଦେଇଛି । ଦୀର୍ଘବର୍ଷ ଧରି ଲାଗିରହିଥିବା ଉକôଟ ଜଳାଭାବକୁ ନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଜଳସମସ୍ୟାନେଇ ଅଭିଯୋଗ କରି ବିଫଳ ହେବାପରେ ଗ୍ରାମର ଶତାଧିକ ମହିଳା ହାତରେ ଗରା, ବାଲ୍ଟି ଧରି ପ୍ରଥମେ...

ନାମାଙ୍କନ ଦାଖଲ କଲେ ସାବିତ୍ରୀ

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ମଇଦାନକୁ ଓହ୍ଲାଇଛି । ଏନେଇ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପାଟକୁରାରେ ସାବିତ୍ରୀ...
video

ମୁକ୍ତ ଓ ଅବାଧ ଉପରେ ପ୍ରଶ୍ନବାଚୀ

୨୯ ତାରିଖରେ ଚତୁର୍ଥ ପର୍ୟ୍ୟାୟ ଭୋଟ ସହ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି. ମତଦାନ ବେଳେ କିଛି ଅସାଧୁ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି. ମାତ୍ର ଭୋଟ ସରିବା ପରେ...

ମଦ ନେଉଛି ମୁଣ୍ଡ, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

ବିଷାକ୍ତ ମଦ ପିଇ 6ମୃତ ଅନେକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟରେ । ପୀରହାଟ ଅଞ୍ଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ ଗ୍ରହଣ ଶେଷ ହେବା...

3 ନିର୍ବାଚନ ଅଧିକାରୀ ସସପେଣ୍ଡ୍

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ସୃଷ୍ଟି କରୁଥିଲେ ବାଧକ. ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ବଦଳରେ ନିର୍ଦ୍ଧିଷ୍ଟ ରାଜନୀତିକ ଦଳର ଏଜେଣ୍ଟ ସାଜିଥିବା ନିର୍ବାଚନ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି. ନିମାପଡାର 127 ନମ୍ବର ବୁଥରେ ଜଣେ ନିର୍ବାଚନ...

‘ଫନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ସାମୁଦ୍ରିକ ବାତ୍ୟା ‘ଫନି’ ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି. ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘ଫନି’ର ପ୍ରଭାବ ସଂପର୍କରେ ସମୀକ୍ଷା କରାଯାଇଥିଲା. ଓଡିଶା ଉପକୂଳରେ ‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି. ଏସଆରସି...

ଦୁଇ ତାରିଖରୁ ହୋଇପାରେ ‘ଫନି’ ବର୍ଷା

12 ଘଣ୍ଟା ମଧ୍ୟରେ ଭୀଷଣ ରୂପ ନେବ ଫନି.  ପାଣିପାଗ ବିଭାଗ ପକ୍ଷରୁ ଏହାକୁ ଅତି ଭୟଙ୍କର (ଭେରି ସିଭିଅର) ବାତ୍ୟା ବୋଲି କୁହାଯାଉଛି. ରବିବାର ସୁଦ୍ଧା ଫନି ଚେନ୍ନାଇ ଠାରୁ 1050 କିଲୋମିଟର ଏବଂ ମଛ୍ଚଲିପଟ୍ଟନମ ଠାରୁ 1230...
video

ଧନୀ ପ୍ରାର୍ଥୀରେ ବିଜେଡି ଓ ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ ବିଜେପି ଆଗରେ

କେଉଁ ପ୍ରାର୍ଥୀ କେତେ ଧନୀ. କେଉଁ ଦଳ ପାଖରେ ରହିଛନ୍ତି କେତେ ଧନୀ ପ୍ରାର୍ଥୀ. ସେହିପରି ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ କେଉଁ ଦଳର କେତେ ପ୍ରାର୍ଥୀ ରହିଛନ୍ତି. 1121 ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ବିସ୍ତୃତ ତଥ୍ୟ ପ୍ରକାଶ କରିଛି...
video

ନୀଳଗିରିରେ ଭୋଟ ପୂର୍ବରୁ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ସୋମବାର ନିର୍ବାଚନ ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି. ଶନିବାର ଦିନ ବାଲେଶ୍ୱର ବାରବାଟି ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ କାର୍ଯ୍ୟରେ ବାଲେଶ୍ୱରରୁ ନୀଳଗିରିର ଅଯୋଧ୍ୟା ହାଇସ୍କୁଲ ବୁଥ୍‌କୁ ଯାଉଥିଲେ. ବସ୍‌...
video

ବ୍ରହ୍ମଗିରିରେ ସିୟୁ ଗାୟବ : ଭୁଲ୍ ମାନିଲେ ସିଇଓ

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୬୨ ନମ୍ବର ବୁଥର କଣ୍ଟ୍ରୋଲ ୟୁନିଟ ଗାଏବ ଘଟଣାକୁ ସ୍ୱୀକାର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।  କଣ୍ଟ୍ରୋଲ ୟୁନିଟ  ହଜିବା ଘଟଣାକୁ ସିଇଓ ମାନିଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...