ତୈଳ ଦର ବୃଦ୍ଧିକୁ ନେଇ ଭାଜପାକୁ ଘେରିଲା ଶିବସେନା
ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ ହୋଇଛି । ରବିବାର ସୁଦ୍ଧା ତେଲ ଦର ପାଖାପାଖି ୯୦ ଟଙ୍କା ଛୁଇଁଲାଣି । ଏହାକୁ ନେଇ ସାରା ଦେଶରେ ବିରୋଧୀ ବିକ୍ଷୋଭ ଆରମ୍ଭ କରିଛନ୍ତି । ଅନ୍ୟପଟେ ତୈଳଦର...
କରାଳ ରୂପ ନେଉଛି ବୈତରଣୀ ନଦୀ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଏପଟେ ଭଦ୍ରକ, ଯାଜପୁର...
ସୁରକ୍ଷା ଦାବିରେ ଡାକ୍ତରଙ୍କ ଅଭିନବ ପ୍ରତିବାଦ
ହାଇଦ୍ରାବାଦସ୍ଥିତ ଓସମୋନିଆ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ସୁରକ୍ଷା ଦାବିରେ ଅଭିନବ ପ୍ରତିବାଦ କରିଛନ୍ତି. ତେଲେଙ୍ଗାନାର ସବୁଠୁ ବଡ ହସ୍ପିଟାଲର ଗୃହ ଅସୁରକ୍ଷିତ ଅବସ୍ଥାରେ ଥିବାରୁ କତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ବେଳେ ମୁଣ୍ଡରେ ହେଲମେଟ...
ମତ୍ସ୍ୟଜିବୀଙ୍କୁ ଆଗୁଆ ସୂଚନା ଦେବ ‘ନାଭିକ ସିଷ୍ଟମ’
ଏଣିକି ମତ୍ସ୍ୟଜିବୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସତର୍କ ହେବା ସହିତ ଇଣ୍ଟରନ୍ୟାଶନାଲ ମେରିଟାଇମ ବାଉଣ୍ଡରି ଲାଇନର ଅବସ୍ଥିତି ସମ୍ପର୍କରେ ଜାଣିପାରିବେ । ସ୍ୱଦେଶୀ ଗ୍ୟାନ କୌଶଳରେ ନିର୍ମିତ ଏଭଳି ଜିପିଏସ (ନାଭିକ ସିଷ୍ଟମ) ସେମାନଙ୍କୁ ସହାୟକ ହୋଇପାରିବ ବୋଲି ଇସ୍ରୋର...
ଅବସର ନେବେ ଚାଇନାର ଭଗବାନ
ଚାଇନାର ସବୁଠାରୁ ଧନୀଶାଳୀ ବ୍ୟକ୍ତିତ୍ୱ ତଥା ଇ-କମର୍ସ କମ୍ପାନୀ ‘ଅଲିବାବା’ର ସହସଂସ୍ଥାପକ ଜ୍ୟାକ ମା ଚାକିରିରୁ ଅବସର ନେବାକୁ ଯାଉଛନ୍ତି । ଆସନ୍ତା ୧୦ ତାରିଖରେ ଚାକିରିରୁ ଅବସର ନେଇ ଶିକ୍ଷା କ୍ଷେତ୍ରରେ କାମ କରିବେ ବୋଲି କହିଛନ୍ତି ଜ୍ୟାକ...
ସ୍ୱତନ୍ତ୍ର ସ୍ପେସ୍ ସୁଟ ପିନ୍ଧି ଯାତ୍ରା କରିବେ ୩ ଭାରତୀୟ ମହାକାଶଚାରୀ
2022 ମସିହାରେ ଯେଉଁ ତିନି ଜଣ ଭାରତୀୟ ଅନ୍ତରୀକ୍ଷଯାତ୍ରୀ ଗଗନୟାନରେ ଅନ୍ତରୀକ୍ଷ ଯାତ୍ରାରେ ସୁଟ ପିନ୍ଧି ଯାତ୍ରା କରିବେ ତାକୁ ବେଙ୍ଗାଲୁରୁରେ ଅନୁଷ୍ଠିତ ସ୍ପେସ ଏକ୍ସପୋରେ ଗୁରୁବାରଦିନ ଇସ୍ରୋ ତାର ପ୍ରୋଟୋଟାଇପକୁ ପ୍ରଥମଥର ପାଇଁ ପ୍ରଦର୍ଶନ କରିଛି. ନାରଙ୍ଗୀ ରଙ୍ଗର...
ପାଳିତ ହେଉଛି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ
ଚିକିତ୍ସା କହିଲେ ସମସ୍ତେ ବୁଝନ୍ତି. ମାତ୍ର ପ୍ରାଥମିକ ଚିକିତ୍ସା କହିଲେ କେହି ବୁଝନ୍ତିନି. ଯେଉଁଥିପାଇଁ ଆମ ଦେଶରେ ପ୍ରତି ବର୍ଷ ପ୍ରାୟ 13.4 ଲକ୍ଷ ଲୋକ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁବରଣ କରିଥାନ୍ତି. ପ୍ରତିବର୍ଷ ସେପ୍ଟେମ୍ବର...
ଚାଇନାର ଚାଲ୍
ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚାଇନା ଏକ ନୂଆ ଉପାୟ ଚିନ୍ତା କରିଛି । ଫଳରେ ଭାରତକୁ ଏହା ଏକ ପ୍ରକାର ଝଟକା ଦେଇଛି । ନେପାଳ ଭାରତ ଉପରେ କେମିତି କମ ନିର୍ଭରଶୀଳ ହେବ ତାକୁ...
ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍, ଭୟଭୀତ ସ୍ଥାନୀୟ ଲୋକେ
ଅନୁଗୁଳର ୫୫ ନମ୍ବର ଜାତୀୟ ରାଜପଥରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେବା ଫଳରେ ଯାତାୟତ କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଖବର ପାଇ ଅଗ୍ନିଶମ ବିଭାଗର ୩ଟି...
ବଳପୂର୍ବକ ପୂଜାଚାନ୍ଦା ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ପାଖେଇ ଆସୁଛି ପାର୍ବଣର ଋତୁ । ବିଭିନ୍ନ ପୂଜା କମିଟି ଦ୍ୱାରା ଆରମ୍ଭ ହେବ ତୋରଣ ନିର୍ମାଣ । ଭକ୍ତମାନେ ଶ୍ରଦ୍ଧାରେ ନିଜର ଯୋଗଦାନ ଦେବା ସହ ପୂଜା କମିଟିଗୁଡିକ ମଧ୍ୟ ତତ୍ପର ହୋଇଉଠିଛନ୍ତି । ପାର୍ବଣର ଅବସରକୁ ଆଖି...







