26.1 C
Bhubaneswar
Tuesday, October 27, 2026
-Advertisement-

ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସା,ମାଉସୀ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସାଙ୍କୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମାଉସୀ ମଧ୍ୟ ସହଯୋଗ କରୁଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି।...

ରେଳ ଷ୍ଟେସନରୁ ୪ ନାବାଳକ ଚାଲାଣ ବେଳେ ଉଦ୍ଧାର

ବ୍ରହ୍ମପୁର: ମାନବ ଚାଲାଣ ବିରୋଧୀ ଅଭିଯାନରେ ଜିଲ୍ଲା ପ୍ରଶାସନକୁ ମିଳିଛି ବଡ଼ ସଫଳତା ମିଳିଛି। ଗୁଜୁରାଟର ସୁରତକୁ ଚାଲାଣ କରାଯାଉଥିବା ବେଳେ ୪ ଜଣ ନାବାଳକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତ ସନ୍ଦେହରେ ୨ ଜଣ...

ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ NIAର ବଡ଼ ସଫଳତା

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାର ୭ ମାସ ପରେ ଜଣେ ଫେରାର ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି NIA। ଗିରଫ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ରୋହନ ରଞ୍ଜନ ରାଉତରାୟ...

ଓଡ଼ିଶାରେ ନିର୍ମାଣ ହେବ ପ୍ରଥମ ସ୍କାଏୱାକ୍, ୧୮.୪୨ କୋଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ପଳାଶୁଣୀରୁ ରସୁଲଗଡ଼, ଜାତୀୟ ରାଜପଥ-୧୬ ମଧ୍ୟରେ ଏକ ସ୍କାଏୱାକ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୮.୪୨ କୋଟି...

ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ ’ ବ୍ୟବସ୍ଥାର ଶୁଭାରମ୍ଭ

କଟକ: ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ...

ବଦ୍ରୀନାଥ ମନ୍ଦିରରୁ ଦାନ ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ବିକେଟିସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ବଦ୍ରୀନାଥ ମନ୍ଦିରରେ ଦାନ ଚୋରି ଅଭିଯୋଗ ପରେ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।ମନ୍ଦିର ସମିତି ପକ୍ଷରୁ...

E 20 ପେଟ୍ରୋଲ୍‌ରେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ:ନୀତିନ ଗଡ଼କରୀ

ନୂଆଦିଲ୍ଲୀ: 'ବିକଶିତ ଭାରତ’ ନାମରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ନୀତିନ ଗଡ଼କରୀ କହିଛନ୍ତି ଯେ, ଅଧିକ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ନେଇ କିଛି ଲୋକ ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ମିଥ୍ୟା...

AIADMKକୁ ବଡ଼ ଝଟକା: ବରିଷ୍ଠ ନେତା କେ.ବି.ଏସ. ରାଜାଙ୍କ ଇସ୍ତଫା

ନୂଆଦିଲ୍ଲୀ: ତାମିଲନାଡୁରେ AIADMK ଦଳର ବରିଷ୍ଠ ନେତା କେ.ବି.ଏସ. ରାଜା ଦଳରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ସାଧାରଣ ସମ୍ପାଦକ କେ. ପଲାନିସ୍ୱାମୀଙ୍କ ସମ୍ପର୍କୀୟ ଭାଇ କେ.ବି.ଏସ. ରାଜା ଦୀର୍ଘଦିନ ଧରି ଦଳୀୟ ସଂଗଠନରେ ସକ୍ରିୟ ଭୂମିକା ଗ୍ରହଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସଫଳତା ପାଇଁ ସେ ଇଣ୍ଡୋନେସିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,...

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ବାରମ୍ବାର ନିବେଦନ ସତ୍ତ୍ୱେ ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ବନ୍ଦ କରୁନି ଇସ୍କନ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା। ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଗଜପତି ମହାରାଜା...
- Advertisement -

Latest article

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...

How Daytonaspin Protects Against Account Hacks

Contents1. Mandatory Two-Factor Authentication (2FA)2. Advanced Encryption and Data Handling Protocols3. Proactive Account Monitoring and Alerts4. The KYC Verification Process: A Protective Barrier5. Your...