କ୍ରିୟୁ ମେମ୍ବରଙ୍କ ଅବହେଳା: ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ
ମଝି ଆକାଶରେ ଜେଟ୍ ଏୟାରୱେଜର ବିମାନରେ ଯାନ୍ତ୍ରୀକ ତ୍ରୁଟି । ଫଳରେ ଧିରେଧିରେ ବିମାନ ମଧ୍ୟରେ ବାୟୁଚାପ କମିବାରେ ଲାଗିଥିଲା । ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଅନ୍ୟ କେତେଜଣ...
ଭାରତରେ ବାହାଘର, ହ୍ୱାଟସଅପ୍ ରେ ଛାଡପତ୍ର
ଭାରତରେ ବାହାଘର ଓ ହ୍ୱାଟସଅପ୍ ରେ ଛାଡପତ୍ର. ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆପଣ ଏହା ମଧ୍ୟ ଭାବିପାରନ୍ତି କି, ସତରେ କ’ଣ ଜଣେ ହ୍ୱାଟସଅପ୍ ରେ ବି ଛାଡପତ୍ର ଦେଇପାରେ ? ହେଲେ କଥାଟି...
ଅନୁମତି ମିଳିଲେ ପାରାଦୀପ ନିର୍ବାଚନ ଲଢିବି: ବିଷ୍ଣୁ
ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଯାହିଁବେ ତେବେ ମୁଁ ପାରାଦୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଦାମଙ୍କ ପାଖରେ କେହି ନାହାଁନ୍ତି କିନ୍ତୁ...
ଆରଏସଏସର ନୂଆ କ୍ୟାମ୍ପେନ: ଆମାଜନରେ ଉପଲବ୍ଧ ହେବ ଗୋ-ପ୍ରସ୍ତୁତ ସାବୁନ, ମୋଦି ଏବଂ ଯୋଗିଙ୍କ କୁର୍ତ୍ତା
ଗାଈ ଗୋବରରୁ ପ୍ରସ୍ତୁତ ସାବୁନ ଏବଂ ଅନ୍ୟ ଗୋ ପ୍ରସ୍ତୁତ ସାମଗ୍ରୀକୁ ଆମାଜନରେ ଉପଲବ୍ଧ କରାଇବା ପାଇଁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପରିଚାଳିତ ସଂସ୍ଥା ଯୋଜନା କରୁଛି. ଏହାକୁ ବାଦ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗିଙ୍କ...
ଆମେରିକାରେ ଭାରତୀୟଙ୍କ ନାଗରିକତା ସଂଖ୍ୟା ବଢୁଛି
ପ୍ରଶାସନର କଠିନ ନିୟମ ମଧ୍ୟରେ ଆମେରିକାର ନାଗରିକତା ପ୍ରାପ୍ତ କରିବା ବହୁ ଭାରତୀୟଙ୍କ ପାଇଁ ସ୍ୱପ୍ନ. ତେବେ 2017 ରେ ଆମେରିକାରେ ଭାରତୀୟ ନାଗରିକଙ୍କ ସଂଖ୍ୟା 10 ପ୍ରତିଶତ ବୃଦ୍ଧି ପାଇଛି. 50802 ଜଣ ଭାରତୀୟ ଆମେରିକାର ନାଗରିକତ୍ବ ଗ୍ରହଣ...
କୁଜଙ୍ଗ କୋର୍ଟରେ ସରେଣ୍ଡର କଲେ ମହିମା ମିଶ୍ର
କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଗତକାଲି ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ପାରାଦୀପ ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେନ୍ଦ୍ର...
ଓଡିଶା ଲଳିତ କଳା ଏକାଡେମୀର ନୂଆ ସଭାପତି ହେଲେ ସୁଦର୍ଶନ
ଅାନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ସୁଦର୍ଶନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ।...
ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ ଘାନିଙ୍କ ଭାରତ ଗସ୍ତ
ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ ଘାନି ବୁଧବାର ଭାରତ ଗସ୍ତରେଆସି ନୂଆଦିଲ୍ଲୀରେ ପହଁଞ୍ଚିଛନ୍ତି । ଦିଲ୍ଲୀରେ ପହଁଞ୍ଚି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦୁଇଦେଶର ଆଞ୍ଚଳିକ...
ତିନି ତଲାକ୍ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ
ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ୟାବିନେଟ ବୁଧବାର ତିନ ତଲାକ ଅଧ୍ୟାଦେଶକୁ ମଞ୍ଚୁରୀ ଦେଇଛନ୍ତି । ଏହି ବିଲ୍ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍ ହୋଇପାରିନଥିଲା । ଏହି ବିଲ ଉପରେ ଆସନ୍ତା ୬ମାସ ପାଇଁ ଅଧ୍ୟାଦେଶ ଲାଗୁ...
ପ୍ରଥମ ଯାତ୍ରୀ ଭାବେ ଚନ୍ଦ୍ରକୁ ଯିବେ ମେଜାୱା
ପ୍ରଥମଯାତ୍ରୀ ଭାବେ ଜାପାନର ୟୋସାକୁ ମେଜାୱା ଚନ୍ଦ୍ରକୁ ଯିବେ । ଏନେଇ ସ୍ପେସ୍ ଏକ୍ସ କମ୍ପାନୀର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ଏଥିଲାଗି ୯୦ ମିନିଟର ଉଡାଣ ପାଇଁ ପ୍ରାୟ ୨୫୦ ହଜାର ଡଲାର ଖର୍ଚ୍ଚ ହେବ...







