ସଂସଦରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେ ବି ଛୁଉଁନି
ଲୋକସଭା ଓ ରାଜ୍ୟସଭାର ସାଂସଦଙ୍କୁ ମିଶାଇଲେ ବି କଂଗ୍ରେସର ସାଂସଦଙ୍କ ସଂଖ୍ୟା ସଂସଦରେ ଶହେ ଛୁଉଁନି । ବିହାରରେ ନିର୍ବାଚନ ପ୍ରଚାର ସମୟରେ ଏଭଳି ତୁଳନାତ୍ମକ ପରିସଂଖ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର 9 ଜଣ ସାସଂଦ...
ସାଇକେଲରୁ କାର୍ ଚଢିଲେ ବେଣୁ ମଉସା
ବାଲେଶ୍ବର ସଦର ଉପନିର୍ବାଚନରେ ଚର୍ଚ୍ଚିତ ପ୍ରାର୍ଥୀ ବେଣୁ ମଉସା ଓ ଓରଫ ବେଣୁଧର ବାରିକ I ଉପନିର୍ବାଚନରେ ତିନିଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ବେଣୁଧର ବାରିକ ଜଣେ I ମାତ୍ର ତାଙ୍କ ନିର୍ବାଚନ ପ୍ରଚାର ସୋସିଆଲ ମିଡିଆ ଓ...
ବିହାରରେ ଘମାଘୋଟ ଲଢେଇ
ବିହାର ନିର୍ବାଚନ ପାଇଁ ଦୁଇ ମେଣ୍ଟ ଦଳ ପରସ୍ପର ଉପରେ ଘମାଘୋଟ ଆକ୍ରମଣ କରିବାରେ ଲାଗିଛନ୍ତି I ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାଥନ ରାଲି କରିଛନ୍ତି...
ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ଟ୍ୱିଟରରେ ଝଡ
ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଏବେ ଅଡୁଆରେ ବିଜେପି ନେତା ବୈଜୟନ୍ତ ପଣ୍ଡା । ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇ ଜେରା କରିବା ଘଟଣାକୁ ନିଜ ଟୁଟର ପେଜରେ ସମାଲୋଚନା କରିଛନ୍ତି ବୈଜୟନ୍ତ...
ଉପନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାରକ ତାଲିକା
ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ତାରକା ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି I ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଂଜନ ପଟ୍ଟନାୟକ, ସଞ୍ଜୟ...
ବାଲେଶ୍ୱର,ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ବାଲେଶ୍ୱର,ତିର୍ତ୍ତୋଲ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ସ୍ୱରୂପ ଦାସ ହେଲେ ବାଲେଶ୍ୱର ପାଇଁ ପ୍ରାର୍ଥୀ । ଏବଂ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ...
ବାଲେଶ୍ୱର, ତିର୍ତ୍ତୋଲ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୧୬ ତାରିଖରେ ନାମାଙ୍କନର ଶେଷ ତାରିଖ...
କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ
କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁଚନା ମିଳିଛି । କୋଇଲା ଦୁର୍ନିତିରେ ଜଣେ କେନ୍ଦ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଏହା ପ୍ରଥମ...
ରାଜନୀତିରେ ବାଜି ମାରୁଥିବା ମହାରଥୀ ଆଜି ଚିରନିଦ୍ରାରେ
ଆଉ ନାହାଁନ୍ତି ପିପିଲି ବିଧାୟକ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଦିପ ମହାରଥୀ । ଚିକିତ୍ସିତ ଅବସ୍ଥାରେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦିପ ମହାରଥୀ । ଯିଏ ସବୁବେଳେ କହୁଥିଲେ ୧୦୦ ଘୋଡାକୁ...
ଅଶୋକ ସାହୁଙ୍କ ପରଲୋକ
ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ । କଟକ ପିଠାପୁର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଶୋକ ସାହୁ । ସପ୍ତାହେ ଧରି ସେ ଅସୁସ୍ଥ ଥିଲେ । ଆସାମ କ୍ୟାଡରରେ ଅବସରପ୍ରାପ୍ତ ଆଇପିଏସ ଅଫିସର ଥିଲେ...


















