ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ; ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ
ବରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟାଭାଲ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସେ ଫିରିଙ୍ଗିମାଲ୍ ଏବଂ ଗୌରେନମୁଣ୍ଡା ଗ୍ରାମପଞ୍ଚାୟତର...
ଲଘୁଚାପ ପାଇଁ ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା:ଖୋର୍ଦ୍ଧା ଜିଲ୍ଲା ରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ସେପ୍ଟେମ୍ବରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୫୫ରୁ ୬୫ କିମି ବେଗରେ ଝଡ଼ ପବନ ବହିବ।IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୨...
SIR ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ରାଜ୍ୟରେ ୩ କୋଟି ୧୬ ଲକ୍ଷ ଭୋଟର, ବାଦ୍ ପଡ଼ିଲେ...
ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର-୨୦୨୬) ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ୨୦ ଲକ୍ଷ ୧୨ହଜାର ୫୫୭ଜଣ ଭୋଟର ଚୂଡ଼ାନ୍ତ ତାଲିକାରୁ...
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସପ୍ତମ ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ସେପ୍ଟେମ୍ବର ୧୮ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏଥର କିଛି ଦିନ ବିଳମ୍ବରେ...
ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ସୁଚିକା ତରିୟାଲ୍ ଙ୍କୁ ମିଳିଲା ପ୍ରଥମ ବ୍ରୋଞ୍ଜ
ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସୁଚିକା ତରିୟାଲ୍ ମିକ୍ସଡ୍ ମାର୍ଶଲ୍ ଆର୍ଟସ (ଏମଏମଏ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ...
ରାଜଧାନୀରେ ଫେସବୁକ୍ ଲାଇଭ୍କୁ ନେଇ ସଂଘର୍ଷ: ଫୁଟିଲା ଗୁଳି
ଭୁବନେଶ୍ୱର: ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ସହ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ୫ ଜଣ ବ୍ୟକ୍ତି...
ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଗିରଫ
ଭୁବନେଶ୍ୱର: ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଗିରଫ । ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଫେରାର ମାମଲାରେ ରବିବାର ଦିନ ତାଙ୍କୁ ଗିରଫ କରିଛି ପୋଲିସ । ହାଇକୋର୍ଟରେ ମଧ୍ୟ ତାଙ୍କର ଆଗୁଆ...
କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର, ପୂର୍ବତନ ସେନା ମୁଖ୍ୟଙ୍କ ସମେତ ଅନେକ ଭିଭିଆଇପିଙ୍କୁ ଏସ୍ଆଇଆର ନୋଟିସ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ସ୍ପେଶାଲ ଇଂନ୍ଟେନସିଭ୍ ରିଭିଜନ(ଏସଆଇଆର) ଅଧୀନରେ ଅନେକ ଭିଭିଆଇପିଙ୍କୁ ଏସ୍ଆଇଆର ନୋଟିସ ମିଳିଛି l ଏସଆଇଆର ନୋଟିସ ପାଇଥିବା ପ୍ରମୁଖ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଓ ପତ୍ନୀ କୟୋକୋ...
ଡ୍ୟୁଟି ସମୟରେ ବର୍ଦି ପିନ୍ଧି ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିବା ଉପରେ କଟକଣା ଜାରି...
ଭୁବନେଶ୍ୱର:କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶାନାମା । ଏହି ନିର୍ଦ୍ଦେଶାନାମା ଅନୁଯାୟୀ ରିଲ୍ସ କରି ସୋସିଆଲ ମିଡିଆ ପୋଷ୍ଟ କରୁଥିବା ପୋଲିସ ବିରୋଧରେ ହେବ ଆକ୍ସନ। ବିଧାନସଭା, ମନ୍ଦିର, ଧାର୍ମିକ ସ୍ଥଳରେ ଫଟୋ...
ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ
ଭୁବନେଶ୍ବର: ଅଙ୍ଗନବାଡ଼ି କେନ୍ଦ୍ରର ବାକି ଘରଭଡ଼ା ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହିଞ୍ଜିଳିକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଏବଂ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା।...















