ପଲିଥିନ ମନା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଓଡିଶାରେ ବ୍ୟାନ ହେବ ପଲିଥିନ । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର 2 ତାରିଖରେ ଏହା ଲାଗୁ ହେବ । ପ୍ରଥମେ ସହରାଞ୍ଚଳ ଓ ପରେ ରାଜ୍ୟବ୍ୟାପୀ ପଲିଥିନ ବନ୍ଦ କରିବାକୁ...
କୈଫୟତ ମାଗିଲେ, ଭୁଲ୍ ବି ମାଗିଲେ : ରାଜ୍ୟପାଳଙ୍କ ବିମାନ ବ୍ୟବହାର ପ୍ରସଙ୍ଗରେ ସରକାରୀ କଳର ଅପରିପକ୍ବ ବ୍ୟବହାର
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ତନାଘନା । ମେ 29ରେ ରାଜ୍ୟପାଳ ଦାୟିତ୍ବ ନେବା ପରେ ନିଜ ଘର ହରିୟାଣା ସ୍ଥିତ ସିର୍ସାକୁ ଭଡା ବିମାନରେ ଯିବା ଓ ପୁଣି ଜେଟ୍ ଏୟାରକ୍ରାଫ୍ଟରେ ଓଡିଶା ଆସିବା...
କେନ୍ଦ୍ରର ମହିଳା ସଶକ୍ତିକରଣ ଯୋଜନା କାହା ସ୍ୱାର୍ଥରେ? ଏଗ୍ରିମେଣ୍ଟ୍ ସହ ଭଡ଼ାରେ କିଣାବିକା ହେଉଛନ୍ତି ମହିଳା
ମଧ୍ୟପ୍ରଦେଶ(ଏଜେନ୍ସି): ଦେଶରେ ମହିଳା ସଶକ୍ତିକରଣ ହେଉଛି, ମହିଳାମାନେ ଆତ୍ମସମ୍ମାନର ସହ ବଞ୍ଚôବା ଆରମ୍ଭ କରିଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ସବୁପ୍ରକାର ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି । ଝିଅମାନେ ପାଠ ପଢ଼ୁଛନ୍ତି, ନିଯୁକ୍ତି ପାଉଛନ୍ତି, ଦେଶର ନାମ...
ଦାମବାବୁ ସବୁ ଜାଣିଛନ୍ତି
ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ଗୁମର ସିବିଆଇ ଖୋଲିବା ଆଗରୁ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଏମିତି କିଛି ନ କହି ନକହି ସେ ଯାହା କହିଛନ୍ତି, ତାହା ବିରୋଧୀଙ୍କୁ ଯେତିକି ଉତ୍ସାହିତ କରିଛି,...
ସିବିଆଇ ଖୋଲିବ ବ୍ଲାକରୋଜ ଗୁମର
ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡିବାର 9 ବର୍ଷ ପରେ ଏହି ଘଟଣାର ସିବିଆଇ ତଦନ୍ତ କରିବ । ବ୍ଲାକରୋଜ ଜାହାଜ ବୁଡି ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ସିବିଆଇ ତଦନ୍ତ ପରେ ଏହା ଉପରୁ ପରଦା...
ଶାହାଙ୍କ ଦିନିକିଆ ଦରବାର
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସିଲେ । ତୃଣମୂଳରୁ ରାଜ୍ୟସ୍ତରୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ । 2019 ପାଇଁ ପ୍ରସ୍ତୁତିର ସମୀକ୍ଷା କରି ଫେରିଗଲେ । ଅବଶ୍ୟ ଦିନିକିଆ ଓଡିଶା ଗସ୍ତ ସମୟରେ ବିଜେଡି ବିରୋଧରେ ବର୍ଷିଛନ୍ତି ଅମିତ...
ନବୀନଙ୍କ ନିଖୋଜ ଗପ : ବେଶ୍ୟାଳୟରୁ ଗିରଫ ପରେ ବିଜେଡିରୁ ନିଲମ୍ବିତ
ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଜୁଲାଇ 1 ତାରିଖରେ ହଠାତ କୁଆଡେ ନିଖୋଜ ହୋଇଗଲେ । ବ୍ୟାବସାୟିକ କାମରେ ବାବୁ କୋଲକାତା ଯାଇଥିବା ବେଳେ ପରିବାର ଲୋକେ ତାଙ୍କ ସହ ଆଉ ଯୋଗାଯୋଗ କରିପାରିଲେନି । ଯେଉଁ ଫ୍ଲାଇଟରେ...
ଆଗୁଆ ନିର୍ବାଚନ ତାଲିକାରେ କେଉଁ ରାଜ୍ୟ
ଦେଶରେ ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓଡିଶାରେ ବିଜେଡି ସରକାରର କାର୍ଯ୍ୟକାଳ 2019 ଜୁନରେ ଶେଷ ହେଉଥିବା ବେଳେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଏକାଠି କରିବାକୁ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ...
ଶଙ୍ଖମଣିଙ୍କ ଚିନ୍ତା
ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦୀ ନେତା । ମାତ୍ର ଅଠର ବର୍ଷର ନିରଙ୍କୁଶ ଶାସନ ପରେ ବି ପୁଣି କ୍ଷମତାକୁ ଫେରିବା ନେଇ ତାଙ୍କ ମନ ଭିତରେ ଶଙ୍କା ରହିଛି । ଶଙ୍କା ରହିବା ବି ସ୍ବାଭାବିକ । ରାଜନୀତିରେ...