26.4 C
Bhubaneswar
Wednesday, July 29, 2026
-Advertisement-
video

ବିଜେପିର ପରାଜୟ ଗଣତନ୍ତ୍ର ପାଇଁ ଶୁଭ: ଆପ୍

୫ଟି ରାଜ୍ୟର ନିର୍ବାଚନ ଫଳାଫଳରେ ବିଜେପିର ଶୋଚନୀୟ ପରାଜୟ ନେଇ ଆଶ୍ୱସ୍ତି ପ୍ରକାଶ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ର ଯୁବ ନେତା ସୁବାଶିଷ ପଟ୍ଟନାୟକ କହିଛନ୍ତି, ବିଜେପିର ପରାଜୟ ଦେଶରେ ବିପନ୍ନ ଅବସ୍ଥାକୁ ଯାଉଥିବା ଗଣତନ୍ତ୍ରକୁ...
video

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ‘ମୁଁ ବି ଚାମ୍ପିୟନ’

ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ‘ମୁଁ ବି ଚାମ୍ପିୟନ’ । ସାମାଜିକ ସଂଗଠନ ୟୁଥ ଫର୍ ଭଲ୍ୟୁଣ୍ଟାରୀ ଓାର୍କ ଓ ପିପିଏଲ୍ ନ୍ୟୁଜର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର...

ପ୍ରକାଶ କରାଯିବନି ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ଶିକାର ପିଡୀତାଙ୍କର ନାମ ଓ ପରିଚୟ: ସୁପ୍ରିମକୋର୍ଟ

ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ଶିକାର ପିଡୀତାଙ୍କର ନାମ ଓ ପରିଚୟ ପ୍ରକାଶ କରାଯିବା ଅନୁଚିତ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଖବର କାଗଜ ହେଉ ଅବା ଇଲେକ୍ଟ୍ରୋନିକ ମିଡିଆରେ ଦୁଷ୍କର୍ମ ଓ ଯୌନ ଉତ୍ପିଡନର...

ପ୍ରଧାନମନ୍ତ୍ରୀ ଆର୍ଥିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଲେ ସୁରଜିତ ଭଲ୍ଲା

ଉର୍ଜିତ ପଟେଳଙ୍କ ପରେ ଏବେ ଆର୍ଥିକ ମୋର୍ଚ୍ଚାରୁ କେନ୍ଦ୍ରକୁ ଆଉ ଏକ ଝଟକା । ବରିଷ୍ଠ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି ।...
video

କେନ୍ଦ୍ରର ‘ଉଜ୍ଜଳା’ରେ ଛିଦ୍ର ବାହାର କଲା ବିଜେଡି

ଗୃହିଣୀମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ନାଁରେ ଦୁର୍ନିତୀ । କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛି ବିଜୁ ମହିଳା ଜନତା ଦଳ । ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ନାରୀନେତ୍ରୀମାନେ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋହେଲ

ସଚିବାଳୟରେ ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମଦ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ସୋହେଲ । ବିଶ୍ୱକପ ହକି ଦେଖିବା ଲାଗି ସୋହେଲ ମହମ୍ମଦ ଭୁବନେଶ୍ୱର ଆସିଥିଲେ । କ୍ରୀଡା କ୍ଷେତ୍ରରେ ପ୍ରଚାର ପ୍ରସାର ଓ...

ସଂସଦର ଶୀତ ଅଧିବେଶନ ପାଇଁ ରଣନୀତି

ମଙ୍ଗଳବାର ଦିନ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେଇଥିଲେ । ଅନ୍ୟପଟେ ମଙ୍ଗଳବାର ୫ଟି...

ଅଗ୍ନି-5 ମିସାଇଲର ସଫଳ ଉଡକ୍ଷେପଣ

ସୋମବାର ଅପରାହ୍ନ 1.28 ମିନିଟ୍ ରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-5 ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି. ତେବେ କଲାମ ଦ୍ୱିପର 4 ନମ୍ବର ଲଞ୍ଚ ପ୍ୟାଡରୁ ଏଭଳି ଅନ୍ତଃମହାଦେଶୀୟ ମିସାଇଲର ସଫଳ...

ପୁଣି ରାମ ରାଜନୀତି

ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଦାବିରେ ରବିବାର ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବାଲେଶ୍ୱରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବାଲେଶ୍ୱରର ଆଇଟିଆଇ ପଡିଆରେ ଏହାର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ହଜାର...

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଟ୍ରେନରୁ ଖସି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ପରଲୋକ ଘଟିଛି । ତାଙ୍କ ମୃତଦେହ କଇଁଫୁଲିଆ ରେଳଲାଇନ କଡରୁ ଉଦ୍ଧାର କରାଯାଇଛି । ସେ ବଇଣ୍ଡା ଯିବେ ବୋଲି ଘରେ କହିଯାଇଥିଲେ । ତେବେ ଟ୍ରେନରୁ ଖସି ତାଙ୍କର...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...