ନାମାଙ୍କନ ଦାଖଲ ପରେ ହଜିଗଲେ ରିନା
ମାଲକାନଗିରିରେ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀ ହୋଇଥିବା ରୀନା କବାସି ନିଖୋଜ ହୋଇଛନ୍ତି । ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାଲିମେଳା ଜୋନ୍ 2 ରୁ ସେ...
ଘୁଞ୍ଚିଲା ବିଧାନସଭା ନିର୍ବାଚନ
ନିର୍ବାଚନ କମିଶନ ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚେଇଛନ୍ତି । ଫେବୃଆରୀ 14 ତାରିଖ ବଦଳରେ ଫେବୃଆରୀ 20 ତାରିଖରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଗୁରୁ ରବିଦାସଙ୍କ ଜୟନ୍ତୀ ପାଇଁ ନିର୍ବାଚନ ଫେବୃଆରୀ 14 ତାରିଖକୁ ଘୁଞ୍ଚାଇବାକୁ...
ୟୁପିରେ ଭୁଷୁଡୁଛି ଯୋଗୀଙ୍କ ଦୁର୍ଗ
ବିଜେପି ଛାଡିଲେ ବିଧାୟକ । ଉତ୍ତରପ୍ରଦେଶରେ ଜଣକ ପରେ ଜଣେ ବିଧାୟକ ବିଜେପି ଛାଡିବାରେ ଲାଗିଛନ୍ତି । ଆଜି ବିଧାୟକ ମୁକେଶ ବର୍ମା ଓ ବିଧାୟକ ବିନୟ ଶାକ୍ୟ ଟ୍ବିଟ୍ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।...
ୟୁପି ବିଜେପିରେ ନିଆଁ
ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଜେପିରେ ନିଆଁ । ନିଜର ଲୋକପ୍ରିୟତାକୁ ନେଇ ଖୁବ୍ ତୁମ୍ବିତୋଫାନ କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶକ୍ତ ଧକ୍କା । ଜଣଙ୍କ ପରେ ଜଣେ ନେତା ଏବେ ବିଜେପି ଛାଡିବା ଆରମ୍ଭ କରିଛନ୍ତି ।...
କଂଗ୍ରେସ ସେବାଦଳର ଶୋଭାଯାତ୍ରା
ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦୀର୍ଘଦିନ ପରେ କଂଗ୍ରେସ ସେବାଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶୋଭାଯାତ୍ରା ରାଜଧାନୀରେ ପରିକ୍ରମା କରିବା ପରେ କଂଗ୍ରେସ ଭବନରେ ପହଞ୍ଚିଥିଲା । ଏଥିରେ ରାଜ୍ୟର ପ୍ରାୟ ତିନିହଜାର କର୍ମୀ ଯୋଗ ଦେଇଥିଲେ ।...
ସଞ୍ଜୟଙ୍କ ବହିଷ୍କାର ଦାବି କଲେ ଲଳିତେନ୍ଦୁ
ବ୍ରହ୍ମଗିରି ସାନବନ୍ଧ କେରା ଗାଁର ଚିତ୍ତରଂଜନଙ୍କ ମୃତ୍ୟୁକୁ ନେଇ ବିବାଦରେ ବିଜେଡିର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଜନା ବୋର୍ଡ...
‘ଟେକା ଫୋପାଡିବା ପ୍ରମାଣିତ କଲେ ରାଜନୀତି ଛାଡିଦେବି’
ପୋଲିସ କମିଶନରଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ । ଆନ୍ଦୋଳନ ବେଳେ ଛାତ୍ର କଂଗ୍ରେସ କର୍ମୀମାନେ ଯଦି ପୋଲିସ ଉପରକୁ ଠେକା ପଥର ଫିଙ୍ଗିଥିବା ପୋଲିସ କମିଶନର ପ୍ରମାଣିତ କରିଦେବେ, ତେବେ ସେ ରାଜନୀତି ଛାଡିଦେବେ ବୋଲି...
କଂଗ୍ରେସ ଭବନ ଭିତରେ ପଶି ପିଟିଲା ପୋଲିସ
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ ।
ମମିତା ମେହେରଙ୍କୁ ନ୍ୟାୟ ଦାବି ଏବଂ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ...
ପୁଅର ଦାୟ ନା ବାରଶ ବଢେଇରେ ?
“ପୁଅର ଦାୟ, ନା ବାରଶ ବଢେଇରେ ଦାୟ ? ବାରଶହ ବଢେଇଙ୍କ ଜୀବନ ପାଇଁ ବିଶୁ ମହାରଣା ପୁଅର ଜୀବନକୁ ବାଜି ଲଗେଇଦେଲା ।“
ବିଧାନସଭାରେ ଡ୍ରାମା ଚାଲିଛି । 6 ଦିନ ଧରି ବିଧାନସଭା ଚାଲି ପାରୁନି । କିଏ...
କୋଭିଡ୍ ପରିଚାଳନାରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ
ଭୁବନେଶ୍ୱର,୨ ।୧୨: କୋଭିଡ୍ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି। କୋଭିଡ୍ ଉପରେ ଆଲୋଚନାରେ ବିଜୁ ଜନତା ଦଳ...
















