ଅଲମ୍ପିଆନ କେ.ରବି କୁମାର ନିଲମ୍ବିତ, ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ କରିଥିବା ଅଭିଯୋଗରେ ନିଲମ୍ବିତ
ଅଲମ୍ପିଆନ କେ.ରବି କୁମାର ନିଲମ୍ବିତ । ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଓଡିଶାର ଭାରତ୍ତୋଳନକାରୀରେ ସ୍ୱର୍ଣ୍ଣ ବିଜେତା କେ.ରବି କୁମାର ଡୋଭ ଟେଷ୍ଟରେ ଫେଲ ହୋଇଛନ୍ତି । ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତଥା ନାଡା ଦ୍ୱାରା ହୋଇଥିବା ପରୀକ୍ଷାରେ ତାଙ୍କର...
ଶିଖରଙ୍କ ପରେ ଭୁବି ଆହାତ
ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଆହାତ କାରଣରୁ ଦଳରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହାତ ହୋଇଛନ୍ତି ଭୁବନେଶ୍ୱର କୁମାର...
ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଲଢେଇ
ଦ୍ୱାଦଶ ବିଶ୍ୱକପ୍ର ୧୮ ତମ ମ୍ୟାଚରେ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ । ଭାରତୀୟ ସମୟ ଅପରାହ୍ନ ୩ ଟାରେ ମ୍ୟାଚ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଦୁଇ ଟିମ ଜବରଦସ୍ତ ଫର୍ମରେ ଅଛନ୍ତି । ଭାରତ ଚଳିତ ବିଶ୍ୱକପ୍ରେ...
ରୋଜଗାରରେ କୋହଲି ନମ୍ବର ୱାନ
ସଦ୍ୟ ପ୍ରକାଶିତ ଫୋବର୍ସ ତାଲିକାରେ ବିଶ୍ୱର ସବୁଠୁ ଅଧିକ ଆୟ କରୁଥିବା କ୍ରିଡାବିତ୍ ମାନଙ୍କ ମଧ୍ୟରେ ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଭାରତର କ୍ୟାପଟେନ୍ ବିରାଟ କୋହଲି । ସବୁଠୁ ବଡ କଥା ହେଉଛି, ଏହି...
ଧାୱନ୍ଙ୍କ ସ୍ଥାନରେ ଖେଳିବେ ଋିଷଭ ପନ୍ତ
ଟିମ ଇଣ୍ଡିଆର ଯୁବ ଉଇକେଟ କିପର ,ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଇଂଲଣ୍ଡ ଡାକରା । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦୁଇଟି ବିଜୟ ସହ ମଜଭୁତ ସ୍ଥିତିରେ ଥିବା ସମୟରେ ଟିମ୍ କୁ ଏକ ଶକ୍ତ ଝଟକା ଲାଗିଥିଲା ।...
ବିଶ୍ୱକପରେ ଭାରତକୁ ଝଟକା
ବିଶ୍ୱକପ ପାଇଁ ଇଂଲଣ୍ଡ ଗ୍ରସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ ଆହାତ । ତିିନି ସପ୍ତାହ ପାଇଁ କ୍ରିକେଟ ଖେଳିବେନି ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ ।...
ସନ୍ନ୍ୟାସ ନେଲେ ଯୁବରାଜ ସିଂ
ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ...
ଏଫ ଆଇ ଏଚ୍ ସିରିଜ୍ ଫାଇନାଲ୍ସ:ସନ୍ଧ୍ୟା ୭ଟାରେ ଭାରତକୁ ଭେଟିବ ରୁଷିଆ
ବିଶ୍ୱକପ ହକି ପରେ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି ହକି ଫିବର । ଆଜିଠୁ ଆରମ୍ଭ ହୋଇଛି ଏଫ ଆଇ ଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ । ଆଜିଠୁ ଆରମ୍ଭ ହୋଇଥିବା ଏହି ସିରିଜ୍ ଫାଇନାଲ ମ୍ୟାଚ ଜୁନ ୧୫...
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି
ଭାରତ -ଦକ୍ଷିଣ ଆଫ୍ରିକା ମହାମୁକାବିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଟିମ୍ ଇଣ୍ଡିଆ ବୋଲିଂ କରିବ । ଆଜିଠୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବିଶ୍ୱ କ୍ରିକେଟର ସବୁଠୁ ଲୋକପ୍ରିୟ ଦଳ ଭାରତ । ୨୦୧୯...
FIH ସିରିଜ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଜୁନ୍ ୬ରୁ ମ୍ୟାଚ୍
ଆସନ୍ତା ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ସିରିଜ୍ ର ଫାଇନାଲ ମ୍ୟାଚ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି...

















