24.1 C
Bhubaneswar
Tuesday, October 27, 2026
-Advertisement-

IRS ଅଫିସରଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା

ଦିଲ୍ଲୀରେ ଜଣେ IRS ଅଫିସରଙ୍କ ଘରେ ଝିଅକୁ ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ମଧ୍ୟ ହୋଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ଅମର କଲୋନୀରେ ଏହି ଘଟଣା ଘଟିଛି ।ଘରର ସହାୟକ ଉପରେ ପୋଲିସ...

ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ କଲେ ଛାଡ଼ିବେ ନାହିଁ ସରକାର

ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଏବଂ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କ ପାଇଁ ଏବେ କଠୋର ସନ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ," ଅପରାଧୀଙ୍କୁ...

ଅନଲାଇନରେ ପାଠ ପଢିବେ ଛାତ୍ର ଛାତ୍ରୀ

ଏଥର ଖରାଛୁଟିରେ ପାଠପଢା ଶିଶୁବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଘରେ ବସି ଶିକ୍ଷାଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। Odisha School Education Programme Authority ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି...

ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଆଜି ରାଉରକେଲାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ...

ମହିଳା ସଂରକ୍ଷଣ ବିଲ୍; କଂଗ୍ରେସକୁ ଅପରାଜିତାଙ୍କ କଡା ସମାଲୋଚନା

ମହିଳା ସଂରକ୍ଷଣ ବିଲ୍ ଅନୁମୋଦିତ ନ ହେବା ପରେ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା...

ଏପ୍ରିଲ ୨୭ରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଲୋକଙ୍କ ଦୁଃଖ ଶୁଣିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ। ସକାଳ ୭ଟାରୁ ଦିନ୧୨ଟା ପର୍ଯ୍ୟନ୍ତ ୟୁନିଟ-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବ।...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏପ୍ରିଲ ୨୨ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆୟୋଜିତ ହେବ। ବୈଠକରେ ରାଜ୍ୟର ଅନେକ ଜରୁରୀ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ଏବଂ ବିଭିନ୍ନ...

ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଚକ ପାଇଁ ୪୨ଟି ତୁମ୍ୱ ନିର୍ମାଣ କାର୍ଯ୍ୟ ହେବ। ପବିତ୍ର ଅକ୍ଷୟ ତୃତୀୟାରେ ତିନି ରଥର ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ...

ପହଲଗାମ ହମଲାକୁ ବର୍ଷେ ପୂରିବା ପୂର୍ବରୁ ପାକିସ୍ତାନକୁ ଦୃଢ ସନ୍ଦେଶ ଦେଲେ ସେନା

ପହଲଗାମ ଆତଙ୍କୀ ହମଲାକୁ ଆସନ୍ତାକାଲି ବର୍ଷେ ପୂରିବ । ବର୍ଷେ ପୂରିବାର ଗୋଟଏ ଦିନ ପୂର୍ବରୁ ଭାରତୀୟ ସେନା ଟୁଇଟ୍ କରି ବଡ ବୟାନ ଦେଇଛନ୍ତି । ଭାରତୀୟ ସେନା କହିଛି, ଯେବେ ମଣିଷତ୍ୱର ସୀମା ଉଲ୍ଲଂଘନ ହୁଏ ତେବେ...

ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ରାଉରକେଲାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାପରେ ସେଠାରୁ ସିଧା ସ୍ୱତନ୍ତ୍ର ହେଲିକପ୍ଟରରେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...