ମାଗଣାରେ ମିଳିବ କୋଚିଂ
ଆଗାମୀ ୨୦୧୯ ଠାରୁ ଶିକ୍ଷାର୍ଥୀଙ୍କୁ ମିଳିବ ମାଗଣାରେ ଜେଇ ଓ ନିଟ୍ କୋଚିଂ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶରେ ୨, ୬୯୭ରୁ ଅଧିକ କେନ୍ଦ୍ରରେ ଏହି ସୁବିଧା ପ୍ରଦାନ କରାଯିବ । ଏହି କେନ୍ଦ୍ର ଗୁଡିକ...
ଓପେପା ଆକାଉଣ୍ଟ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ
ଓପେପା ଆକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଭିଜିଲାନ୍ସ ଦ୍ୱାରା ଗିରଫ । ନଳିନୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଏହି ରେଡ କରାଯାଇଛି । ଭୁବନେଶ୍ୱର...
କେରଳର 30ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କଲା ଏଚଡିଏଫସି ବ୍ୟାଙ୍କ
ନିଜସ୍ୱ ଅଞ୍ଚଳର ଏଚଡିଏଫସି ବ୍ୟାଙ୍କ ବନ୍ୟା ପୀଡ଼ିତ କେରଳର 30 ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ରାଜ୍ୟରେ ସହାୟତା ପାଇଁ 10 କୋଟି ଟଙ୍କା ରାଶି ପ୍ରଦାନ କରିଛନ୍ତି । ବ୍ୟାଙ୍କ ଆଜି ଏସଂପର୍କିତ ସୂଚନା...
ହ୍ୟାଣ୍ଡବ୍ୟାଗରୁ ୱାଲେଟ ଓ ମୋବାଇଲ ବାହାର କରିବେ ବିମାନ ଯାତ୍ରୀ
ବିମାନ ବନ୍ଦରରେ ଅଲଗା ଯାଞ୍ଚ କରାଇବା ପାଇଁ ବିମାନଯାତ୍ରୀମାନେ ଏବେ ସେମାନଙ୍କ ହ୍ୟାଣ୍ଡବ୍ୟାଗରୁ ୱାଲେଟ, ମୋବାଇଲ ଫୋନ,ଚାର୍ଜର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ବାହାର କରିବାକୁ ପଡିବ । ଆଗରୁ ଯାଞ୍ଚ ପାଇଁ କେବଳ ଲ୍ୟାପଟପ ଓ ଟାବଲେଟ...
ଶାହାଙ୍କୁ ସମନ: ସେପ୍ଟେମ୍ବର ୨୮ପୂର୍ବରୁ ହେବେ ହାଜର
ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ମିଶନକୁ ଲାଗିଛି ଶକ୍ତ ଝଟ୍କା । ଶାରଦା ଦୁର୍ନିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜିଙ୍କ ହାତ ଥିବା ନେଇ ସାହା ଦେଇଥିଲେ ମନ୍ତବ୍ୟ ।...
ପେଟରୁ ବାହାରିଲା 150 ଜିଆ !
ପେଟରେ 150ଟି ଜିଆ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ କଥା.ହେଲେ କଥାଟି ସତ.ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଉତ୍ତରପ୍ରଦେଶର ଚାନ୍ଦଉଳୀ ଜିଲ୍ଲାରେ ଦେଖିବାକୁ ମିଳିଛି. 22 ବର୍ଷର ନେହା ବେଗମ ନାମକ ଝିଅର ପେଟରେ 1 ମାସ ଧରି ବହୁ...
ମହିଳା ସାମ୍ବାଦିକାଙ୍କୁ ଗଳାକାଟି ହତ୍ୟା
ବାଲାଂଦେଶରେ ଜଣେ ମହିଳା ଜର୍ଣ୍ଣାଲିଷ୍ଟଙ୍କୁ କିଛି ଅଜଣା ଆକ୍ରମଣକାରୀ ଗଳାକାଟି ହତ୍ୟାକରିଛନ୍ତି । ତାଙ୍କ ନା ସୁବର୍ଣ୍ଣା ନୋଦୀ ବୋଲି ଜଣାପଡିଛି । ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ ମିନିଟରେ କିଛି ଲୋକ ତାଙ୍କ ଘରେ ବଳ ପୂର୍ବକ...
ତିନିଥର ଗୁଳି ବାଜିଲା ପରେ ବି ନକ୍ସଲ ଅଞ୍ଚଳରେ ପୋଷ୍ଟିଂ ପାଇଁ ଇଚ୍ଛା
ସାଧାରଣତଃ ପୋଲିସ ଅଫିସରମାନେ ବଦଳି କିମ୍ବା ପୋଷ୍ଟିଂ ପାଇଁ ନକ୍ସଲ ଅଞ୍ଚଳକୁ ଯିବା ପାଇଁ ଇଚ୍ଛା କରିନଥାନ୍ତି. ହେଲେ ଏମିତି ଜଣେ ଇନସପେକ୍ଟର ଯାହାଙ୍କ ଶରୀରରେ ନକ୍ସଲଙ୍କ ଦ୍ୱାରା ତିନିଥର ଗୁଳି ବାଜିଲା ପରେ ବି ନକ୍ସଲ ଅଞ୍ଚଳରେ ପୋଷ୍ଟି...
ଉତ୍ତରାଖଣ୍ଡରେ ଭୁସ୍କଳନ: ୩ମୃତ , ଉଦ୍ଧାର କାର୍ଯ୍ୟ ଜାରି
ଉତ୍ତରାଖଣ୍ଡର କୋଟ ଗ୍ରାମର ବୁଦା କେଦାର ଅଞ୍ଚଳରେ ଭୁସ୍କଳନ ଘଟି ତିନି ଜଣଙ୍କର ମୃତୁ୍ୟ ଘଟିଛି । ଏଥିରେ ୮ ଜଣ ଲୋକ ଏବେବି ଭଗ୍ନାଂବଶେଷ ତଳେ ଚାପି ହୋଇରହିଥିବା ସନେ୍ଦହ କରାଯାଉଛି । ଏସଡିଆରଏଫ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ...
ୟୁଏନ ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତ ହେଲେ ଓଡିଆ ଅର୍ଥନୀତିଜ୍ଞ ସତ୍ୟ ତ୍ରିପାଠୀ
ଓଡିଆ ଅର୍ଥନୀତିଜ୍ଞ ସତ୍ୟ ତ୍ରିପାଠୀଙ୍କୁ ଜାତିସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ସେ ନୁ୍ୟର୍କ ସ୍ଥିତ ଜାତିସଂଘ ପରିବେଶ କାର୍ଯ୍ୟାଳୟର ମୁଖ୍ୟଭାବେ ମଧ୍ୟ କାର୍ଯ୍ୟ କରିବେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ...








