ନୟାଗଡରୁ ବିଗୁଲ ଫୁଙ୍କିଲେ ନବୀନ
ନୟାଗଡରୁ ବାଜିଲା ବିଜେଡିର ବିଗୁଲ. ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୟାଗଡରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 19 ବର୍ଷ ଧରି ତାଙ୍କ ସରକାର ରାଜ୍ୟର ବିକାଶ...
ବିଜେପିରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, କଟକରୁ ହୋଇପାରନ୍ତି ପ୍ରାର୍ଥୀ !
ବିଜେପିରେ ଯୋଗଦେଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର. ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି. 2012ରୁ 2014 ଦୁଇବର୍ଷ ପାଇଁ ଓଡିଶା ପୋଲିସ...
ଓଡିଶା ଆସିବେ ମୋଦି
ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ରାଜନୀତିରେ ତାତି ଜୋର ଧରିଛି. କିଏ କେଉଁ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବ ସେଥିପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି. ଏହି ପରିପ୍ରେକ୍ଷୀରେ ଆସନ୍ତା 29 ଓ 1 ତାରିଖରେ...
କଂଗ୍ରେସରେ ଅଶ୍ୱିନୀ ପୂଜାହାରୀ
ସାଧାରଣ ନିର୍ବାଚନ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଡାକ୍ତର ଅଶ୍ୱିନୀ ପୂଜାରୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି. ବୁର୍ଲା ଭିମସାରର ପୂର୍ବତନ ଅଧିକ୍ଷକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନିର୍ବାଚନ ଲଢିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି....
ବିଜେଡିର ଷ୍ଟାର ପ୍ରଚାରକ
ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି. ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହା ଘୋଷଣା ହୋଇଛି. ଯାହାମଧ୍ୟରେ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଶାନ୍ତ ନନ୍ଦ, ଆକାଶ ଦାସ...
ବିଜେପିରେ ବିସ୍ଫୋରକ ସ୍ଥିତି : ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ମୁଣ୍ଡ ଟେକିଲାଣି ବିଦ୍ରୋହ
ବିଜେପିରେ ବିସ୍ଫୋରକ ସ୍ଥିତି. ଟିକଟ ବଣ୍ଟାକୁ ନେଇ ଦଳ ଭିତରେ ତେଜୁଛି ଅସନ୍ତୋଷ. ଗୋଟିଏ କି ଦୁଇଟି ନିର୍ବାଚନମଣ୍ଡଳୀ ନୁହେଁ, ଅଧିକାଁଶ ନିର୍ବାଚନମଣ୍ଡଳୀରେ ବିଦ୍ରୋହ ମୁଣ୍ଡ ଟେକିଲାଣି. ଦଳଡିଆଁ ନେତାଙ୍କୁ ଟିକଟ ଦେବା ପରେ ଏଭଳି ଅସନ୍ତୋଷ ଭୟଙ୍କର ରୂପ...
ଆସିକାରେ ରାମକୃଷ୍ଣଙ୍କ ଜୋରଦାର୍ ପ୍ରଚାର
ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିକାଶ ହେବ ମୁଖ୍ୟ ପ୍ରସଙ୍ଗ. ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ଓ ସିପିଆଇ (ଏମ) ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏହା କହିଛନ୍ତି. ଗତ 19 ବର୍ଷ ଧରି କ୍ଷମତାସୀନ...
ପଦ୍ମ ଧରିଲେ ପ୍ରତ୍ୟୁଷା
ସବୁ ଚର୍ଚ୍ଚାର ସମାପ୍ତ ହୋଇଛି. ବିଜେଡିରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ. ବିଜେପି ନେତା କେଭି ସିଂଦେଓଙ୍କ ଘରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...
ମୋଦି ନୁହେଁ, ପୁରୀ ଲୋକସଭା ଆସନରୁ ଲଢିବେ ସମ୍ବିତ ପାତ୍ର
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି. ପୁରୀ ଲୋକସଭା ଆସନରୁ...
ବାପା ବିଜେଡି ସାଂସଦ, ପୁଅ ଗଲେ ବିଜେପିକୁ
ପଦ୍ମ ଧରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...