25.1 C
Bhubaneswar
Tuesday, October 27, 2026
-Advertisement-

ଆଜି ସମାପ୍ତ ହେଲା ନକ୍ସଲ ନିପାତ ଡେଡଲାଇନ୍

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ମାର୍ଚ୍ଚ ୩୧ ମଧ୍ୟରେ ନକ୍ସଲମାନଙ୍କୁ ହିଂସା ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ। ନକ୍ସଲ ନିପାତ ପାଇଁ ଦିଆଯାଇଥିବା ଡେଡଲାଇନ୍ ଆଜି ସମାପ୍ତ ହୋଇଛି। ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀଙ୍କ ଅଭିଯାନରେ ବହୁ...

ଗୃହରେ ନିଶିକାନ୍ତ ଦୁବେଙ୍କ ବିରୋଧରେ ନାରାବାଜି

ଗୃହରେ ଏବେ ବିଜୁ ବାବୁଙ୍କ ପ୍ରସଙ୍ଗ ଉଠାଇଛି ବିଜେଡ଼ି । ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ହଙ୍ଗାମା କରିଛନ୍ତି ବିରୋଧୀ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରଥମେ...

ଆତଙ୍କବାଦୀ ଶବିରର ବଡ଼ ଖୁଲାସା;ଦିଲ୍ଲୀର ମନ୍ଦିରକୁ ଟାର୍ଗେଟ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଶବିର ଅହମ୍ମଦ ଲୋନ୍‌କୁ ଦିଲ୍ଲୀ ପୋଲିସ ପଚରାଉଚରା ଆରମ୍ଭ କରିଛି। ଏହି ସମୟରେ ଶବିର ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ପୂର୍ବରୁ ସେ ଦିଲ୍ଲୀର ତିନୋଟି ବଡ଼ ମନ୍ଦିରର ରେକି କରିଥିଲା।...

ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ସମାଧାନରେ ପହଞ୍ଚିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଇରାନ ସହିତ ଆଲୋଚନା ଜାରି ରଖିଛନ୍ତି। କିନ୍ତୁ ଇରାନ ଟ୍ରମ୍ପଙ୍କ ଏମିତି ବୟାନକୁ ପ୍ରତ୍ୟାଖ୍ୟାନ...

ରାଉରକେଲାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଓ ସଂଗଠନକୁ ଲାଗିଛି ବଡ଼ ଝଟକା । ଓଡ଼ିଶାର ରାଉରକେଲାରେ ଜଣେ ସକ୍ରିୟ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ରାଉରକେଲାରେ ଆଜି ମୋଙ୍ଗଡ଼ି ହୁନାଙ୍ଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ...

ବିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର

ଓଡ଼ିଶାରେ ଚିଟଫଣ୍ଡ ଠକେଇରେ ପୀଡିତ ଲକ୍ଷାଧିକ ନିବେଶକଙ୍କ ପାଇଁ ଆସିଛି ବଡ଼ ଖବର। ସୂଚନା ଅନୁଯାୟୀ,ସରକାରଙ୍କ ପକ୍ଷରୁ ଗ୍ରହୀତ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୭ ହଜାର ୪୮୭ ଜଣ କ୍ଷତିଗ୍ରସ୍ତ ନିବେଶକ ନିଜର ଟଙ୍କା ଫେରି ପାଇଛନ୍ତି।...

ବିଧାୟିକାଙ୍କ ବାସଭବନରେ ପୋଲିସ ପଶିବାକୁ ତିବ୍ର ନିନ୍ଦା କଲେ ନବୀନ

କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ ପୋଲିସ ପଶିବାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ବିଧାନସଭା ପରିସରରେ ନବୀନ କହିଛନ୍ତି ଯେ ମହିଳା ବିଧାୟିକା ମନୋରମା...

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଓଡ଼ିଶାର ଶକ୍ତି କ୍ଷେତ୍ର ଉପରେ ପଡୁଥିବା ପ୍ରଭାବର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ...

ପୁରୀ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ସୋମବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ୨ ଜଣ ପର୍ଯ୍ୟଟକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ ଦେହକୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ...

ବିଦ୍ୟାଳୟ ୱାର୍ଡେନଙ୍କୁ ହତ୍ୟା; ଗିରଫ୍ ହେଲେ ଦୁଇ ଅଭିଯୁକ୍ତ

ମୟୂରଭଞ୍ଜ ଜିଲ୍ଲାର ଘରୋଇ ବିଦ୍ୟାଳୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ମିଳିଛି ସଫଳତା। ଘଟଣାର ପ୍ରାୟ ସପ୍ତାହ ପରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...