25.1 C
Bhubaneswar
Sunday, October 25, 2026
-Advertisement-

୭୩ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। ପୂର୍ବରୁ...
video

ଆୟୁଷ୍ମାନ ଭାରତ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଆଯୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି. ରାଜ୍ୟବ୍ୟାପି ଜନସାଧାରଣଙ୍କଠୁ 1 କୋଟି ଦସ୍ତଖତ ସଂଗ୍ରହ କରାଯିବା ପରେ ଦଳ ପକ୍ଷରୁ ଦସ୍ତଖତ ସମ୍ବଳିତ ଦାବିପତ୍ର...

ଆସନ୍ତାମାସରେ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି

ଚୀନ ରାଷ୍ଟ୍ରପତି ସି.ଚିନଫିଙ୍ଗଙ୍କୁ ଆସନ୍ତା ମାସରେ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ଦୁଇ ରାଷ୍ଟ୍ରପତିଙ୍କ ସାକ୍ଷାତ ଆର୍ଜେଣ୍ଚିନାରେ ହେବ ବୋଲି ଚୀନର ରାଷ୍ଟ୍ରଦୂତ ଲ୍ୟୁ ଝାଓହୁଇଙ୍କ ତରଫରୁ ସ୍ପଷ୍ଟ କରାଯାଇଛି.  ପ୍ରଥମଥର ପାଇଁ ଭାରତ ଓ ଚୀନ...

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି : ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ମଂଜୁର କରିଛନ୍ତି. ବର୍ଦ୍ଧିତ ଦୁଇ ପ୍ରତିଶତ ଭତ୍ତା ଫଳରେ ମହଙ୍ଗା ଭତ୍ତା ମୋଟ 9 ପ୍ରତିଶତକୁ ବୃଦ୍ଧି ପାଇଛି....

Me#tooର ସେକ୍ସ ଶିକାର

ଦୀର୍ଘବର୍ଷ ପରେ ଯୌନ ଶୋଷଣର ଅଭିଯୋଗ. ଏମିତି ଅଭିଯୋଗର ଲମ୍ବାଫର୍ଦ୍ଦ ଏବେ ଆହୁରି ଲମ୍ବା ହେବାରେ ଲାଗିଛି. ଅଭିନେତ୍ରୀ ତନୁଶ୍ରୀ ଦତ୍ତ, ଦିୟା ମିର୍ଜାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସୁତପା ପଲଙ୍କ ଯାଏଁ ବହୁ ମହିଳା ସେମାନଙ୍କ ଉପରେ...

ଦେହଜୀବୀଙ୍କ ଜୀବନୀକୁ ନେଇ ଦୂର୍ଗା ମଣ୍ଡପ ନିର୍ମାଣ

ମା ଦୁର୍ଗାଙ୍କ ଆରାଧନା ପାଇଁ ଉସôବ ମୁଖର ହୋଇଉଠିଛି ପୁର ପଲ୍ଲୀ । ଧରାପୃଷ୍ଠର ଅବତରଣ କରିବେ ଦୁର୍ଗତୀନାଶିନୀ ମା ଦୂର୍ଗା। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ରଙ୍ଗିନ ଆଲୋକମାଳା ସାଙ୍ଗକୁ ତୋରଣ କରିବାରେ ବ୍ୟସ୍ତ...

୫୯ ଦିନ ପରେ ଆନ୍ଦୋଳନରୁ ଓହରିଲା ଶିକ୍ଷକ ମିଳିତ ମଞ୍ଚ

ଦୀର୍ଘ ୫୯ ଦିନ ପରେ ଆନ୍ଦୋଳନରୁ ଓହରିଛି ସ୍କୁଲ କଲେଜ କର୍ମଚାରୀ ମିଳିତ ମଂଚ । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସରକାର କିଛି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବାରୁ ସଂଘ ଆନ୍ଦୋଳନରୁ ଓହରିଛି. ଶନିବାର...

ମୋଦୀଙ୍କୁ ହତ୍ୟା ଧମକ : ଧମକପୂର୍ଣ୍ଣ ମେଲକୁ ନେଇ ଖୋଳତାଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । ଦିଲ୍ଲୀ ପୁଲିସ କମିଶନରଙ୍କ ନିକଟକୁ ଏମିତି ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ମେଲରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ଏହାର ଖୋଳତାଡ ଆରମ୍ଭ ହୋଇଛି । ସୁଚନା ଅନୁଯାୟୀ ଦିଲ୍ଲୀ...

ଇଣ୍ଟରନେଟ୍ ସେବା ବନ୍ଦ ଭାରତକୁ ପ୍ରଭାବିତ କରିବନି

ଶୁକ୍ରବାର ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର ପ୍ରଚାର ହେବା ପରେ ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସରକାର କହିଛନ୍ତି । ଜଣେ ବରିଷ୍ଠ ସାଇବର ସିକ୍ୟୁରିଟି ଅଧିକାରି ଏହି ସୂଚନା ଦେଇଛନ୍ତି । ପ୍ରଚାର...

ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ : ବନ୍ୟା ପ୍ରଭାବିତଙ୍କୁ ମିଳିଲା ରିଲିଫ

ତିତଲି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଫେରିବା ପରେ...
- Advertisement -

Latest article

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...

Hoe je Lalabet KYC in één keer kunt doorstaan

InhoudWat is KYC en waarom voert Lalabet het uit?De benodigde documenten voor verificatieStapsgewijze handleiding voor het uploadprocesVeelvoorkomende problemen en oplossingenWat te verwachten na het...

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...