ସୋନିଆ, ରାହୁଲଙ୍କୁ ଇଡି ନୋଟିସ
କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରୀ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ଟଙ୍କା ହେରଫେର ମାମଲାରେ ଇଡି ଏହି ନୋଟିସ ଜାରୀ କରିଥିବା ସୂଚନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ...
ସତ୍ୟେନ୍ଦ୍ର ଜୈନ ନିର୍ଦ୍ଦୋଷ : କେଜ୍ରିଓ୍ୱାଲ
ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ । ମନି ଲଣ୍ଡରିଂ ମାମଲାରେ ଇଡି ଜୈନଙ୍କୁ ଗିରଫ କରିଛି । ମାତ୍ର ଜୈନଙ୍କ ବିରୋଧରେ...
କଂଗ୍ରେସର ନବସଂକଳ୍ପ ଶିବିର
ନୂଆ ପିସିସି ସଭାପତି ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକ ଦଳକୁ ସଜାଡିବା କାମ ଆରମ୍ଭ କରିଛନ୍ତି । ଆସନ୍ତା ଜୁନ ପହିଲାରୁ ଦୁଇଦିନ ପାଇଁ କଂଗ୍ରେସ ନବ ସଂକଳ୍ପ ଶିବିର ଆୟୋଜନ କରିଛି । ଦଳ ଛାଡିଥିବା ନେତାଙ୍କୁ...
ସସ୍ମିତ, ମାନସ, ସୁଲତା, ନିରଞ୍ଜନ ବିଶି ବିଜେଡିର ରାଜ୍ୟସଭା ପ୍ରାର୍ଥୀ
ଚାରି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସାଂସଦ ସସ୍ମିତ ପାତ୍ରଙ୍କୁ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପରାମର୍ଶଦାତା ମାନସ...
କାହାକୁ ରାଜ୍ୟସଭା ପଠାଇବ ବିଜେଡି
କାହାକୁ ରାଜ୍ୟସଭା ପଠାଇବ ବିଜେଡି । ଚାରୋଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ସୁପ୍ରିମୋଙ୍କ କୋଟେରୀ କାହା ଉପରେ କୃପା ଦୃଷ୍ଟି ପକାଇବେ, ତା ଉପରେ ସମସ୍ତଙ୍କ ନଜର । ସଂଖ୍ୟା ଦୃଷ୍ଟିରୁ ଚାରୋଟି ଯାକ...
ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଏତଲା ରଖୁନି ପୋଲିସ
ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଝରି ଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ବର ଜାଗମରା ଅଞ୍ଚଳର ଜଣେ ଯୁବତୀ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା, ମାନସିକ...
ବଦଳିବେ ମୁଖିଆ, ଆସିଲା ଦିଲ୍ଲୀରୁ ଡକରା
ଶେଷରେ ବଦଳିବେ ରାଜ୍ୟ କଂଗ୍ରେସ ମୁଖିଆ । ପିସିସି ସଭାପତି ବଦଳାଇବା ପାଇଁ ଦୀର୍ଘ ଦିନର ଦାବି ପରେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଆସନ୍ତା 5 ତାରିଖରେ ଦିଲ୍ଲୀରେ ହାଜିରା ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଛି...
ବିଡିଓଙ୍କୁ ମାଡ ମାରି ବିଜେପି ବିଧାୟକ ଗିରଫ
ତିଳେଇବଣି ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦେବଗଡ ଏସଡିପିଓ ଦେଇଥିବା ସୂଚନା ଅନୁଯାୟୀ, ଦେବଗଡ ପୋଲିସ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ଗିରଫ କରିଛି...
ନବୀନଙ୍କ ଉତ୍ତରାଧିକାରୀ ହେବେ ସୁଜାତା !
ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା । କିଏ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ? ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ଉତ୍ତରାଧିକାରୀ ବାଛିବେ କି ନବୀନ ? ନବୀନଙ୍କ ଉତ୍ତରାଧିକାରୀ ଭାବେ ସୁଜାତାଙ୍କ ନାଁ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି...
ଅଟକେଇ ପାରିଲେନି ସରକାର
ଶ୍ରୀମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରେ ପୁରୀରେ ପଦଯାତ୍ରା କରିବାକୁ ଚାହୁଁଥିଲା ବିଜେପି । ହେଲେ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇ ନ ଥିଲା । ପ୍ରଶାସନର ଅନୁମତି ନ ଥିବା ସତ୍ତ୍ବେ ବିଜେପିର ଭୁବନେଶ୍ବର...


















