34.1 C
Bhubaneswar
Monday, April 27, 2026
-Advertisement-

ଭାଷା ପ୍ରୀତି ନା ରାଜନୀତି !

ଆଜି ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳି ଭାଷାରେ ପ୍ରଶ୍ନ ପଚାରିଲେ । ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖିଥିଲେ କୋଶଳି ଭାଷାରେ । ଏପରିକି ରେଢାଖୋଲ ବିଧାୟକ ବି କୋଶଳି ଭାଷାରେ ପ୍ରଶ୍ନ ରଖିଥିଲେ...

ପ୍ରଶ୍ନ ପଚାରିବାକୁ ଟଙ୍କା : ସାଂସଦ ମହୁଆ ମୈତ୍ରଙ୍କ ଦୁର୍ନୀତିର ତଦନ୍ତ କରିବ ସିବିଆଇ

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ । ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଆଜି ଲୋକପାଳ ଆଦେଶ ଦେଇଛନ୍ତି । ବିଜେପି ନେତା ନିଶିକାନ୍ତ ଦୁବେ ଏକ୍ସ (ଟ୍ବିଟର)ରେ...

24 ପାଇଁ ପ୍ରସ୍ତୁତି, ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ । ସାଧାରଣ ନିର୍ବାଚନ ପାଇଁ ଆଉ ଅଳ୍ପଦିନ ଥିବାରୁ ଅନୁଗୁଳ ଜିଲ୍ଲାରେ ଦଳୀୟ ସଂଙ୍ଗଠନ ସୁଦୃଢ କରିବା ପାଇଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଇସ୍ତଫା ଦେବା ପରେ ରଜନୀକାନ୍ତ...

ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ପରଲୋକ

ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ପରଲୋକ I ଆଜି ଭୋର 3.25 ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ I ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା...

ବିଜେଡିରେ ବଦଳୁଛି ସମୀକରଣ, ଫେରିଲେ ସଞ୍ଜୟ

ବିଜେଡିରେ ଭୟ । କେହି କାହାକୁ କିଛି କହୁନାହାଁନ୍ତି । ପାଟିରୁ କଥା ବାହାରିଗଲେ କିଏ ଯାଇ ଚୁଗୁଲି କରିଦେବାର ଡର । ନବୀନଙ୍କ ଉତ୍ତରାଧିକାରୀ ପଦକୁ ତାମିଲ ପୁତ୍ର ଏମିତି ଚକମା ଦେଖାଇ ନେଇଯିବ, କେହି ବିଶ୍ବାସ କରିପାରୁନାହାଁନ୍ତି...

ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ, ଆଗଧାଡିରେ ପ୍ରଦୀପ ପାଣିଗ୍ରାହୀ

ରାଜଭବନରେ ଆଜି ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି I ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ I ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ବାଚସ୍ପତି ପ୍ରମିଳା ମଳିକ,...

ଆସନ୍ତାକାଲି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ନୂଆ ରାଜ୍ୟପାଳ ରଘୁବର ଦାସ ସପରିବାର ଓଡିଶାରେ ପହଞ୍ଚିଛନ୍ତି । ଆଜି ଟ୍ରେନ ଯୋଗେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ସେ ରାଜଭବନରେ ଆସି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି...

ମୁଣ୍ଡରେ ଠେକା ଭିଡି ଧାନ କାଟିଲେ ରାହୁଲ

ରାଜନୀତି ସହଜ ପାଠ ନୁହେଁ । ଲୋକଙ୍କ ବିଶ୍ବାସ ଜିତିବା ପାଇଁ ନେତାଙ୍କୁ କେତେ କଣ କରିବାକୁ ପଡୁଛି । ଛତିଶଗଡର ରାୟପୁର ନିକଟସ୍ଥ ଏକ ଗାଁରେ ଧାନକ୍ଷେତରେ ଚାଷୀଙ୍କ ସହ ମିଶି ଧାନ କାଟିଛନ୍ତି କଂଗ୍ରେସ ନେତା ରାହୁଲ...

ଗୋଟି ଚଲେଇବେ ପାଣ୍ଡିୟାନ, ସରକାର ଗଢିବ ବିଜେପି !

ଓଡିଶା ରାଜନୀତିରେ ସସପେନ୍ସ । କିଏ କାହା ସହିତ ଅଛି, କେତେବେଳେ କିଏ କାହାକୁ ବିରୋଧ କରୁଛି ତ ପୁଣି କେତେବେଳେ ସମର୍ଥନ କରୁଛି, କହିବା ସମ୍ଭବ ନୁହେଁ । ରାଜନୀତି ବିଶ୍ଳେଷକଙ୍କ ଅଙ୍କ ଭୁଲ୍ ହୋଇଯାଉଛି । ସାଧାରଣ...

ପାଣ୍ଡିୟାନଙ୍କୁ କ୍ୟାବିନେଟ ପାହ୍ୟା : ‘ନବୀନ ଓଡିଶା’ ଓ 5T ଅଧ୍ୟକ୍ଷ ନିଯୁକ୍ତ

ଗତକାଲି ଚାକିରୀରୁ ଭିଆରଏସ ନେଇଥିବା ଭି.କେ. ପାଣ୍ଡିୟାନଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀ ପାଣ୍ଡିୟାନ 'ନବୀନ ଓଡିଶା'ର ଅଧ୍ୟକ୍ଷ ଏବଂ 5ଟି ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ...
- Advertisement -

Latest article

ଦାବି ପୂରଣ ନହେଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ:ଓମସା

ଭୁବନେଶ୍ୱର: ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ...

ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି ।...

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି...