ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ । କଟକ ପିଠାପୁର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଶୋକ ସାହୁ । ସପ୍ତାହେ ଧରି ସେ ଅସୁସ୍ଥ ଥିଲେ । ଆସାମ କ୍ୟାଡରରେ ଅବସରପ୍ରାପ୍ତ ଆଇପିଏସ ଅଫିସର ଥିଲେ । ଭିଆରଏସ ନେବା ପରେ ଓଡିଶା ଫେରି ବିଜେପିରେ ଯୋଗ ଦେଇଥିଲେ । ୨୦୦୯ରେ କନ୍ଧମାଳ ଓ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here