#MeToo ମାମଲାର ବିଚାର ପାଇଁ ଗଠନ ହେବ କମିଟି
ଯୌନ ଉତ୍ପୀଡନ ମାମଲା ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଲିଉଡ୍ ଓ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି. ତେବେ ଏହା ଉପରେ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ମେନକା...
ତିତଲି ମୁକାବିଲା ପ୍ରସ୍ତୁତିରେ ସରକାର ବିଫଳ: ବିଜେପି
ବାତ୍ୟା ଓ ଲଗାଣ ବର୍ଷା ନେଇ ପାଣିପାଗ ବିଭାଗ ସ୍ପଷ୍ଟ ପୂର୍ବାନୁମାନ ସତ୍ତ୍ୱେ ତିତଲିର ମୁକାବୁଲା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ହୋଇପଡିଛି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।...
ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ପୂଜା ଛୁଟି ବାତିଲ
ରାଜ୍ୟ ସରକାର ଆଗାମୀ ଦୁର୍ଗାପୂଜା ପାଇଁ କିଛି ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ଶୁକ୍ରବାର ଛୁଟି ବାତିଲ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି...
ବିଜେଡି ମୁଖପାତ୍ର ତାଲିକାରେ ହେଭିୱେଟ ନେତା
ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ସେତେ ରାଜ୍ୟ ରାଜନୀତି ସରଗରମ ହେଉଛି । କିଛି କିଛି ନେତା ନିଜ ଦଳ ଛାଡୁଥିବାବେଳେ କିଛି ନେତା ଅନ୍ୟ କେଉଁ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ବିଜେଡିର...
‘ତିତଲି’ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଆକାଶମାର୍ଗରୁ ତିତଲି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଇଛନ୍ତି. ବାତ୍ୟା ଓ ବନ୍ୟାଜନିତ କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ...
୧୬ଟି ଟ୍ରେନ ଯାତ୍ରା ଠପ୍ , କିଛି ଟ୍ରେନର ସମୟ ପରିବର୍ତ୍ତନ
ଟ୍ରେନ ଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେଳବାଇ କର୍ତ୍ତୃପକ୍ଷ ୧୬ଟି ଟ୍ରେନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ୧୬ଟି ଟ୍ରେନ ବାତିଲ ହୋଇଥିବା ବେଳେ ଅନ୍ୟ କେତେକ ଟ୍ରେନର ଚଳାଚଳ ସମୟ ପରିବର୍ତ୍ତନ କରାଯାଇଛି।
ରେଳବାଇ ସୂଚନା ଅନୁଯାୟୀ,...
ଫ୍ୟୁଜ୍ ହେଲା ‘ଉଜ୍ୱଳା’ ଯୋଜନା
କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନା ଫେଲ୍ ମାରିଛି ଏବଂ ଦେଶର ବିଭିନ୍ନ କେନ୍ଦ୍ରରେ ଏଲଇଡି ବଲ୍ବ ମିଳିବା ସଂପୂର୍ଣ୍ଣରୂପେ ବନ୍ଦ ହୋଇଯାଇଛି. ଇଇଏସଏଲ କମ୍ପାନୀ ପବ୍ଲିକଙ୍କୁ ପାଖାପାଖି 1 କୋଟି 36 ଲକ୍ଷ 3 ହଜାର...
କାନ୍ଥକୁ ଧକ୍କା ଦେଲା ଏୟାର ଇଣ୍ଡିଆ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ତାମିଲନାଡୁର ତ୍ରିଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି. ଘଟଣାକ୍ରମେ ରାତି 1.30ରେ ତ୍ରିଚିରୁ ଦୁବାଇ ଅଭିମୁଖେ 136 ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଭାଗ୍ୟବଶତଃ ବିମାନ ପରିସରରେ...
ତିନ୍ତେଇ ଦେଲା ତିତଲି : ନନଷ୍ଟପ ବର୍ଷାରେ ଲୋକେ ହନ୍ତସନ୍ତ, ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା
ତିତଲିର ବିପଦ ଓଡିଶା ଉପରୁ ଟଳିଯାଇଥିେ ବି ଏହାର ପ୍ରକୋପରୁ ନିସ୍ତାର ପାଇନାହିଁ । ଗୁରୁବାର ରାତି ତମାମ ବିଜୁଳି ଓ ଘଡଘଡି ସହ ପ୍ରଚଣ୍ଡ ବର୍ଷାରେ ରାଜ୍ୟବାସୀଙ୍କୁ ତିନ୍ତେଇ ଦେଇଛି ତିତଲି । ରାଜ୍ୟ ତମାମ ବର୍ଷା ଲାଗି...
‘କୌନ ବନେଗା କରୋଡପତି’ରେ ଆସିବେ ମୁଖ୍ୟମନ୍ତ୍ରୀ
ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡିଶା ସରକାର ଏଥିପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି. ତେବେ ଏହାର ପ୍ରଚାର ପ୍ରଚାର ସୋନୀ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ...






