୧୨ ଘଣ୍ଟିଆ ବୁର୍ଲା ବନ୍ଦ
ବୁର୍ଲା ଭୀମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରାଙ୍କୁ ଛୁଟିରେ ପଠାଇବା ପରେ ବଢିବାରେ ଲାଗିଛି ଅସନ୍ତୋଷ । ପୂଜାହାରୀଙ୍କୁ ଛୁଟିରେ ପଠାଯିବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ସମ୍ବଲପୁର ନାଗରିକ ମଂଚ । ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ...
ମୂର୍ତ୍ତିରୁ ବାହାରୁଛି ଏସି ହାୱା
ଯେଉଁ ମାସରେ ସାରା ଭାରତରେ ଗରମ ଅନୁଭୂତ ହୁଏ, ସେହି ସମୟରେ ଏଭଳି ଏକ ଜାଗା ଅଛି, ଯେଉଁଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ. ଯେତେବେଳେ ଗରମର ତାପମାତ୍ରା ସବୁଆଡେ ବଢିବଢି ଯାଏ, ସେହି ସମୟରେ ସେହି ଜାଗାରେ ଥଣ୍ଡାର...
ନିର୍ବାଚନ ଲଢିବା ରିପୋର୍ଟକୁ ମାଧୁରୀଙ୍କ ଖଣ୍ଡନ
ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଟିକଟରେ ପୁଣେରୁ ନିର୍ବାଚନ ଲଢିବା ନେଇ ତାଙ୍କ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଖଣ୍ଡନ କରିଛନ୍ତି । ଶନିବାର ମାଧୁରୀ କହିଛନ୍ତି ଯେ, ନିର୍ବାଚନ ଲଢିବା ନେଇ ତାଙ୍କର କୌଣସି...
ଆମ୍ବୁଲାନ୍ସ ଦୁର୍ଘଟଣାରେ ଗର୍ଭବତୀ ଆହତ
କଲେଗାଁ ନିକଟରେ ଆମ୍ବଲାନ୍ସ ଦୁର୍ଘଟଣାଗ୍ରସ୍ତ . ଫଳରେ ଆମ୍ବଲାନ୍ସ ଭିତରେ ଥିବା ଜଣେ ଗର୍ଭବତୀ ମହିଳାଙ୍କ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି. ସୂଚନା ଅନୁସାରେ, ଶନିବାର ରାତିପ୍ରାୟ 2ଟା ସମୟରେ ଝରିଗାଁ ବ୍ଲକ ଟେମରା ପଞ୍ଚାୟତ ମୁଣ୍ଡାଗୁଡା...
ଷ୍ଟାର ନାଇଟରେ ଶ୍ରେୟାଙ୍କ ପ୍ରେମ ବର୍ଷା
ଗୀତରେ ଗୀତରେ ଝୁମୁଥିଲା ଶୀତୁଆ ସନ୍ଧ୍ୟା । ବାହାରେ ଶୀତ ଅନୁଭୁତ ହେଉଥିବା ବେଳେ ପ୍ରଦର୍ଶନୀ ପଡିଆର ମାହୋଲ ଥିଲା ବେଶ ଗରମ । କିଛି କ୍ଷଣ ପାଇଁ ପ୍ରଦର୍ଶନୀ ପଡିଆ ପାଲଟିଥିଲା ପ୍ରେମ ରାଇଜ । ବେପନହା ପ୍ୟାର...
ପୋଲିସ କବଜାରେ ଗୋପୀ ବୋହୂ
ପ୍ରମୁଖ ହୀରା ବ୍ୟବସାୟୀ ରାଜେଶ୍ୱର ଉଡାନୀଙ୍କ ରହସ୍ୟମୟ ହତ୍ୟା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଟିଭି ସିରିୟଲ 'ସାଥ୍ ନିଭାନା ସାଥିୟା'ର ଅଭିନେତ୍ରୀ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି. ଏହାସହ ରାଜନେତା ସଚିନ ପାୱାର...
ଦିନିକିଆ ଜଗତସିଂହପୁର ଗସ୍ତରେ ରାଜ୍ୟପାଳ
ଶନିବାର ରାଜ୍ୟପାଳ ଗଣେଶି ଲାଲ ଦିନିକିଆ ଜଗତସିଂହପୁର ଗସ୍ତ କରିଛନ୍ତି. ତେବେ ଜୟପୁରଠାରେ ଥିବା ବୟନଶିଳ୍ପ ଗ୍ରାମକୁ ଯାଇ ବୁଲି ଦେଖିବାସହ ବୟନଶିଳ୍ପ କାରିଗରଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ .ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା. ରାଜ୍ୟପାଳଙ୍କ...
ଚାଷୀଙ୍କ ରାସ୍ତାରୋକ
କଳାହାଣ୍ଡି ଜିଲ୍ଲା ଆମପାଣି ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ହଜାର ହଜାର ଚାଷୀ . ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ କରିବାର...
ଘାଟିକୁ ଖସିଲା ଯାତ୍ରୀବାହୀ ବସ : ୧୧ ମୃତ
ଘାଟିରୁ ଖସିଲା ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ୧୦୦ ମିଟର ଘାଟି ତଳକୁ ଖସିପଡିଛି ବସ । ଏଥିରେ ୧୧ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଏହି...
ବିଜାତାଳରେ ବିଜେଡିର ବାଜିମାତ
ପୁଣିଥରେ ଉପନିର୍ବାଚନରେ ବାଜି ମାରିଲା ଶାସକଦଳ ବିଜେଡି. ତେବେ ଶେଷ ହୋଇଥିବା ଉପନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲା ବ୍ଲକ୍ ନମ୍ବର 32 ବିଜାତାଳ ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ଏବଂ ସମସ୍ତେ ଅତି ଉତ୍କଣ୍ଠାର ସହ ନିର୍ବାଚନ ଫଳାଫଳକୁ...









