ଆଇଏସ୍ପିଡି ସମ୍ମିଳନୀରେ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ୦୬ ଅଗଷ୍ଟ : ଡାକ୍ତର ସନ୍ଦୀପନ୍ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍ ସୋସାଇଟି...
ସମ୍ମମ୍ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା
ଭୁବନେଶ୍ୱର, ୦୬ ଅଗଷ୍ଟ : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି । ବାହ୍ୟ ସଂକ୍ରମଣ...
ପାଣ୍ଡୁଙ୍କ ନୂଆ ଫଣ୍ଡା : ବବି ବାଦ୍, ଦେବୀ ମିଶ୍ରଙ୍କୁ ଦାୟିତ୍ବ
ଭୁବନେଶ୍ବର : ବିଜେଡି ଗଢିଲା ନୂଆ କମିଟି । ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 15 ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ବିଜୁ ଜନତା ଦଳର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସଞ୍ଚାଳନ କ୍ଷେତ୍ରରେ ସମନ୍ବୟ...
ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତକୁ 52 ବର୍ଷ ଲାଗିଲା
ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତୀୟ ହକି ଟିମକୁ 52 ବର୍ଷ ଲାଗିଗଲା । ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି । 1972 ଅଲିମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା...
ନେତା ବିଜେଡି ଛାଡିବା ପାଇଁ ତୟାର୍
ସମୟ ଥିଲା, ବିଜେଡିରେ ମିଶିବା ପାଇଁ ନେତାମାନେ ବାଟ ଖୋଜୁଥିଲେ । ବିଜେଡି ଟିକଟ ପାଇବାକୁ ବ୍ୟାକୁଳ ହେଉଥିଲେ । ବିଜେଡିରେ ଯୋଗଦେଇ ରାଜନୈତିକ ଭବିଷ୍ୟତ ତିଆରି କରିବାକୁ, କ୍ଷମତା ଓ ପଦପଦବୀ ହାତେଇବାକୁ ଲବି କରୁଥିଲେ । କ୍ଷମତାରୁ...
କାହିଁକି ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । କୁଡୁମି ସଂପ୍ରଦାୟର ମମତାଙ୍କୁ ବିଜେଡି 2020ରେ ରାଜ୍ୟସଭାକୁ ପଠାଇଥିଲା । 2026 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିବା ବେଳେ ଆଜି ସେ ସାଂସଦ ପଦରୁ ଇସ୍ତଫା...
ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମନୁ ଭାକର
2024 ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ମନୁ ଭାକର ବ୍ରୋଞ୍ଚ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ...
ଆଳୁ ପଲିଟିକ୍ସ : ଦିଦିଙ୍କୁ ଦେଖା କଲେ ମୋହନ
ଆଳୁ ଦର ଏଥର ରେକର୍ଡ ଭାଙ୍ଗିଦେଲା । ଖୁଚୁରାରେ ଲୋକେ ଆଳୁ କିଲୋ ଷାଠିଏ ଟଙ୍କାରେ କିଣିଲେ । ଗୋଦାମରେ ଆଳୁ ମହଜୁଦ ଥିଲେ ବି ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆସୁଥିବା ଆଳୁ ଟ୍ରକ ଅଟକାଉତିବା ଜଣାପଡିବା ପରେ ଆଳୁ...
ଆଇଭିଏଫ୍ ସମାଜ ପାଇଁ ଏକ ବରଦାନ : ସମ୍ ହସ୍ପିଟାଲ୍ ସିଏଚ୍ଆର୍ ପକ୍ଷରୁ ବିଶ୍ୱ ଆଇଭିଏଫ୍ ଦିବସ...
ଭୁବନେଶ୍ୱର, ଜୁଲାଇ ୨୫: ବର୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ଏକ ବରଦାନ ପାଲଟିଛି । ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର...
ମୋହନ ସରକାରଙ୍କ 2.65 ଲକ୍ଷ କୋଟି ଟଙ୍କାର ବଜେଟ, ଉତ୍କର୍ଷ ଉତ୍କଳର ସ୍ବପ୍ନ
ରାଜ୍ୟରେ କ୍ଷମତାକୁ ଆସିଥିବା ମୋହନ ମାଝୀଙ୍କ ସରକାର ଆଜି ବିଧାନସଭାରେ ପ୍ରଥମ ବଜେଟ ଉପସ୍ଥାପନ କରିଛି । 2.65 ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ମୋହନ ମାଝୀଙ୍କ ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ ପାଇଁ...


















