ସୁରକ୍ଷିତ ନୁହଁନ୍ତି ନାବାଳିକା
ଦିନକୁ ଦିନ ବଢିଚାଲିଛି ନାବାଳିକା ଦୁଷ୍କର୍ମ. ଏ ନେଇ ଦୋଷୀକୁ କଠୋର ଦଣ୍ଡ ମିଳୁ ନ ଥିବା ବେଳେ ଏହି ଅତ୍ୟାଚାର ଥମିବାର ନା ନେଉନାହିଁ. କନ୍ଧମାଳ ଜିଲ୍ଲା ବାଲିଗୁଡା ତୁମୁଡିବନ୍ଧ ବ୍ଲକରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା...
ଆରମ୍ଭ ହେଲା ଆଦିବାସୀ ମେଳା
ସବୁ ବର୍ଷ ଭଳି ଚଳି ବର୍ଷ ମଧ୍ୟ ଉଦଘାଟିତ ହୋଇଛି ଆଦିବାସ ମେଳା 2019. ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ମେଳାରେ ଆଦିବାସୀଙ୍କ ଜୀବନ ଧାରଣର ଶୈଳୀ, ଚିତ୍ରକଳା ଓ...
ସୁନ୍ଦରୀକୁ ଜଗିବେ ମହେନ୍ଦ୍ର ଓ ରାଜକୁମାର
ବାଘୁଣୀ ସୁନ୍ଦରୀ ବାରମ୍ବାର ଲୋକଙ୍କୁ ମାରି ଖାଉଥିବା ଅଭିଯୋଗ ଆସିବା ପରେ ବନ ବିଭାଗ ଏକ ନିଷ୍ପତ୍ତି ନେଇଛି. ସୁନ୍ଦରୀକୁ ନଜର ରଖିବା ପାଇଁ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଶିମିଳିପାଳରୁ ଅଣାଯାଇଛି ବୋଲି ବନ ବିଭାଗ...
ବାଲେଶ୍ୱରରେ ଗଣତନ୍ତ୍ର ଦିବସ ପାଳିତ
70ତମ ସାଧାରଣତନ୍ତ୍ର ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି. ବାଲେଶ୍ୱର ପୋଲିସ ପଡିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ଏହି ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ....
ଦାୟିତ୍ୱହିନତାର ପରିଣାମ
ଶନିବାର ସାରା ରାଜ୍ୟରେ 70ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି. ଏହି ଅବସରରେ କଳାହାଣ୍ଡିରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା. ମାତ୍ର ଶ୍ରୀ ଜେନା...
ପଦ୍ମ ନେବେନି ଗୀତା
ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟଖାନ କରିଛନ୍ତି ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା. ନିର୍ବାଚନ ବର୍ଷ ହୋଇଥିବାରୁ ଏହି ସମ୍ମାନ ଗ୍ରହଣ କଲେ ସର୍ବସାଧାରଣରେ ଭିନ୍ନ ବାର୍ତ୍ତା ଯିବ ବୋଲି କହିଛନ୍ତି ଗୀତା. ତେଣୁ ସେ...
ହସ୍ପିଟାଲରେ କମଳା ପୂଜାରୀ
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପାଇଁ ମନୋନୀତ ହୋଇଥିବା କମଳା ପୂଜାରୀ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଛନ୍ତି. ଫଳରେ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. କୃଷି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ...
ଗଣତନ୍ତ୍ର ଦିବସରେ ମାଓବାଦୀଙ୍କ ହାମଲା
ଶନିବାର ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଆତଙ୍କ ଖେଳାଇଛନ୍ତି. କାଶ୍ମୀର ଘାଟି ପୁଲୱାମାର ପମ୍ପୋର ଓ ଖାନମୋ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହାମଲା କରିଛନ୍ତି. ଫଳରେ 5 ଜଣ ସୁରକ୍ଷାକର୍ମୀ...
ନୀଳଗିରିରେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ପାଳିତ ହୋଇଯାଇଛି ଭୋଟର ଦିବସ. ଭୋଟର ଦିବସ ଉପଲକ୍ଷେ ଏଥିରେ ଉପସ୍ଥିତ ଥିବା ଲୋକଙ୍କୁ ଇଭିଏମ ଓ ଭିଭିପାଟ ବିଷୟରେ ଅବଗତ କରାଯାଇଥିଲା. ଇଭିଏମ ଓ ଭିଭିପାଟ ମାଧ୍ୟମରେ ଲୋକମାନେ କିପରି ଭୋଟ ଦେବେ...
33 ବର୍ଷ ପର୍ଯ୍ୟନ୍ତ ମାଗଣା ରେଳ ଯାତ୍ରା
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରେଳ କର୍ମଚାରୀଙ୍କ ପିଲା ଏବେ ବାହାରକୁ ଯାତ୍ରା କଲେ ମାଗଣାରେ ଯାତ୍ରା କରିପାରିବେ. ରେଳ ବିଭାଗରେ ଚାକିରୀ...









