ଜଣଙ୍କ ପରେ ଜଣେ ଆପ୍ ନେତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରୁଛି ତଦନ୍ତକାରୀ ସଂସ୍ଥା । ଆଜି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦିନତମାମ ଇଡି ସଞ୍ଜୟ ସିଙ୍କ ଘରେ ରେଡ୍ କରିବା ପରେ ଗିରଫ କରିଥିଲା । ଏହା ପୂର୍ବରୁ ଆପ୍ ନେତା ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ ଗିରଫ ହୋଇଥିବା ବେଳେ ତିନି ନମ୍ବରରେ ଅଛନ୍ତି ସଞ୍ଜୟ ।

LEAVE A REPLY

Please enter your comment!
Please enter your name here