କାଠ ଫାଳିଆରେ ପିଟି ହତ୍ୟା, ଭାଇ ଭାଉଜ ଅଟକ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ଏହି ଗାଁର ପ୍ରଦିପ ମଲ୍ଲୀକ(୪୦) ନାମକ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଛି । ତାଙ୍କ ଶୋଇବା ଘରୁ ରକ୍ତ ଜୁଡୁ...
ଭୋଟ ପରିଚୟ ପତ୍ରରେ ସନ୍ନୀ ଲିଓନୀ, ହାତୀ, ହରିଣ ଓ ପାରାଙ୍କ ଫଟୋ
ଭାରତରେ ସବୁ କିଛି ସମ୍ଭବ. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପଶୁ, ପକ୍ଷୀଙ୍କ ନାଁରେ ଭୋଟ ପରିଚୟ ପତ୍ର ବାହାରିଛି. ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ. ଉତ୍ତରପ୍ରଦେଶର ବଳିଆ ନଗର ଭୋଟର ତାଲିକାରେ ଏଭଳି ଆଶ୍ଚର୍ଯ୍ୟକର କଥା...
ଫୋନରେ ସ୍ୱାମୀଙ୍କ ଟ୍ରିପଲ୍ ତଲାକ : ବିଷ ଖାଇ ଆତ୍ମହତ୍ୟା କଲେ ସ୍ତ୍ରୀ
ଏତେ ବାଦ ବିବାଦ ପରେ ନିଜର ଗୁରୁତ୍ୱ ହରାଇନି ଟ୍ରିପଲ୍ ତଲାକ୍ । ଏମିତି ଏକ ଘଟଣା ଯାହା ଆଜି ବି ସମାଜ ଆଗରେ ଅନେକ ପ୍ରଶ୍ନ ଉଠାଉଛି ।
ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଫୋନରେ ନିଜ ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ...
ଚା କିଲୋ 40 ହଜାର ଟଙ୍କା
ଭାରତରେ ଚା ର ମୂଲ୍ୟରେ ନୂଆ ନୂଆ ରେକର୍ଡ ତିଆରି ହେବା ଓ ଭାଙ୍ଗିବା ପରମ୍ପରା ଚାଲୁ ରହିଛି । ଏକ ମାସ ଭିତରେ ଓ୍ୱାର୍ଲ୍ଡ ରେକର୍ଡକୁ ଭାଙ୍ଗିଛି ଆଉ ଏକ ରେକର୍ଡ । ଏଥର 40 ହଜାର ଟଙ୍କା...
ଚୁମ୍ବନ ଦେଇ ଚିକିତ୍ସା କରୁଥିବା ଚୁମା ବାବା ଗିରଫ
ମହିଳାଙ୍କୁ ଚୁମ୍ବନ ଦେଇ ଲୋକଙ୍କ ରୋଗ ଭଲ କରିଦେଉଛନ୍ତି ବୋଲି ଦାବୀ କରୁଥିବା ଆତ୍ମଘୋଷିତ ଚୁମା ବାବାଙ୍କୁ ପୋଲିସ ଗିରଫ କରିଛି । ଆସାମ ମୋରି ଗାଁର ରାମ ପ୍ରକାଶ ଚୌହାନ ନାମକ ଜଣେ ଭଣ୍ଡ ବାବାଙ୍କୁ ବୁଧବାର ପୋଲିସ...
ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତାର ପାଠ ପଢେଇଲେ ଉପରାଷ୍ଟ୍ରପତି
ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ. ତେଣୁ ଡାକ୍ତରୀ ପେଶା ହେଉଛି ମହାନ ପେଶା । ଏହା ଏକ ମିଶନ ହେବା ଉଚିତ, କମିଶନ ନୁହେଁ । ନିଜ ଭିତରେ ପ୍ରଥମେ ସ୍ୱଚ୍ଛତା ଆଣିବା ଆବଶ୍ୟକ । ଶରୀର, ମନ ଓ...
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ
ଶନିବାର ସକାଳେ ଭୁବନେଶ୍ୱର ରେଲୱେ ଷ୍ଟେସନର ୧ନଂ ପ୍ଲାଟଫର୍ମରୁ ଜଣେ ଡାକ୍ତରଙ୍କ ମୃତ ଦେହ ମିଳିଛି । ତାଙ୍କ ନାଁ ରବୀନ୍ଦ୍ର ନାଥ ରଥ। ଡାକ୍ତର ରଥଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି. ସେ ଟ୍ରେନରେ ଚଢୁଥିବାବେଳେ ଖସିପଡିବାରୁ...
ସର୍ବସାଧାରଣ ସ୍ଥାନରେ ରଖି ପାରିବେ ଶାରୀରିକ ସମ୍ପର୍କ
ଉତ୍ତର ଆମେରିକାର ମେକ୍ସିକୋରେ ଥିବା ଏକ ସହରରେ ସର୍ବସାଧାରଣ ସ୍ଥାନରେ ଶାରୀରିକ ସମ୍ପର୍କ ରଖିବାକୁ ଆଇନ ଅନୁମତି ପ୍ରଦାନ କରିଛି । ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଓଦଲାଜରା ଏମିତି ନିୟମ ତିଆରି କରିବାରେ ପ୍ରଥମ ସହର ବୋଲି କୁହାଯାଉଛି...
ଅନ୍ୟ ଦେଶକୁ ବିକୁଛନ୍ତି କମ୍ ମୂଲ୍ୟରେ, ନିଜ ଲୋକଙ୍କୁ ବିକୁଛନ୍ତି ଚଢାରେ
ଭାରତରେ ଲଗାତର ପେଟ୍ରୋଲ ଓ ଡିଜେଲର ବୃଦ୍ଧି ଲୋକମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ଆର.ଟି.ଆଇରୁ ଏକ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି. ଆର୍.ଟି.ଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ଭାରତ 15ଟି ଦେଶକୁ ପେଟ୍ରୋଲ ଲିଟର ପିଛା 34ଟଙ୍କା ଓ...
ଶୁକ୍ଳାଙ୍କ ସାଘାଂତିକ ଅଭିଯୋଗ: ଚିତାଭସ୍ମ ରାଜନୀତି
ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଦେଶବ୍ୟାପି ବିଜେପି ଆରମ୍ଭ କରିଛି ଶୋଭାଯାତ୍ରା । ବିଭିନ୍ନ ନଦୀରେ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ କରାଯାଉଛି । ମାତ୍ର ବିଜେପିର ଏଭଳି ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି ବାଜପେୟୀଙ୍କ ଝିଆରି କରୁଣା ଶୁକ୍ଳା । ଶୁକ୍ଳାଙ୍କ...









