ପଥରରେ ଛେଚି ନାବାଳକକୁ ହତ୍ୟା !
ମାଲକାନଗିରି ଜିଲ୍ଲାର ଖଇରାପୁଟ ବ୍ଲକର କଦମଗୁଡା ଗାଁରେ ଜଣେ 17 ବର୍ଷର ନାବାଳକକୁ ବିଳମ୍ବିତ ରାତିରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି. ତେବେ ମୃତକ ଜଣକ କଦମଗୁଡା ଗ୍ରାମର ଶିକ୍ଷକ ବୁଦ୍ଧଦେବ ଖିଲଙ୍କ ପୁଅ ପବିତ୍ର ଖିଲ...
ପଶ୍ଚିମ ଓଡିଶା ପାଇଁ ଆମ୍ବୁଲାନ୍ସ
ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୫ଟି ଆମ୍ବୁଲାନ୍ସକୁ ଲୋକାର୍ପଣ କରାଯାଇଛି । ଏହାକୁ ଯୋଜନା ଦକ୍ଷତା ବିକାଶ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଉଷା ଦେବୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ପତାକା ଦେଖାଇ...
ଏକତରଫା ପ୍ରେମରେ ବଳିପଡିଲା ନିରୀହ ଶିଶୁ
ଜଣେ 7 ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କରିବା ଅଭିଯୋଗରେ ପୋଲିସ ଦେବାଶିଷ ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କରିଛି. ତେବେ ମିଳିଥିବା ସୂଚନା ଅନୁସାରେ, ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା...
‘କାଳିଆ’କୁ ଟକ୍କର ଦେବ ମୋଦିଙ୍କ ନୂଆ ସ୍କିମ
ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଚାଷୀଙ୍କ କୋପରୁ ରକ୍ଷା ପାଇବା ପାଇଁ ମୋଦି ସରକାର କୃଷକଙ୍କ ପାଇଁ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି. ଅନ୍ୟପଟେ କୃଷକଙ୍କ ଆୟ ବଢାଇବା ପାଇଁ ବିଭିନ୍ନ ବିକଳ୍ପ ଉପରେ ବର୍ତ୍ତମାନ...
ସପ୍ତମ ବେତନକୁ ନେଇ କେନ୍ଦ୍ର ସରକାରଙ୍କ ଆଉ ଏକ ନିଷ୍ପତ୍ତି
ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କ ଠାରୁ ସହାୟତା ପ୍ରାପ୍ତ କରିଥିବା ଡିଗ୍ରୀ ସ୍ତରର ଟେକ୍ନିକାଲ ଉଚ୍ଚ ଶିକ୍ଷା ସଂସ୍ଥାର ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ସପ୍ତମ ବେତନ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି. ଏହା ମାଧ୍ୟମରେ କାର୍ଯ୍ୟ...
ଆସିବ 20 ଟଙ୍କିଆ କଏନ
20 ଟଙ୍କିଆ କଏନ ନା ନୋଟ ? କ'ଣ ଆସିବା ଦରକାର ? ଏଭଳି ଅନେକ ପ୍ରଶ୍ନ ପରେ ଶେଷରେ କ’ଣ ଆସିବ ତାହା ନିଷ୍ପତ୍ତି ହୋଇଛି. ଏବେ ନୋଟ ଜାଗାରେ ଆସିବ ନୂଆ କୋଡିଏ ଟଙ୍କିଆ କଏନ. କେବଳ...
କୁମ୍ଭମେଳାରେ ସ୍ନାନ କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ
ମଙ୍ଗଳବାରଠୁ ପ୍ରୟାଗରାଜ କୁମ୍ଭମେଳା ଆରମ୍ଭ ହୋଇଥିବା ବେଳେ ସେଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି. ଆଉ ଏହାରି ଭିତରେ ଗଙ୍ଗା ଜଳରେ ସ୍ନାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ. ସେ ଗଙ୍ଗା ଜଳରେ ବୁଡ ପକାଉଥିବାର ଏକ ଫଟୋ...
୨୦ ବସ୍ତା କଏନ ଜବତ
ବସ୍ ଉପରେ ଓ ଭିତରେ ଗଦା ହୋଇଛି ବସ୍ତା । ଆଉ ଏହି ବସ୍ତା ଭିତରେ ରହିଛି ଲକ୍ଷାଧିକ ଟଙ୍କାର ଖୁଚୁରା ପଇସା । ମଙ୍ଗଳବାର କୋଲକାତାରୁ ଏକ ବସରେ ଭୁବନେଶ୍ୱରକୁ ବସ୍ତା ବସ୍ତା ଖୁଚୁରା କଏନ୍ ଆସୁଥିବାବେଳେ ଜବତ...
ସେବାଶ୍ରମ ଯୌନ କେଳେଙ୍କାରୀର ପ୍ରତିବାଦ
କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ତାତିଲେ ପ୍ରଦେଶ ମହିଳା କଂଗ୍ରେସ । ବାରମ୍ବାର ସେବାଶ୍ରମ ସ୍କୁଲଗୁଡିକରେ ଯୌନ ବ୍ୟଭିଚାର ଘଟଣା ଘଟୁ ଥିବାରୁ ଏହାର ପ୍ରତିବାଦ କରିଛି ମହିଳା କଂଗ୍ରେସ. ମାଷ୍ଟରକାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମହିଳା...
୭ରେ ଆଗତ ହେବ ରାଜ୍ୟ ବଜେଟ
ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗାମୀ ଫେବ୍ରୁଆରି ୭ରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ । ନବୀନ ସରକାରଙ୍କ ୪ର୍ଥ ଇନିଂସରେ ଏହା ହେବ ଶେଷ ବଜେଟ । ବଜେଟ ଅଧିବେଶନ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ...


















