ବିଏମସିରେ ବିଜେପି କର୍ପୋରେଟରଙ୍କ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ମାରିଲେ
ଭୁବନେଶ୍ବର : ଜଗା ଭାଇଙ୍କୁ ତମେ ଏମିତି କାହିଁକି କହିଲ, ଅପମାନିତ କାହିଁକି କଲ - ଏମିତି କହି ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପିର...
ସରକାରଙ୍କ କଟକଣାକୁ ମାନିଲେନି ସେବାୟତ
ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ମାନିଲେନି ସେବାୟତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କ ବାରମ୍ବାର ଚେତାବନୀ ସତ୍ତ୍ବେ ରଥ ଉପରେ ମୋବାଇଲ ଦେଖିବାକୁ ମିଳିଛି । ଆଜି ଏକାଧିକ ସେବାୟତ ରଥ...
ଜଗନ୍ନାଥ ହୋ .. ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତାର ଅଡିସନ୍ ରାଉଣ୍ଡ ଫଳାଫଳ
ଭୁବନେଶ୍ବର – ତକ୍ଷକ ମିଡିଆ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା – ଜଗନ୍ନାଥ ହୋ .. 2025 ର ଅଡିସନ ରାଉଣ୍ଡ ଫଳାଫଳ ଘୋଷଣା କରାଯାଇଛି । ସବଜୁନିଅର, ଜୁନିଅର ଏବଂ ସିନିୟର ତିନୋଟି ବର୍ଗରେ ଅନୁଷ୍ଠିତ ...
କାଲିହେବ ରଥଯାତ୍ରା
ପୁରୀ : ଟିକେ ଟିକେ ବିଳମ୍ବରେ ଚାଲିଥିଲା ରୀତିନୀତି । ସବୁ ଠିକ୍ ଠାକ୍ କରିବା ପାଇଁ ଅଣ୍ଟା ଭିଡିଥିଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ସମସ୍ତେ ଅପେକ୍ଷା କରି ରହିଥିଲେ । ଭାବୁଥିଲେ ତିନି ରଥ ଗୁଣ୍ଡିଚା...
ରଥାରୁଢ ଚକାଆଖି ଦେଖିବାକୁ ବଡଦାଣ୍ଡ ଜନସମୁଦ୍ର
ପୁରୀ - ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ବଡଦାଣ୍ଡ ଲୋକାରଣ୍ୟ । ଜନସମୁଦ୍ର । ତିନି ଠାକୁରଙ୍କ ପହଣ୍ଡିରେ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ଲକ୍ଷ ଲକ୍ଷ ଭକ୍ତ ସେମାନଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ବଡି...
ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା
ଆଜି ଅନ୍ତରୀକ୍ଷରେ ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା । ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ହେଉଛନ୍ତି ଦ୍ବିତୀୟ ଭାରତୀୟ । ଆଜି ଭାରତୀୟ ସମୟ ମଧ୍ୟାନ୍ନ ୧୨ଟା ୧ ମିନିଟରେ ନାସା ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ ଏକ୍ସର...
ରଥ ପ୍ରସ୍ତୁତି, ପୁରୀରେ ମୁତୟନ ହେବେ 205 ପ୍ଲାଟୁନ ଫୋର୍ସ
ଆଉ ଦିନକ ପରେ ଆରଂଭ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ପୁଲିସ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରିଛି । ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ...
ଯୁଦ୍ଧରେ ବ୍ରେକ୍, ବିଶ୍ବଯୁଦ୍ଧ ଆଶଙ୍କାକୁ ସାମାନ୍ୟ ଆଶ୍ବସ୍ତି
ଇରାନ-ଇସ୍ରାଏଲ ଯୁଦ୍ଧରେ ବିରତି ଘୋଷଣା ପରେ ବି ଦୁଇ ଦେଶ ପରସ୍ପର ଉପରେ ବୋମା ବର୍ଷା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଯୁଦ୍ଧ ବିମାନ ଏବେ ଘରମୁହାଁ ହୋଇଛନ୍ତି । ତେବେ ଯୁଦ୍ଧ ବିରତି...
ତିନିଦିନ ଭିତରେ ହଟିଲା କଟକଣା
ଭୁବନେଶ୍ବର : ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କର କାର୍ଯ୍ୟକୁ ନେଇ ତିନିଦିନ ତଳେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟ ସରକାର । ଏଚଡିଏଫସି, ଆଇସିଆଇସିଆଇ ଏବଂ ଆକ୍ସିସ ବ୍ୟାଙ୍କର କାର୍ଯ୍ୟକୁ ନେଇ ରାଜ୍ୟ ସରକାର କେବଳ ଅସନ୍ତୋଷ ପ୍ରକାଶ କରି...
ଆମେରିକା ଏୟାର୍ ବେସ୍ ଉପରେ ଇରାନର ଆକ୍ରମଣ
ସୋମବାର ଦିନ କତାର୍ ସ୍ଥିତ ଆମେରିକା ବେସ୍ ଉପରେ ଇରାନ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଆମେରିକା ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ବନ୍ଦ ହେବ...




















