23.1 C
Bhubaneswar
Monday, October 26, 2026
-Advertisement-
video

ଆରମ୍ଭ ହେଲା ଅପରାଜିତାଙ୍କ ରାଜ୍..

ଆଇଏଏସ ଚାକିରି ଛାଡି ଅପରାଜିତା ବିଜେପିରେ ଯୋଗଦେବା ପରେ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହଙ୍କ ଠାରୁ ବର ପାଇ ଆସିଥିବାରୁ ଅପରାଜିତାଙ୍କ ପ୍ରଭାବ...

ଚାଷୀ ପାଇଁ କାନ୍ଦିବେ ସମସ୍ତେ!

ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବା ପଛରେ କାମ କରିଛି ଚାଷୀ ପ୍ରସଙ୍ଗ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରକୁ ଆସିଲା । ତେଣୁ ୨୦୧୯ରେ...

ଚାମ୍ପିଅନ ପଦ୍ମିନୀ

ଓଡିଆ ଚେସ୍ କୁଇନ ପଦ୍ମିନୀ ରାଉତଙ୍କୁ ମିଳିଛି ସଫଳତା । ଏସିଆନ ମହିଳା ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପଦ୍ମିନୀ । ଫିଲଫାଇନ୍ସରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୯ଟି ରାଉଣ୍ଡରୁ ୭ ପଏଣ୍ଟ ପାଇଁ ଚାମ୍ପିୟନ ହୋଇଛନ୍ତି ସେ । ଏଥିସହ...

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଛି ‘ପେଥାଇ’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ‘ପେଥାଇ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତକାଲି ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା...

ରାଫେଲକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍

ଯୁଦ୍ଧ ବିମାନ ରାଫେଲକୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ. ରାଫେଲ କିଣାରେ ଲାଞ୍ଚ କାରବାର ତଥା ଅନିୟମିତତାକୁ ନେଇ ସନ୍ଦେହ କରିବାର କିଛି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି . ଏଥିସହିତ ରାଫେଲ ଚୁକ୍ତିରେ...

ଓଡିଶାରେ କ୍ଷମତା ଦଖଲ ପାଇଁ କଂଗ୍ରେସ ଆଶାବାଦୀ

ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସର ସଫଳତା ପ୍ରଦେଶ କଂଗ୍ରେସରେ ଏବେ ନୂଆ ଆଶା ସଂଚାର କରିଛି । ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ...
video

ଷ୍ଟାର ନାଇଟରେ ଶ୍ରେୟାଙ୍କ ପ୍ରେମ ବର୍ଷା

ଗୀତରେ ଗୀତରେ ଝୁମୁଥିଲା ଶୀତୁଆ ସନ୍ଧ୍ୟା । ବାହାରେ ଶୀତ ଅନୁଭୁତ ହେଉଥିବା ବେଳେ ପ୍ରଦର୍ଶନୀ ପଡିଆର ମାହୋଲ ଥିଲା ବେଶ ଗରମ । କିଛି କ୍ଷଣ ପାଇଁ ପ୍ରଦର୍ଶନୀ ପଡିଆ ପାଲଟିଥିଲା ପ୍ରେମ ରାଇଜ । ବେପନହା ପ୍ୟାର...

ମହୁମାଛିଙ୍କ ଗୁଞ୍ଜରଣ ରୋକିବ ହାତୀ ମୃତ୍ୟୁ

ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ । ବିଶେଷକରି ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ହାତୀ ମୃତ୍ୟୁକୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ...

ଇସ୍ତାହାର କମିଟିରୁ ବାଦ୍ ପଡିଲେ ଶ୍ରୀକାନ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଲାଗିଛି ବଡ ଝଟକା । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡିଛନ୍ତି ଶ୍ରୀକାନ୍ତ । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ଗୁରୁବାର ଅଲ୍‌...

ପ୍ରସଙ୍ଗ ମହିଳା ସଂରକ୍ଷଣ: ୨୨ ଦଳକୁ ଭେଟିବ ବିଜେଡି

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଶକ୍ତି ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା କସରତରେ ବିଜେଡି ଜାତୀୟସ୍ତରରେ ବି ଅନ୍ୟ ଦଳକୁ ପଛରେ ପକାଇ ଦେଇଛି । ସମର୍ଥନ ହାତେଇବାକୁ...
- Advertisement -

Latest article

Règles de la roulette à double bille Lucky8

SommairePrésentation du jeu Double Ball RouletteTypes de mises et tableaux des paiementsStratégies de base et gestion de bankrollAvantages, inconvénients et verdictFAQ et problèmes courants Règles...

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...