31.1 C
Bhubaneswar
Tuesday, March 4, 2025
-Advertisement-

ପିସିସି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ରଙ୍କ ଇସ୍ତଫା

ପିସିସି ସାଧାରଣ ସମ୍ପାଦକ ତଥା କୋରାପୁଟ ବିଧାୟକ କୃଷ୍ଣ ସଗରିଆ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିଧାୟକ । ସେ ଉଭୟ ପିସିସି ସଭାପତି ଓ ଏଆଇସିସି ଓଡିଶା ପ୍ରହରୀଙ୍କୁ ତାଙ୍କର...

ଦାମଙ୍କୁ ଶକ୍ତି ଯୋଗାଇବେ ବିରୋଧୀ !

ଆସନ୍ତା ନିର୍ବାଚନରେ ଦାମ ବାଣ ବିଜେଡି ପାଇଁ ସବୁଠୁ ମାରାତ୍ମକ . ଏମିତିକି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପିଠୁ ବି ଅଧିକ ଭୟଙ୍କର ସାବ୍ୟସ୍ତ ହେବ ଦାମ ବାଣ. ଏଥିପାଇଁ ଚିନ୍ତାରେ ଅଛନ୍ତି ବିଜେଡିର ଷ୍ଟ୍ରାଟେଜୀ ଟିମ୍....

ମହାରଥୀଙ୍କୁ ମହଙ୍ଗା ମହିଳା

ମହାରଥୀଙ୍କୁ ମହଙ୍ଗା ପଡିଲା ମହିଳାଙ୍କ ଉପରେ ଦେଇଥିବା ବୟାନ । ମହିଳାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ କଲା ବିଜେପି ମହିଳା ମୋର୍ଚ୍ଚା । ଗତକାଲି ପୁରୀ ବିଜେପି ମହିଳା ସମାବେଶକୁ ଆସି ମହିଳାଙ୍କ ପ୍ରତି ଆପତ୍ତିଜନକ କଥା କହିଥିଲେ...

କଂଗ୍ରେସରେ ମିଶିଲେ ଜର୍ଜ ତିର୍କୀ ଓ ସୁଦର୍ଶନ ଦାସ

ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । ଆଗରୁ କେବଳ ବିଜେଡି ଓ ବିଜେପିରେ ନେତାଙ୍କ ଯୋଗଦାନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ କଂଗ୍ରେସ ଶିବିରରେ ବି ଭିଡ ଦେଖିବାକୁ ମିଳିଲାଣି. ଆଦିବାସୀ...

ଅନୁମତି ମିଳିଲେ ପାରାଦୀପ ନିର୍ବାଚନ ଲଢିବି: ବିଷ୍ଣୁ

ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଯାହିଁବେ ତେବେ ମୁଁ ପାରାଦୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଦାମଙ୍କ ପାଖରେ କେହି ନାହାଁନ୍ତି କିନ୍ତୁ...

ପରସ୍ପରର ଗୋହି ଖୋଳାଖୋଳି ହେଲେ ଦାମ-ସୂର୍ଯ୍ୟ

ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି । ଦାମବାବୁଙ୍କ ବିରୋଧରେ...

ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର

ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର । ଏନେଇ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା ଯେ, ଆଗାମୀ ଲୋକସଭା ନିର୍ବାଚନ ନେଇ...

ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ: ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁରସ୍କାର

ଆଗକୁ ନିର୍ବାଚନ ଥିବାରୁ ନୂଆ ରଣନୀତି ଆରମ୍ଭ କରିଦେଇଛି ବିଜେଡି । ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଦଳରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ବିଜେଡି ସାଙ୍ଗଠନିକ ସ୍ତରରେ...

ମେଳି ବାନ୍ଧିବେ ବିଜୁ ଅନୁଗତ !

ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ ହେବାକୁ ଯାଉଛି. ଦଳରୁ ବହିଷ୍କୃତ ହେବା ପରେ ଦାମ ବାବୁଙ୍କୁ ସହାନୁଭୂତି ଦେଖାଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭେଟିବା ପରେ ଏଭଳି ସଙ୍କେତ...

ଦାମ-ବୈଜୟନ୍ତ ଭେଟ : ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଛନ୍ତି ନବୀନ

ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ସକାଳେ ଡାକ୍ତର ରାଉତଙ୍କୁ ଭେଟିଛନ୍ତି. ବିଜୁ ପଟ୍ଟନାୟକଙ୍କ ସହ କାମ କରିଥିବା ସବୁ ନେତାଙ୍କୁ ଦଳରୁ ଜଣ ଜଣ କରି ବାହାର କରିଦିଆଯାଉଛି. ଆଗରୁ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...