ବିଜେଡ଼ିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର
ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅରବିନ୍ଦ । ଖୋଲାଖୋଲା ଆଲୋଚନା...
ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବାପରେ ପରେ ରାଜଭବନରେ ରାତ୍ରି ଯାପନ କରିବେ । ୩ ତାରିଖରେ ବାଲେଶ୍ୱର...
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ
ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ଜଣାପଡିଛି। ବାକି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।...
ପୁରୀ ଡିଇଓ ବନ୍ଦ କଲେ ୭୨ ଜଣ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ
ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପରେ ଏହା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୁରୀ ଜିଲ୍ଲା ଶିକ୍ଷାଧିକାରୀ ୭୨ ଜଣ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ...
ଆତଙ୍କୀଙ୍କ ବଡ଼ ଯୋଜନା: ଟାର୍ଗେଟରେ ବଡ ମନ୍ଦିର
ଆତଙ୍କୀ କରୁଛନ୍ତି ବଡ ଯୋଜନା , ଜାନୁଆରୀ ୨୬ ପୂର୍ବରୁ କରିବେ ହମଲା। ଦିଲ୍ଲୀ ସହିତ ଅନେକ ସହରରେ ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କୀମାନେ କରିଥିବା ଷଡଯନ୍ତ୍ରର ଖୁଲାସା ହୋଇଛି । ପାକ୍...
ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଆଜି (ବୁଧବାର) ପାକିସ୍ତାନୀ ସେନା ଜାମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ଆଉଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହାର କଡ଼ା ଜାବାବ ଦେଇଛନ୍ତି ଭାରତୀୟ ସୁରକ୍ଷା ବାହିନୀ ।
ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷାବାହିନୀ କେରନ ଅଞ୍ଚଳରେ,ସୀମା ସୁରକ୍ଷାକୁ ମଜବୁତ...
ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁଁହ ଖୋଲିଲେ ନବୀନ
ଶେଷରେ ମୁଁହ ଖୋଲିଲେ ନବୀନ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଆଜି ମୁଁହ ଖୋଲିଛନ୍ତି ନବୀନ ପଟ୍ଟନାୟକ। କେଉଁ କାରଣରୁ ଅରବିନ୍ଦଙ୍କୁ ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନବୀନ । ଅରବିନ୍ଦଙ୍କ ନାଁ...
ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଯୁବକ ଜଣକ ହେଲେ ବିପିନି ସାବତ । ସୁଚନା ଅନୁଯାୟୀ, ଲକ୍ଷ୍ମୀସାଗର...
ଶ୍ରୀମନ୍ଦିରକୁ ବୋମାମାଡ଼ ଧମକ
ସୋସିଆଲ ମିଡିଆରେ ଶ୍ରୀମନ୍ଦିରକୁ ମିଳିଛି ବୋମାମାଡ଼ ଧମକ। ଏହି ମାମଲାରେ ଜଣକୁ ଅଟକ ରଖିଛି ପୁଲିସ। ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ...
ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ବଦଳିଲେ IIC
ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଜିଲ୍ଲା ପ୍ରଶାସନ ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି।ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ସୁନ୍ଦରଗଡ଼ ଏସପି,ଟାଉନ ଥାନା ଅଧିକାରୀ ପ୍ରୀତି ମଞ୍ଜରୀ ମେଣ୍ଡୁଲିଙ୍କୁ ଜିଲ୍ଲା...


















