ଜର୍ମାନ ଦମ୍ପତିଙ୍କୁ ଉଦ୍ଧାର କଲେ ୱିଙ୍ଗ କମାଣ୍ଡର ସନ୍ଦୀପ ପ୍ରଧାନ
ମଙ୍ଗଳବାର ହିମାଚଳ ପ୍ରଦେଶର ବରଫ ପାହଡରେ ଫଶି ରହିଥିବା 2 ଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛନ୍ତି ଇଣ୍ଡିଆନ ଏୟାରଫୋର୍ସ । ଉଦ୍ଧାରକାରୀ ଦଳ ଭିତରେ ଥିଲେ ଓଡିଆ ଯବାନ ସନ୍ଦିପ ପ୍ରଧାନ । ସକାଳେ ଏହି ଦମ୍ପତିଙ୍କୁ ଏୟାରଲିଫ୍ଟ...
ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜନୀତିର ଗୁରୁମନ୍ତ୍ର ନେଲେ କମଲ ହାସନ
ଚେନ୍ନାଇରେ ନୂତନ ଭାବେ ଉଦଘାଟିତ ହୋଇଥିବା ଓଡିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ସାଉଥ୍ ସୁପରଷ୍ଟାର ତଥା ମକ୍କଲ ନୀଧି ମୟମ ଦଳର ମୁଖ୍ୟ କମଲ ହାସନ । ବୁଧବାର କମଲ ହାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ...
୭ବର୍ଷରେ ଯୌନ ଶୋଷଣ,୧୬ ବର୍ଷରେ ବଳାତ୍କାର
ସୁପର ମଡେଲ ତଥା ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା ପଦ୍ମାଲକ୍ଷ୍ମୀ । ଚର୍ଚ୍ଚିତ ଆମେରିକା ଟିଭି ତାରକା ତଥା ଲେଖକ ସଲମାନ ରଶଦିଙ୍କ ପୂର୍ବତନ ସ୍ତ୍ରୀ ପଦ୍ମାଲକ୍ଷ୍ମୀ ତାଙ୍କ ଜୀବନର କେତେକ ଅକୁହା କଥାର ଖୁଲାସା କରିଛନ୍ତି । ନ୍ୟୁୟର୍କ...
ଭୁଶୁଡିଲା ୪ମହଲା କୋଠା: ବଢୁଛି ମୃତ୍ୟୁ ସଂଖ୍ୟା, ପୋତି ହୋଇଛନ୍ତି ଅନେକ ଲୋକ
ବୁଧବାର ସକାଳେ ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ ଗୋଟିଏ ତିନି ମହଲା କୋଠା ଘର ଭୁଶୁଡିଛି । ଏଥିରେ ୨ ଜଣ ପିଲାଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ପୋତି ହୋଇ ପଡିଥିବା ଆଶଙ୍କା ଉପୁଜିଛି । ଦୂର୍ଘଟଣା...
୮୬ ବର୍ଷରେ ମନମୋହନ ସିଂ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବୁଧବାର ୮୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ମନମୋହନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ...
ବିବାହ ବନ୍ଧନରେ ବାନ୍ଧିହେବେ ସାଇନା
ବ୍ୟାଡ୍ ମିଣ୍ଟନ ତାରକା ସାଇନା ନେୱାଲ୍ ଓ ପରୁପଲ୍ଲଲା କଶ୍ୟପ ସେମାନଙ୍କ ଫ୍ୟାନ୍ ମାନଙ୍କୁ ଏକ ଖୁସି ଖବର ଭେଟି ଦେଇଛନ୍ତି. ଉଭୟ ଡିସେମ୍ବର 16 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି. ତେବେ ଏହି ବିବାହଟି ଅତି...
ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ!
ମଝି ଆକାଶରେ ଜଣେ ଯାତ୍ରୀଙ୍କୁ ହାର୍ଟ ଆଟାକ୍ । ବିମାନଟି ତ୍ରିଭେନ୍ଦମରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ହଠାତ୍ ଯାତ୍ରୀ ଜଣଙ୍କ ହାର୍ଟ ଆଟାକର ଶିକାର ହୋଇଥିଲେ । ପରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇନେ୍ଦାର ବିମାନ ବନ୍ଦରରେ...
ପାଗଳ ପ୍ରେମିକ, ଏକତରଫା ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ
ଏକତରଫା ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ । ଏହି ଘଟଣା ହେଉଛି ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ମହାବିଦ୍ୟାଳୟର । ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମ କରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗବାର...
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କର ବାରିପଦାରେ...
ମୃତ୍ୟୁ ପରେ ବି ଅମର
ମୃତ୍ୟୁ ପରେ ବି ଅମର ହୋଇଗଲେ ଯୁବକ । ଜଣେ ନୁହେଁ, ୩ ଜଣଙ୍କୁ କଲେ ଜୀବନ ଦାନ । ବିହାର ନାଳନ୍ଦାର ଏହି ୧୯ ବର୍ଷ ବୟସ୍କ ଯୁବକ ହେଲେ ସୌରଭ ପ୍ରତିକ । ଡାକ୍ତରଖାନାରେ ଚିକିତ୍ସାଧୀନ ସୌରଭଙ୍କୁ...







