ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ : ବାଚସ୍ପତି
ଓଡିଶା ବିଧାନସଭାରେ ବିରୋଧୀଙ୍କ ବିରୋଧର ଭାଷା । ସବୁ ଅଭଦ୍ରାମୀର ସମୀ ଲଂଘନ କରିଛନ୍ତି ବିରୋଧୀ । ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ । ସଂଶୋଧିତ ଲୋକାୟୁକ୍ତ ବିଲ୍ ଗୃହରେ ପାରିତ ହେବା...
ଆସିଲା ଷ୍ଟାର ପ୍ରଚାରକ ତାଲିକା
କିଏ ଜିତିବ ପିପିଲି ଗଡ । ପିପିଲିବାସୀଙ୍କର ମନ କିଏ ମୋହିବ । ଏବେ ପିପିଲିରେ ଚାଲିଛି ଜୋରଦାର୍ ପ୍ରଚାର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରାର୍ଥୀ । ଏହା ଭିତରେ ବିଜେପି ଷ୍ଟାର ପ୍ରଚାରକ...
ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ମଇଦାନରେ ଆଜିଠୁ ଜମିବ ପ୍ରଚାର, ଉଠିବ ପଡିବ ପିପିଲି । ଆଜି ପିପିଲି ଉପ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ...
ପିପିଲି ମଇଦାନକୁ ଓହ୍ଲାଇବେ ରୁଦ୍ର
ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ରୁଦ୍ର । ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ଦଳର ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ମହାରଥୀଙ୍କ ପତ୍ନୀ ପ୍ରତିଭା କି ପୁଅ ରୁଦ୍ରଙ୍କୁ...
‘କଥା ନମାନିଲେ ମୋଟୁ ପଠାଇଦେବି’
'କଥା ନମାନିଲେ ମୋଟୁ ପଠାଇଦେବି' ।
'ହଁ ଆଜ୍ଞା, ମତେ ମୋଟୁ ପଠାଇ ଦିଅନ୍ତୁ । ମୁଁ ସେଠିକି ପଳାଇବି ।'
ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ୍ ଅଡିଓକୁ ନେଇ ବିଧାନସଭା ଆଜି ସରଗରମ ହୋଇଥିଲା । ବିରୋଧୀ ଦଳ...
ବିଜେପିର ମାହାଙ୍ଗା ରାଲି
ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ସଦଭାବନା ଯାତ୍ରା କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ଦଳୀୟ ନେତା ଓ କର୍ମୀମାନେ ବିଧାନସଭା ଘେରାଉ କରିଥିଲେ...
ନବୀନ ବାବୁ ଆମକୁ ଠକିଦେଲେ : ବିଜେପି
ନବୀନ ବାବୁ ଆମକୁ ଠକିଦେଲେ । ଆଜି ବିଧାନସଭାରେ ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ...
କାଲି ଉତ୍ତର ରଖିବେ ମନ୍ତ୍ରୀ
ବିଧାନସଭା ଅଚଳାବସ୍ଥା ଦୂର ପାଇଁ ଆଜି ସର୍ବଦଳୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଆସନ୍ତାକାଲି ସାଢେ ଏଗାରଟାରେ ଯୋଗାଣମନ୍ତ୍ରୀ ଉତ୍ତର ରଖିବେ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ...
ନବୀନ ନିବାସରୁ ବାହାରିଲେ ନବୀନ
ମୁଖ୍ୟମନ୍ତ୍ରୀ ବିଧାନସଭା ଯାଉନାହାଁନ୍ତି । ବିଧାନସଭା ଅଚଳ ହୋଇ ରହିଛି । ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଶେଷରେ ଆଜି ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ଗଲେ । ବିଜେପି ବିଧାୟକଙ୍କ ପଛେ ପଛେ...
ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା
ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...


















